ବିଲେଇ (CAT) ର ଆପଣଙ୍କ ରାସ୍ତା କାଟିବା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ? ଏହି କଥା ନ ଜାଣିଲେ ଆପଣ ବଡ Trouble ରେ ପଡିଯିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।କଣ ବିଲେଇର ରାସ୍ତା କାଟିବା ଦ୍ୱାରା ଦିନ ଅସୁଭ ହୋଇଥାଏ?ଆଜି ଆମେ ଜାଣିବା ବିଲେଇ ସହିତ ଜଡିତ ଏପରି କିଛି ରୋଚକ ତଥ୍ୟ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣ ଏହି କଥା ଯାହାକୁ କହିବେ ସେ ମଧ୍ୟ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।ଏହା ସାଧାରଣ ଧାରଣା ହୋଇଥାଏ ଯେ ବିଲେଇ ଯଦି ରାସ୍ତା କାଟିଥାଏ କିମ୍ବା ଆପଣଙ୍କ ଆଗରୁ ଯାଇଥାଏ ତେବେ ତାହା ଏକ ଅସୁଭ ସଂକେତ ଧରାଯାଇଥାଏ।

ଏହି ଧାରଣା କାରଣରୁ ବିଲେଇର ରାସ୍ତା କାଟିବା ଦ୍ୱାରା ବ୍ୟକ୍ତି କିଛି ସମୟ ପାଇଁ ରହିଯାଇଥାଏ ଏବଂ ଅପେକ୍ଷା କରିଥାନ୍ତିଯେ କୌଣସି ଅନ୍ୟ ବ୍ୟକ୍ତି ଆସିବେ ଓ ସେହି ରାସ୍ତାକୁ ପାର କରିବେ ଏହାଦ୍ୱାରା ଅଶୁଭ ସମାପ୍ତ ହୋଇଜାଇଥାଏ।କିନ୍ତୁ ସତ ଏହା ଯେ ପ୍ରତ୍ୟେକ ସ୍ଥିତିରେ ବିଳେଇର ରାସ୍ତା କାଟିବା ଅସୁଭ ହୋଇନଥାଏ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ତେବେ ଆସନ୍ତୁ ଜାଣିବା ବିଲେଇର ରାସ୍ତା କାଟିବା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ।ଏବଂ ବିଲେଇ ସହିତ ଜଡିତ କିଛି ରୋଚକ ତଥ୍ୟ ମଧ୍ୟ ଜାଣିବା।ଭଗବାନ ଶ୍ରୀକୃଷ୍ଣ କହିଛନ୍ତିଯେ ବିଳେଇର ରାସ୍ତା କାଟିବା ସେତେବେଳେ ଅଶୁଭ ହୋଇଥାଏ ଯେତେବେଳେ ବିଲେଇ ବାମ ପଟରୁ ରାସ୍ତା କାଟିଥାଏ।

ଯେତେବେଳେ ବିଲେଇ ବାମ ପଟରୁ ରାସ୍ତା କାଟି ଡାହାଣ ପଟକୁ ଚାଲିଯାଇଥାଏ ଏହ ସବୁ ସ୍ଥିତିରେ ବିଳେଇର ରାସ୍ତା କାଟିବା ଅସୁଭ ହୋଇନଥାଏ।କୁକୁର ପରି ବିଳେଇର ମଧ୍ୟ ଭାବିବାର ଶକ୍ତି ଖୁବ ମଜବୁତ ହୋଇଥାଏ।ଏବଂ ଏଥିପାଇଁ ସେ ଭବିଷ୍ୟତରେ ହେଉଥିବା ଘଟଣାକୁ ପ୍ରଥମରୁ ହିଁ ଦେଖିଦେଇଥାଏ ଏବଂ ଆପଣଙ୍କ ରାସ୍ତା କାଟି ଅପଣଙ୍କ ସହିତ ହେଉଥିବା ଅଶୁଭ ପାଇଁ ସଚେତନ କରିଥାଏ।

ଏହା କହିବାକୁ ଚେଷ୍ଟା କରିଥାଏଜେ ରହିଯାଅ ନହଲେ ଆପଣଙ୍କ ସହିତ କିଛି ଖରାପ ହେବ।ଯଦି ବିଲେଇ ଅପଣଙ୍କ ଘରକୁ ଆସି କାନ୍ଦିଥାଏ ତେବେ ମଧ୍ୟ ଆପଣଙ୍କ ଘରେ ଏହାର ଖରପ ପ୍ରଭାବ ପଡିଥାଏ।ଓ ଏହା ଆପଣଙ୍କ ପାଇଁ ବହୁତ ଖରାପ ସଙ୍କେତ ମନାଯାଇଥାଏ।ଏହା ଦର୍ଶେଇଥାଏଯେ କିଛି ଅଶୁଭ ହେବାକୁ ଅଛି।

କିନ୍ତୁ ଏହାର ବିପରୀତ ଯଦି ବିଲେଇ ଆପଣଙ୍କ ଘରକୁ ଆସି କ୍ଷୀର ପିଇଥାଏ କିମ୍ବା ଛୁଆ ଜନ୍ମ କରିଥାଏ ତେବେ ଏହାର ଫଳ ବହୁତ ଶୁଭ ହୋଇଥାଏ।ଏହା ଦର୍ଶେଇଥାଏଯେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି ଏବଂ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଆସିବାକୁ ଯାଉଛି।ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହି ସବୁ ଖରାପ ପ୍ରଭାବରୁ ବଞ୍ଚିବାପାଇଁ ଆପଣ ଘରେ ସତ୍ୟନାୟରଣ ପୂଜା ନିଶ୍ଚିତ ଭାବରେ କରନ୍ତୁ।

Leave a Reply

Your email address will not be published. Required fields are marked *