ଭୁବନେଶ୍ୱର ରେଳ ଷ୍ଟେସନ Platform ରେ ଗୀତ ଭାଇ ଭିକ୍ଷା ମାଗୁଛନ୍ତି ଏହି ବ୍ୟକ୍ତି,କଣ୍ଠ ଶୁଣିଲେ ଆପଣ କହିବେ ବଡ ବଡ ଶ୍ରୀନଗର ତାଙ୍କ ଆଗେ ଫିକା…ଦେଖନ୍ତୁ Video

Spread the love

ଆମେ ଏପରି ଅନେକ ବ୍ୟକ୍ତିଙ୍କ ବିଷୟରେ ଜାଣି ଥିବା ଯେଉଁମାନେ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡ ଭଳି ଜାଗାରେ ବସି ଗୀତ ଗାଇ ଅର୍ଥ ରୋଜଗାର କରି ଥାଆନ୍ତି।ତେବେ ଆମେ ବର୍ତ୍ତମାନ ସେହିପରି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା କରିବା ଯିଏକି ଅନେକ ବର୍ଷ ହେଲା ଭୁବନେଶ୍ୱର ରେଳ ଷ୍ଟେସନରେ ବସି ଗୀତ ଗାଇ ଅର୍ଥ ରୋଜଗାର କରି ଆସୁଛନ୍ତି।ଏହା ସହିତ ସେଠାରେ ବସି ସେ ଅର୍ଥ ରୋଜଗାର କରିବା ସହିତ ଅନେକ ବର୍ଷ ସେଠାରେ ଗୀତ ଗାଇ ଆସୁଛନ୍ତି।

ତେବେ ସେ ସେଠାରେ ବହୁତ ଭଲ ଗୀତ ଗାଇ ଥାଆନ୍ତି ବୋଲି ସେଠାକୁ ଆସୁଥିବା ସମସ୍ତ ଲୋକ କହି ଥାଆନ୍ତି।ଏହା ସହିତ ତାଙ୍କର ଗୀତ ବହୁତ ଭଲ ହୋଇଥାଏ ଯାହା ଫଳରେ ଅନେକ ଲୋକ ସେଠାକୁ ତାଙ୍କର ଗୀତ ଶୁଣିବା ପାଇଁ ମଧ୍ୟ ଆସି ଥାଆନ୍ତି।ଏହା ସହିତ ସେ ସେଠାରେ ଗୀତ ଗାଇ ସମସ୍ତ ଲୋକ ମାନଙ୍କ ମନୋରଞ୍ଜନ କରି ଥାଆନ୍ତି।

ଯାହା ଫଳରେ ସେମାନଙ୍କୁ ଅନେକ ଲୋକ ବହୁତ ଭଲ ପାଇ ଥାଆନ୍ତି।ଏହା ସହିତ ଗୀତ ଗାଇବା ସହିତ ସେ ସେଠାରେ ବସି ଭିକ ମାଗି ଥାଆନ୍ତି।ଏହା ସହିତ ଏହିପରି ଭାବରେ ଭିକ ମାଗି ସେ ନିଜର ପେଟ ପୋଷି ଥାଆନ୍ତି ତେବେ ସେଠାରେ ଅନେକ ଲୋକ ତାଙ୍କ ଗୀତ ଶୁଣିବା ସହିତ ତାଙ୍କୁ ଭିକ ମଧ୍ୟ ଦେଇ ଥାଆନ୍ତି।

ସେ ସେଠାରେ ବହୁତ ଭଲ ଗୀତ ଗାଇ ଥାଆନ୍ତି ବୋଲି ସମସ୍ତେ କହି ଥାଆନ୍ତି।ଏହା ସହିତ ଏହି କାରଣରୁ ତାଙ୍କୁ ଅନେକ ଲୋକ ଖାଇବାକୁ ମଧ୍ୟ ଦେଇ ଥାଆନ୍ତି ତେବେ ଯଦି ତାଙ୍କୁ ସଠିକ ରାସ୍ତା ମିଳି ପାରି ଥାଆନ୍ତା ତେବେ ସେ ଆଜି ବହୁତ ଆଗକୁ ଯାଇ ସାରି ଥାନ୍ତେ ବୋଲି ଅନେକ ଲୋକ କହି ଥାଆନ୍ତି।

ଏହା ସହିତ ସେ ଭୁବନେଶ୍ୱର ରେଳ ଷ୍ଟେସନରେ ବସି ଗୀତ ଗାଇ ଆସୁଛନ୍ତି।ତେବେ ତାଙ୍କର ଗୀତ ବହୁତ ଲୋକଙ୍କୁ ଭଲ ଲାଗିଥାଏ।ଏହା ସହିତ ଅନେକ ଲୋକ ତାଙ୍କର ଗୀତର ଅନେକ ପ୍ରଶଂସା ମଧ୍ୟ କରି ଥାଆନ୍ତି ତେବେ ତାଙ୍କର ଗୀତ ବାସ୍ତବରେ ବହୁତ ଆକର୍ଷଣୀୟ ହୋଇଥାଏ।ଯାହା ଫଳରେ ଅନେକ ଲୋକ ତାଙ୍କୁ ଅନେକ ଖାଇବାକୁ ମଧ୍ୟ ଦେଇ ଥାଆନ୍ତି।

ହେଲେ ଜଣେ ଏତେ ଭଲ କଳାକାର ଏପରି ଭାବରେ ପଡ଼ି ଥିବାରୁ ଅନେକ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଥାଆନ୍ତି।ତେବେ ତାଙ୍କର ଗୀତକୁ ଶୁଣିବା ପାଇଁ ସେଠାରେ ବହୁତ ଲୋକଙ୍କ ଭିଡ଼ ହେଉ ଥିବାର ଦେଖା ଯାଇଥାଏ।ଏହା ସହିତ କିଛି ଲୋକଙ୍କ କହିବା ଅନୁସାରେ ସେ ସେଠାରେ ଅନେକ ବର୍ଷ ତଳୁ ଏହିପରି ଭାବରେ ଗୀତ ଗାଈ ଆସୁଛନ୍ତି।

ଯଦି ତାଙ୍କୁ ସଠିକ ଭାବରେ ପ୍ରୋତ୍ସାହନ ମିଳି ଥାନ୍ତା ତେବେ ସେ ଆଜି ଅନେକ ଆଗକୁ ଯାଇ ସାରିଥାନ୍ତେ ବୋଲି ଅନେକ ଲୋକ କହିଥିଲେ।ତେବେ ସେ ଗୀତ ଗାଇ ଭିକ ମାଗି ସେଠାରେ ନିଜର ପେଟ ପାଳି ଥାଆନ୍ତି।

Leave a Reply

Your email address will not be published. Required fields are marked *