ଶର୍ମିଷ୍ଠାଙ୍କ କଲ ରେକର୍ଡରେ ଥିବା Sethi ସାର ଅସଲ ରେ କିଏ,ଏମିତି କଣ ଥିଲା ଯେ ଭିଡ଼ିଓରେ ଯାହାପାଇଁ ଚାଲିଗଲା ମାନସଙ୍କ ଜୀବନ…ଦେଖନ୍ତୁ Video

Spread the love

ସାମ୍ବାଦିକ ମାନସଙ୍କ ମୃତ୍ୟୁ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ତାଙ୍କର ମୃତ୍ୟୁ ହେବା ପରେ ଏହି ଘଟଣା ବର୍ତ୍ତମାନ ଅନେକ ଚର୍ଚ୍ଚିତ ହୋଇ ଯାଇଛି।ଏହା ସହିତ ତାଙ୍କର ମୃତ୍ୟୁର କାରଣ ସମ୍ପର୍କରେ ବର୍ତ୍ତମାନ ଯାଏ ମଧ୍ୟ କିଛି ସ୍ପଷ୍ଟ ହୋଇ ନାହିଁ।ଏହା ସହିତ ତାଙ୍କର ମୃତ୍ୟୁ ଉପରେ ଅନେକ ଲୋକ ଅନେକ କଥା କହିବା ଆରମ୍ଭ କରି ଦେଇଛନ୍ତି।ତେବେ ଏହି ଘଟଣା ଉପରେ ପୋଲିସ ବର୍ତ୍ତମାନ ନିଜର ତଦନ୍ତ କରିବା ଆରମ୍ଭ କରି ଦେଇଛି।

ଏହା ପରେ ବର୍ତ୍ତମାନ ଯାଏ ମଧ୍ୟ ଏହି ଘଟଣାରେ ପୋଲିସ କୌଣସି ସମାଧାନ ବାହାର କରି ପାରୁ ନଥିବାରୁ ବର୍ତ୍ତମାନ ଅନେକ ଲୋକ ପୋଲିସ ଉପରକୁ ଆଙ୍ଗୁଠି ଉଠାଇବା ଆରମ୍ଭ କରି ଦେଇଛନ୍ତି।ତେବେ ପୋଲିସ କହିବା ଅନୁସାରେ ଏହି ଘଟଣାରେ ପୋଲିସ ବର୍ତ୍ତମାନ ନିଜର ସମସ୍ତ ପ୍ରୟାସ କରି ଅପରାଧୀକୁ ଧରିବା ପାଇଁ ନିଜର ପ୍ରୟାସ କରୁଛି।

ଏହି ସମୟରେ ଏହି ଘଟଣା ସହିତ ଆଉ କିଛି ଯଦି ଥିବା କଥା ବର୍ତ୍ତମାନ ସମ୍ମୁଖକୁ ଆସିବା ଆରମ୍ଭ ହୋଇ ଯାଇଛି।ଯାହା ଫଳରେ ଏଥିରେ ଆଉ କିଏ କିଏ ଯଦି ହୋଇ ରହିଛନ୍ତି ଏହା ସମ୍ପର୍କରେ କିଛି ସ୍ପଷ୍ଟ ଭାବରେ ଜଣା ପଡୁ ନାହିଁ।ତେବେ ଏହି ଘଟଣାରେ ପୂର୍ବରୁ ସଂପୃକ୍ତ ଥିବା ଶ୍ରମିଷ୍ଟାଙ୍କ କଲ ରେକର୍ଡ ଅନେକ କଥା ବର୍ତ୍ତମାନ ସମ୍ମୁଖକୁ ଆଣୁଚି।

ଏହା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ଆଉ ଜଣଙ୍କ ନାମ ବର୍ତ୍ତମାନ ସାମ୍ନାକୁ ଆସୁଛି।ତେବେ ଏହି ଘଟଣାରେ ବର୍ତ୍ତମାନ ନିରଞ୍ଜନ ସେଠୀଙ୍କ ନାମ ସାମ୍ନାକୁ ଆସୁଛି।ତେବେ ସେ କିଏ ବୋଲି ବର୍ତ୍ତମାନ ଅନେକ ଲୋକ ପ୍ରଶ୍ନ କରିଛନ୍ତି।ତେବେ ସୂଚନା ଅନୁସାରେ ସେ ହେଉଛନ୍ତି ଜଣେ ଅବସର ପ୍ରାପ୍ତ ପୂର୍ବତନ ସରକାରି କର୍ମଚାରୀ।

ତେବେ ତାଙ୍କର ନାମ ଏହି ଘଟଣା ସହିତ ଜଡ଼ିତ ହେବା ପରେ ବର୍ତ୍ତମାନ ତାଙ୍କ ଉପରେ ଅନେକ ଲୋକ ପ୍ରଶ୍ନ କରିଛନ୍ତି।ତେବେ ତାଙ୍କର ନାମ ଏଥିରେ ସଂପୃକ୍ତ ହେବା ପରେ କିଛି ଲୋକ କହିଛନ୍ତି କି ହୁଏତ ସେ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଅଛନ୍ତି।ଏହା ସହିତ ଏହି ଘଟଣାର ତଦନ୍ତ କରିବା ସହିତ ଯଥା ଶୀଘ୍ର ଅପରାଧୀକୁ ଧରିବା ପାଇଁ ବର୍ତ୍ତମାନ ଅନେକ ଲୋକ ଦାବି କରିଛନ୍ତି।

ତେବେ ପୋଲିସ ନିଜର ଘଟଣାର ସଠିକ ଭାବରେ ତଦନ୍ତ କରୁ ନାହିଁ ବୋଲି ଅନେକ ଲୋକ କହିବା ଆରମ୍ଭ କରି ଦେଇଛନ୍ତି।ପୋଲିସ ନିଜର ତଦନ୍ତ ସଠିକ ଭାବରେ କରୁଛି ବୋଲି କହିବା ସହିତ ଏହି ଘଟଣାରେ କିଛି ଲୋକଙ୍କୁ ପଚରା ଉଚରା କରା ଯାଉଛି ବୋଲି କହିଛି ତେବେ ଏଥିରେ କିଛି ଅଶ୍ଳୀଳ ଭିଡିଓ ସମୃକ୍ତ ଥିବା ମଧ୍ୟ ଜଣା ପଡ଼ିଛି।

ତେବେ ଏହି ଘଟଣାରେ ଏହି କାରଣରୁ ହତ୍ୟାକାଣ୍ଡ ହୋଇଛି ବୋଲି ଅନେକ ଲୋକ ନିଜର ମତ ରଖିଛନ୍ତି।ଯାହା ଫଳରେ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରି ଦୋଷୀକୁ ଧରିବା ପାଇଁ ଅନେକ ଲୋକ ବର୍ତ୍ତମାନ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *