ଅଚାନକ ବଦଳିଲା Sushant ସିଂ ରାଜପୁତଙ୍କ ଫେସବୁକ ପ୍ରୋଫାଇଲ ଫଟୋ,ଲୋକ କହିଲେ ମହାନାୟକ ସବୁବେଳେ..

Spread the love

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ବିଷୟରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ସମଗ୍ର ଭାରତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ସେ ଆମ ପାଇଁ ଏକ ବରଦାନ ଭଳି ଥିଲେ।ସେ ନିଜର ଅଭିନୟ ଦ୍ୱାରା ନିଜକୁ ସାରା ଭାରତର ଲୋକମାନଙ୍କ ପାଖରେ ପରିଚିତ କରି ପାରିଥିଲେ।ଏହା ସହିତ ଏହି ଅଭିନେତା ଜଣଙ୍କର ସୋସିଆଲ ମିଡିଆରେ ଅନେକ ଅନୁଗତ ରହିଛନ୍ତି।

ତେବେ ଆମେ ସମସ୍ତେ ଜାଣୁ ପ୍ରାୟ ୧୪ ମାସ ତଳେ ଏହି ଅଭିନେତାଙ୍କ ମୃତ୍ୟୁ ହୋଇ ଯାଇଥିଲା।ନିଜର କୌଣସି ବ୍ୟକ୍ତିଗତ କାରଣରୁ ସେ ଆତ୍ମହତ୍ୟା କରି ଦେଇଥିଲେ।ଏହା ସହିତ ଏହି ଅଭିନେତାଙ୍କ ଏପରି ଅକାଳ ବିୟୋଗ ହୋଇ ଯାଇଥିଲା।ଯାହା ଫଳରେ ବଲିଉଡ ଜଗତର ଏକ ଅପୂରଣୀୟ କ୍ଷତି ହୋଇ ଯାଇଥିଲା।ଯାହାକୁ ପୂରଣ କରିବା ଅସମ୍ଭବ।କାରଣ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ନିଜକୁ ଭାରତର ପ୍ରତ୍ୟେକ ଲୋକଙ୍କ ମନରେ ନିଜପାଇଁ ଜାଗା କରି ପାରିଥିଲେ।

ତେବେ ଏହି ଅଭିନେତାଙ୍କ ଏପରି ଅଚାନକ ମୃତ୍ୟୁ ଫଳରେ ସେହି ସମୟରେ ସମଗ୍ର ଅଭିନୟ ଜଗତ ଶୋକାକୁଳ ହୋଇ ପଡ଼ିଥିଲା।କାରଣ ଏହି ଭଳି ଜଣେ ଅଭିନେତାଙ୍କ ଅଭାବ ପୂରଣ କରିହେବ ନାହିଁ।ଏହା ସହିତ ସେ ଜଣେ ବହୁତ ଭଲ ମଣିଷ ମଧ୍ୟ ଥିଲେ।ଏହା ସହିତ ସେ ନିଜର ଜୀବନ ମଧ୍ୟରେ ଏପରି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ଯାହା ଦର୍ଶକ ମାନଙ୍କ ମନରେ ସର୍ବଦା ରହିବ।ଏହା ସହିତ ସେ ନିଜର ଅଭିନୟ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି।ତେବେ ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ

ତେବେ ଏହି ଅଭିନେତାଙ୍କ ମୃତ୍ୟୁ ପରେ ଆଜି ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି।ସୁଶାନ୍ତ ସିଂ ରାଜପୁତଙ୍କ ଫେସବୁକ ପ୍ରୋଫାଇଲ ଫଟୋ ଅଚାନକ ଭାବରେ ବଦଳି ଯାଇଛି।ତେବେ ଏହା ଦେଖିବା ପରେ ତାଙ୍କର ସମସ୍ତ ପ୍ରଶଂସକ ଏହା ଭାବିବାକୁ ଲାଗିଲେ କି ଏପରି ହେବାର କାରଣ କଣ।ଏହା ସହିତ ସେମାନେ ଏହା ମଧ୍ୟ ପ୍ରଶ୍ନ କଲେ କି ଏହା ତାଙ୍କର କୌଣସି ପରିବାରର ଲୋକ କରିଛନ୍ତି ଅଥବା ତାଙ୍କର ଫେସବୁକ ଆକାଉଣ୍ଟ ହ୍ୟାକ ହୋଇ ଯାଇଛି।ତେବେ ଏହା ସମ୍ପର୍କରେ କିଛି ନିର୍ଦ୍ଧିଷ୍ଟ ସୂଚନା ଏବେ ଯାଏ ମିଳିନାହିଁ।

ତେବେ ଏହା ସମ୍ପର୍କରେ ତାଙ୍କର ପରିବାର ପକ୍ଷରୁ ମଧ୍ୟ କିଛି ସୂଚନା ମିଳିନାହିଁ।ଏହା ସହିତ ଏହି ଘଟଣାର ସତ୍ୟ ଜାଣିବା ପାଇଁ ତାଙ୍କର ପ୍ରଶଂସକ ମାନେ ମଧ୍ୟ ଅନେକ ପ୍ରୟାସ କରୁଛନ୍ତି।ଏହା ସହିତ ଏହି ପରିବର୍ତ୍ତନ ଫଳରେ ତାଙ୍କର କିଛି ପ୍ରଶଂସକ ମାନେ କ୍ରୋଧ ମଧ୍ୟ ପ୍ରକାଶ କରିଥିଲେ।ତେବେ ଏହି ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପୂର୍ଣ୍ଣ ପ୍ରଶଂସକ ମାନେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ।ଏହାର କାରଣ ନିଜର ପ୍ରିୟ ଅଭିନେତାଙ୍କ ଏପରି ଅକାଳ ବିୟୋଗ ତାଙ୍କର ସମସ୍ତ ପ୍ରଶଂସକ ମାନଙ୍କୁ କଷ୍ଟ ଦେଇଥିଲା।

Leave a Reply

Your email address will not be published. Required fields are marked *