ଏହି କାରଣ ପାଇଁ ସିରିଏଲ୍ ଛାଡ଼ିଲେ Lopamudra,କାରଣ ଜାଣିବା ପରେ ଆପଣ ମଧ୍ୟ ହେଇଯିବେ ଆଶ୍ଚର୍ଯ୍ୟ..

Spread the love

ଅଭିନେତ୍ରୀ ଲୋପାମୁଦ୍ରାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ଝିଅ ଆମର ନୁଆବୋହୁ ଧାରାବାହିକରେ ଅଭିନୟ କରି ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଅଭିନୟ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ବହୁତ ଅଧିକ ଆକର୍ଷିତ କରିଥାଏ।ଏହା ସହିତ ନିଜର ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ବହୁତ ଅଧିକ ପସନ୍ଦ କରି ଥାଆନ୍ତି।ଏହା ସହିତ ଅଭିନୟ ଦୁନିଆରେ ସେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ସମସ୍ତଙ୍କୁ ବହୁତ ଅଧିକ ଆକର୍ଷିତ କରିଥାଏ।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରି ଥାଆନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ନିଜର ଅଭିନୟ ପାଇଁ ସେ ସମସ୍ତଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି।ସମ୍ପୂର୍ଣ୍ଣ ଓଡ଼ିଶାର ଲୋକମାନେ ତାଙ୍କର ଅଭିନୟ ଦେଖିବାକୁ ବହୁତ ଅଧିକ ପସନ୍ଦ ମଧ୍ୟ କରନ୍ତି।ଏହା ସହିତ ନିଜର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ମାଧ୍ୟମରେ ସେ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବାରେ ମଧ୍ୟ ସଫଳ ହୋଇ ପାରିଛନ୍ତି।

ତେବେ ବର୍ତ୍ତମାନ ଏକ କଥା ଶୁଣିବାକୁ ମିଳୁଛି କି ସେ ଯେଉଁ ଧାରାବାହିକରେ ଅଭିନୟ କରୁଛନ୍ତି ସେହି ଧାରାବାହିକ ଛାଡ଼ିବାକୁ ଯାଉଛନ୍ତି।ଅର୍ଥାତ ସେ ଝିଅ ଆମର ନୁଆବିହୁ ଧାରାବାହିକ ବର୍ତ୍ତମାନ ଛାଡ଼ିବାକୁ ଯାଉଛନ୍ତି।ତେବେ ତାଙ୍କୁ ବହୁତ କମ ପାରିଶ୍ରମିକ ମିଳୁଥିବା କାରଣରୁ ସେ ଅନେକ ଥର ପ୍ରଯୋଜକଙ୍କ ପାଖରେ ନିଜର ପାରିଶ୍ରମିକ ବଢ଼ାଇବା କଥା କହିବା ପରେ ମଧ୍ୟ ତାଙ୍କରପାରିଶ୍ରମିକ ବଢ଼ା ଯାଇ ନଥିଲା।

ଏହି କଥାକୁ ନେଇ ତାଙ୍କର ପ୍ରଯୋଜକଙ୍କ ସହିତ କିଛି କଳହ ମଧ୍ୟ ହୋଇଥିଲା ବୋଲି ଶୁଣିବାକୁ ମିଳୁଛି।ତେବେ ଏହା ସହିତ ଏହି କାରଣରୁ ସେ ବର୍ତ୍ତମାନ ଏହି ଧାରାବାହିକ ଛାଡ଼ିବା ପାଇଁ ବର୍ତ୍ତମାନ ନିଷ୍ପତି ନେଇଛନ୍ତି।ତେବେ ଏହି ଧାରାବାହିକ ଛାଡ଼ିବା ପରେ ବର୍ତ୍ତମାନ ତାଙ୍କୁ ଆଉ ଏକ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ମିଳି ପାରେ ବୋଲି ବର୍ତ୍ତମାନ ଶୁଣିବାକୁ ମିଳୁଛି।

ତେବେ ଏହି ଧାରାବାହିକର ନାମ ହେଉଛି ପ୍ରେମର କୁହୁକ।ଏହି ଧାରାବାହିକରେ ସେ ପୁଣି ଓଡ଼ିଶାର ଲୋକମାନଙ୍କ ସମ୍ମୁଖକୁ ଆସିବାକୁ ଯାଉଛନ୍ତି।ଏହା ସହିତ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କ ପାଖରେ ସେ ବର୍ତ୍ତମାନ ବହୁତ ଅଧିକ ପ୍ରିୟ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ବର୍ତ୍ତମାନ ମଧ୍ୟ ଅନେକ ଲୋକ ଅପେକ୍ଷା କରି ରହିଥାନ୍ତି।ତେବେ ସେ ଏହି ନୂତନ ଧାରାବାହିକରେ ଅଭିନୟ କରି ପୁଣି ଲୋକମାନଙ୍କ ପ୍ରିୟ ହୋଇ ପାରିବେ ବୋଲି ବର୍ତ୍ତମାନ ସେ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *