କଫ ସମସ୍ୟା ଦୂର କରିବାର Naturally ଘରୋଇ ଉପାୟ,ଏହି ଉପାୟ କରିଲେ କଫ କୁଆଡେ ଦୁରେଇ ଯିବ ଆପଣଙ୍କ ପାଖରୁ..

Spread the love

ଆଜିକାଲି ଅନେକ ଲୋକଙ୍କ ଶରୀରରେ କଫ ସହିତ ଜଡିତ ଅନେକ ପ୍ରକାରର ସମସ୍ୟା ଦେଖା ଯାଇଥାଏ।ତେବେ ଏହା ଦେଖାଯିବା ଫଳରେ ସେମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ତେବେ ଏହାର କିପରି ଭାବରେ ସମାଧାନ ଘରୋଇ ଉପାୟରେ କରି ହେବ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା।ଏହା ସହିତ ଏହାର ବିଭିନ୍ନ ପ୍ରକାରର ଫାଇଦା ସମ୍ପର୍କରେ ମଧ୍ୟ ଆମେ ବର୍ତ୍ତମାନ ଆଲୋଚନା କରିବା।

ତେବେ ସାଧାରଣ ଭାବରେ ଆଜିକାଲି ଅନେକ ଲୋକଙ୍କ ଶରୀରରେ କଫ ସହିତ ଜଡିତ ସମସ୍ୟା ଦେଖା ଯାଇଥାଏ।ତେବେ ଏହା ଦେଖାଯିବା ପରେ ସେମାନେ କୌଣସି କାର୍ଯ୍ୟ ସଠିକ ଭାବରେ କରି ପାରନ୍ତି ନାହିଁ।ସେମାନେ ନିଶ୍ୱାସ ନେବାରେ ଅନେକ କଷ୍ଟ ଅନୁଭବ କରି ଥାଆନ୍ତି।ଏହା ସହିତ ସେମାନେ ରାତି ସମୟରେ ବିଶେଷ ଭାବରେ ସୋଇ ପାରନ୍ତି ନାହିଁ।

ତେବେ ଏହାର ବିଭିନ୍ନ ପ୍ରକାରର ଚିକିତ୍ସା କରିବା ପରେ ମଧ୍ୟ ଏହାର ସମାଧାନ ହୋଇ ପାରି ନଥାଏ।ତେବେ ଆମେ ବର୍ତ୍ତମାନ ଏହା ଘରୋଇ ଉପାୟରେ କିପରି ଭାବରେ ଚିକିତ୍ସା କରିହେବ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଏହି ସମସ୍ୟାର ସମାଧାନ କରିବା ପାଇଁ ଆମେ ଘରୋଇ ଉପଚାର ପ୍ରସ୍ତୁତ କରି ପାରିବା।

ତେବେ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରଥମେ ଆବଶ୍ୟକ ହେଉଥିବା ଉପାଦାନ ହେଉଛି ତେଜପତ୍ର।ଏହାପରେ ଆବଶ୍ୟକ ହେଉଥିବା ଅନ୍ୟ ଏକ ଉପାଦାନ ହେଉଛି ଅଦା।ତେବେ ତେଜପତ୍ରରେ ଏପରି ଅନେକ ଉପାଦାନ ରହିଥାଏ ଯାହା ଆମର ଶରୀରରୁ କଫ ବାହାର କରିବାରେ ସହାୟକ ହୋଇ ଥାଏ।

ଏହା ସହିତ ଏହା ଆମ ଶରୀର ପାଇଁ ମଧ୍ୟ ଅନେକ ଲାଭକାରୀ ହୋଇଥାଏ।ଏହା ଆମ ଶରୀରର ଅନେକ ସମସ୍ୟାର ସମାଧାନ ମଧ୍ୟ କରି ଦେଇ ଥାଏ।ତେବେ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ କିଛି ପାଣି ନେଇ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଗରମ କରିବା ଆବଶ୍ୟକ।

ଏହାପରେ ଏହି ପାଣିରେ ପୂର୍ବରୁ ରଖିଥିବା ତେଜପତ୍ର ପକାଇ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଛାଡ଼ିଦେବା ଆବଶ୍ୟକ।ଏହାପରେ ଏଥିରେ ପୂର୍ବରୁ କାଟି ରଖିଥିବା ଅଦା ପକାଇ ଏହାକୁ ଆଉ କିଛି ସମୟ ପର୍ଯ୍ୟନ୍ତ ଗରମ କରିବା।ଏହାପରେ ଏହାକୁ ଛାଣି ଏହାକୁ ରଖିବା ଆବଶ୍ୟକ।ତେବେ ପ୍ରତିଦିନ ଖାଲି ପାଣିରେ ଏଥିରୁ ଅଳ୍ପ ପକାଇ ଏହାକୁ ପିଇବା ଆବଶ୍ୟକ।

ଏହାକୁ ପିଇବା ଫଳରେ ଆପଣ କିଛି ଦିନ ମଧ୍ୟରେ ନିଜର କଫ ସହିତ ଜଡିତ ସମସ୍ତ ସମସ୍ୟାର ସମାଧାନ କରି ପାରିବେ।ଏହା ସହିତ ନିଜର କଫ ସହିତ ଜଡିତ ସମସ୍ୟାର ସମାଧାନ କରିବା ପାଇଁ ଏହା ଏକ ବହୁତ ଭଲ ଉପାୟ ଅଟେ।ଏହା ସହିତ ଏହା ସମ୍ପୂର୍ଣ୍ଣ ଘରୋଇ ଉପାୟରେ ପ୍ରସ୍ତୁତ ହେଉ ଥିବାରୁ ଏହାର କୌଣସି ମଧ୍ୟ ପର୍ଶ୍ୱପ୍ରତିକ୍ରୀୟ ନାହିଁ।ଏହାକୁ ବୃଦ୍ଧ ପାଖରୁ ଆରମ୍ଭ କରି ଛୋଟପିଲା ପର୍ଯ୍ୟନ୍ତ ସମସ୍ତେ ଏହାକୁ ବ୍ୟବହାର କରି ପାରିବେ।ଏହା ସହିତ ଏହାକୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ନିରାପଦ ଅଟେ।

Leave a Reply

Your email address will not be published. Required fields are marked *