କଣ ଆପଣଙ୍କ କେଶ ଝଡୁଚି କି ! କେଶ ଝଡ଼ିବାର କାରଣ ଓ ନିରାକରଣ ବିଷୟରେ ଟିକିନିଖି ଜାଣିରଖନ୍ତୁ ଆଉ କେବେ ଆପଣଙ୍କ କୌଣସି ପ୍ରକାର ଵାଲା ଜନିତ ସମସ୍ୟା ରହିବ ନାହିଁ – MANAS RANJAN PUHAN

Spread the love

ଆମ ଶରୀରର ପ୍ରତ୍ୟେକ ସ୍ଥାନରେ ବାଳ ରହିଥାଏ।ଏହା ସହିତ ଏହି ବାଳ ଆମ ଶରୀରର ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ଆକାରରେ ବଢ଼ିଥାଏ।ତେବେ ଆମ ଶରୀରର ପ୍ରତିଦିନ କିଛି କିଛି ନୂଆ ବାଳ ସୃଷ୍ଟି ହୋଇଥାଏ।ଏହା ସହିତ କିଛି କିଛି ବାଳ ଝଡି ଯାଇଥାଏ।ତେବେ ଏହି ପ୍ରକ୍ରିୟା ଏହିପରି ଭାବରେ ଚାଲିଲେ ଏହାକୁ ଏକ ସାଧାରଣ ପ୍ରକ୍ରିୟା ବୋଲି କୁହାଯିବ।

କିନ୍ତୁ ଏହି ପ୍ରକ୍ରିୟାରେ ଯେତେବେଳେ କମ ଚୁଟି ସୃଷ୍ଟି ହେବା ସହିତ ଅଧିକ ବାଳ ଝଡି ଯାଇଥାଏ ସେହି ସମୟରେ ଏହାକୁ ଆମେ ଚୁଟି ଖଡ଼ୁଛି ବୋଲି କହିଥାଉ।ତେବେ ବାଳ ଝଡ଼ିବାର ଏକ ପ୍ରଧାନ କାରଣ ହେଉଛି ଅତ୍ୟଧିକ ମାନସିକ ଚାପ।ଆଜିକାଲି ଆମେ ଅନେକ ପ୍ରକାରର ମାନସିକ ଚାପରେ ରହୁଛୁ ସେହି କାରଣରୁ ମଧ୍ୟ ଆମର ଅଧିକାଂଶ ବାଳ ଖଡ଼ି ଯାଇଥାଏ।

ତେବେ ଏହା ସହିତ ଆଜିକାଲି ଆମେ ଯେଉଁ ଖାଦ୍ୟ ଖାଉଛୁ ସେହି ଖାଦ୍ୟରେ ଆମ ବାଳ ପାଇଁ ଆବଶ୍ୟକ ହେଉଥିବା ପ୍ରୋଟିନ ଭରପୁର ମାତ୍ରାରେ ରହି ନଥାଏ।ଯେଉଁ କାରଣରୁ ଆମର ବାଳ ଅଧିକ ପରିମାଣରେ ଝଡି ଯାଇଥାଏ।ତେବେ ଅନେକ ଲୋକଙ୍କ ଜିନ କାରଣରୁ ମଧ୍ୟ ବାଳ ଝଡିଥାଏ।ତେବେ ଅନେକ ଲୋକ ଏହା ମଧ୍ୟ କହିଥାନ୍ତି କି ସେମାନେ ପ୍ରତିଦିନ ନିଜର ଚୁଟି ସଫା କରିବା ଫଳରେ ସେମାନଙ୍କର ଚୁଟି ଝଡି ଯାଇଥାଏ।

ମାତ୍ର ସେପରି କେବେ ମଧ୍ୟ ହୁଏନାହିଁ।ତେବେ ଏହା ସହିତ ଅଧିକ ମୁଣ୍ଡ ସଫା କରିବା ଫଳରେ ସେମାନଙ୍କର ଚୁଟି ଖରାପ ହୋଇ ଯାଇ ପାରେ ମାତ୍ର ଚୁଟି ଝଡି ନଥାଏ।ତେବେ କିଛି ଲୋକ ଏପରି କହିଥାନ୍ତି କି ପାଣିର କାରଣରୁ ସେମାନଙ୍କ ଚୁଟି ଝଡି ଯାଉଛି।ମାତ୍ର ଏପରି ମଧ୍ୟ କେବେ ହୋଇ ନଥାଏ।ତେବେ ପାଣିର ପ୍ରଭାବରେ କେବେ ମଧ୍ୟ ଚୁଟି ଝଡି ନଥାଏ।

ତେବେ ଏହା ସହିତ ଅନେକ ଲୋକ ନିଜର ଚୁଟି ଝଡ଼ିବା ପରେ ଏହାକୁ ରୋକିବା ପାଇଁ ଘରୋଇ ଉପଚାର ବ୍ୟବହାର କରିବା ଆରମ୍ଭ କରି ଦିଅନ୍ତି।ଯେପରି ଏମାନେ ନିଜର ଛୁଟିରେ ପିଆଜ ଓ ମନ୍ଦାର ଫୁଲ ଲଗାଇବା ଆରମ୍ଭ କରନ୍ତି।ମାତ୍ର ଏହା ସମସ୍ତଙ୍କ କ୍ଷେତ୍ରରେ ସଫଳ ହୋଇ ନଥାଏ।ତେବେ ଅନେକ ଲୋକ ଏହାର ଚିକିତ୍ସା କରିବା ପରେ ମଧ୍ୟ କିଛିଦିନ ପରେ ଏହାର ଚିକିତ୍ସା ବନ୍ଦ କରି ଦେଇଥାନ୍ତି।

ତେବେ ଏପରି କରିବା ଦ୍ବାରା ସେମାନଙ୍କର ଏହି ସମସ୍ୟା ଦୂର ହୋଇ ନଥାଏ।କାରଣ ଏହାର ଚିକିତ୍ସା ପାଇଁ ଅନେକ ସମୟ ଲାଗିଥାଏ।ତେବେ ସମୟ ସମୟରେ ଏହାର ଚିକିତ୍ସା କରିବା ପାଇଁ ପ୍ରାୟ ଏକ ବର୍ଷ ସମୟ ମଧ୍ୟ ଲଗିଥାଏ।ତେବେ ଏହାର ନିରାକରଣ। ପାଇଁ ବର୍ତ୍ତମାନ ଚୁଟି ପ୍ରତିରୋପଣ ମଧ୍ୟ କରାଯାଉଛି।

ତେବେ ଏହାର ସମାଧାନ ପାଇଁ ଚିକିତ୍ସକମାନେ ପ୍ରଥମେ ଆମ ଶରୀରର ରକ୍ତରେ ହାର୍ମୋନର ମାତ୍ର ଉପରେ ପରୀକ୍ଷା କରି ଥାଆନ୍ତି।ଏହାପରେ ସେମାନେ ଏହାର ଆବଶ୍ୟକତା ଅନୁସାରେ କିଛି ଔଷଧ ମୁଣ୍ଡରେ ଲଗାଇବାକୁ ଦେଇଥାନ୍ତି।ଏହା ସହିତ କିଛି ଔଷଧ ଖାଇବାକୁ ମଧ୍ୟ ଦେଇଥାନ୍ତି।ତେବେ ଏପରି ଭାବରେ ଚିକିତ୍ସାକୁ କରିବା ଫଳରେ ଆମ ଶରୀରରେ ଚୁଟି ଝଡ଼ିବା କମ ହୋଇଥାଏ।

Leave a Reply

Your email address will not be published. Required fields are marked *