Ranee ପଣ୍ଡା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି,ଦେଖନ୍ତୁ କିଏ ଅଟନ୍ତି ତାଙ୍କ ମନର Rajakumar ଯାହାକୁ କରିବେ ଜୀବନସାଥୀ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ରାନୀ ପଣ୍ଡାଙ୍କ ସମ୍ବନ୍ଧରେ ଜଡିତ କିଛି ବିଶେଷ କଥା ବିଷୟରେ ଆଲୋଚନା କରିବା।ଆପଣମାନେ ତ ରାନୀ ପଣ୍ଡାଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ସେ ଜଣେ ସୋସିଆଲ ମିଡିଆରେ ଅତ୍ୟନ୍ତ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି।ସେ କିଛି ଓଡ଼ିଆ ସୋ ଓ ସୋରିଏଲରେ ଅଭିନୟ କରିଛନ୍ତି।ବର୍ତ୍ତମାନ ସମୟରେ ତାଙ୍କ ସହିତ ଜଡିତ କିଛି ବିଶେଷ କଥା ସାମ୍ନାକୁ ଆସିଛି।

ଆଜିର ଏହି ଆର୍ଟିକିଲରେ ଆମେ ସେହି କଥା ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ସେ ଏକ ଭିଡିଓ କରି ସେଥିରେ କିଛି କଥା କହିଛନ୍ତି।ସେ ସେହି ଭିଡିଓରେ କହିଛନ୍ତି ନମସ୍କାର ମୁଁ ଆପଣମାନଂକ ରାଣୀ ପଣ୍ଡା।

ମୁ ଆଜି ଗୋଟେ କଥା କହିବି ବୋଲି ଏହି ଭିଡିଓଟି କରୁଛି।ବହୁତ ଗଣ ମାଧ୍ୟମରେ ତାଙ୍କୁ ପଚାରାଯାଇଥିଲା ଯେ ରାନୀ ପଣ୍ଡା କେବେ ବିବାହ କରୁଛନ୍ତି?ସେ ଏଥିରେ କହିଛନ୍ତି ମୁ ବିବାହ କରିବାର ନିଷ୍ପତ୍ତିହିଁ ନେଇ ନଥିଲି।କାରଣ ମୋର ଏବେ ବିବାହ କରିବାର ନଥିଲା।କିନ୍ତୁ ବହୁତ କଷ୍ଟ ନିନ୍ଦା ଅପମାନ ଓ ଯନ୍ତ୍ରଣା ସହି ସହି ଓଡିଶା ବାସୀଙ୍କର ତାଳି, ଗାଳି, ନିନ୍ଦା ସବୁ କୁ ସହି ସହି ଆଜି ମୁ ଆସି ପହଞ୍ଚିଛି ଏହି ଶୀର୍ଷ ପାହାଚରେ ଯେଉଁଠି ରାନୀ ପଣ୍ଡାଙ୍କୁ ସାରା ଓଡିଶା ଲୋକ ସମସ୍ତେ ଜାଣିଛନ୍ତି।

ତେବେ ମୁଁ ଆଜି ଏକ କଥା କହି ରଖିବାକୁ ଚାହିଁବି ଖୁବ ଶୀଘ୍ର ମୁଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି।ଓ କାହାକୁ ବିବାହ କରୁଛି ଏବଂ କେବେ ବିବାହ କରୁଛି ତାହା ମୁଁ ଆପଣଙ୍କୁ ନିହାତି ଭାବରେ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି ବୋଲି କହିଛନ୍ତି ରାନୀ ପଣ୍ଡା।ଓ ମୋର ଓଡିଶା ବାସୀଙ୍କ ଭଲ ପାଇବା ସାଥି, ସପୋର୍ଟ, ମୋ ଉପରେ ରହୁ ବୋଲି ମଧ୍ୟ କହିଛନ୍ତି ସେ।

ଏହା ସହିତ ସେ କହିଛନ୍ତି ମୋର ଆସନ୍ତା ବୈବାହିକ ଜୀବନ ଯେପରି ସୁଖମୟ ହେଉ।ଏହା କହି ସେ ସେହି ଭିଡିଓଟିକୁ ଶେଷ କରିଛନ୍ତି।ତେବେ ଏହାକୁ ନେଇ ବର୍ତ୍ତମାନ ସମୟରେ ଦର୍ଶକ ମାନଙ୍କ ମନରେ ପ୍ରଶ୍ନ ଉଠିଛି ରାନୀ ପଣ୍ଡା କାହାକୁ ବିବାହ କରୁଛନ୍ତି ଏବଂ କେବେ ବିବାହ କରୁଛନ୍ତି।ଏହି କଥା ତ ତାଙ୍କର ଆସନ୍ତା ଭିଡିଓରେ ଜଣା ପଡିଯିବ।

Leave a Reply

Your email address will not be published. Required fields are marked *