ରାଜବୀର ଜୀବନ ସହ କିଏ ଖେଳୁଛି ଖେଳ ଓ କାହିଁକି ଦେଉନି ନିଜର ଅସଲି ପରିଚୟ,କହିଲେ ଓଡ଼ିଆ ମାନଙ୍କର Quality ନାହିଁ,କିଏ ଏହି ଲୋକ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ରାଜବିରଙ୍କ କଥା ଜାଣିଥିବେ।ରାଜବିରଙ୍କ ଶରୀର ଅସୁସ୍ଥତା ବିଷୟରେ ମଧ୍ୟ ଜାଣିଥିବେ।ତେବେ ଏହି ଖବରକୁ ନେଇ କିଛି ନୂତନ ତଥ୍ୟ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି।ତେବେ ଆମେ ଆଜି ଏହା ବିଷୟରେ ଜାଣିବା।

କୁନି ପୁଅ ରାଜବିର ଜୀବନ ସହିତ କିଏ ଖେଳ ଖେଳୁଛି?କୁଳମଣିଙ୍କ ନାମ ନେଇ କିଏ ଚଳାଉଛି ହ୍ଵାଟସାପ।କିଏ ଏହି ସମାଜସେବୀଙ୍କୁ ପରିହାସ କରୁଛି।କାହିଁକି ଦେଉନି ନିଜର ପରିଚୟ?ଓଡ଼ିଆଙ୍କୁ ଏତେ ଭୟ କାହିଁକି?ଇମ୍ପାକ୍ଟଗୁରୁକୁ ନେଇ ଅନେକ ଖବର ସମ୍ନାକୁ ଆସୁଛି।ଖବର ମିଳିବାର କିଛି ସମୟ ପରେ ଏହି ବ୍ୟକ୍ତି ଜଣଙ୍କ ଆରମ୍ଭ କରିଦେଇଥିଲେ ନିଜର କାରନାମା।

ଓଡିଶା ଭାସ୍କର ନାମରେ ମନଇଛା ଗାଳି ଗୁଳଜ କରିବା ସହିତ ଓଡିଶା ଲୋକଙ୍କ ଓକାତ ଉପରେ ଉଠାଇଥିଲେ ପ୍ରଶ୍ନ।ସିଧା ସିଧା କହିଥିଲେ ଓଡ଼ିଶାର ଓକାତ ନାହିଁ ଟଙ୍କା ଯୋଗାଡ କରିବାପାଇଁ।ଆମ ପ୍ରତିନିଧି ତାଙ୍କୁ ପରିଚୟ ମାଗିବାରୁ ଭୟଭୀତ ହୋଇଯାଇଥିଲେ।କେବଳ ଗୋଟିବ ଉତ୍ତର ଦେଇଥିଲବ ମୁଁ ରାଜବିରର ସପୋର୍ଟର।

ତାଙ୍କ କଥାର ବ୍ୟାକରଣକୁ ଦେଖିଲେ ସେ ଜଣେ ମହିଳା ତାହା ଯେ ସ୍ପଷ୍ଟ ହେଉଛି।ତେବେ ଇଂରାଜୀ ଆଉ ହିନ୍ଦୀ ଚୋବାଉଥିବା ଏହି ମହିଳା ଜଣଙ୍କ କିଏ?କାହିଁକି ନିଜର ନାଁପରିଚୟ ଲୁଚାଇ ସଭିଙ୍କ ସାମ୍ନାରେ ସମସ୍ତିଙ୍କୁ ଗାଳି ଗୁଳଜ କରୁଥିଲେ।ଏକ ସ୍କ୍ରିନସଟରେ ସ୍ପଷ୍ଟ ରହିଛି ଯେ ରାଜବିରଙ୍କ ବାପା ଯିଏକି ଇମ୍ପାକ୍ଟଗୁରୁକୁ ତିନିକୋଟି ପଚାଶ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଛନ୍ତି।

ଯାହାକି ଓଡିଶା ବାସୀହିଁ କ୍ୟାସ ଆକାରରେ ରାଜବିରଙ୍କ ବାପାଙ୍କୁ ଦେଇଛନ୍ତି।ଏହି ମହିଳା ଜଣଙ୍କ ଏହି ବିଷୟରେ ଜାଣିନାହାନ୍ତି ନା ସବୁ ଜାଣି ମୁର୍ଖତାର ସବୁ ସୀମା ପାର କରିଦେଇଛନ୍ତି।ତେବେ କୁଳମଣିଙ୍କ ନାଁ ନେଇ କିଏ ଏଭଳି ଅନର୍ଗଳ ହିନ୍ଦୀ ଇଂରାଜୀରେ ଗାଳି କରୁଛନ୍ତି।କିଏ ଏହି ସମାଜସେବୀ ଯିଏ କି ରାଜବିରକୁ ବାରମ୍ବାର ବିପଦ ମୁହଁକୁ ଠେଲି ଦେଉଛି।

କାହିଁକି ନିଜର ପରିଚୟ ଲୁଚାଉଛି ଏହି ମହିଳା।ତେବେ ଏହି ମହିଳା ଜଣଙ୍କ ଏହା ବିଷୟରେ ଜାଣି ନାହାନ୍ତି ନା ସବୁ ଜାଣି ମୁର୍ଖତାର ପରିସୀମା ପାର କରିଛନ୍ତି।କାହିଁକି ନିଜର ପରିଚୟ ଲୁଚାଉଛି ଏହି ମହିଳା।ଓଡିଶା ବିଷୟରେ ଏତେ ବଡ଼ ବଡ଼ କଥା କହିବର ତାକୁ ସାହସ କେମିତି ହେଲା।ଯଦି ସେ ଭୁଲ କଲେ ଅନ୍ୟ ସମାଜସେବୀ ମାନେ ତାହାକୁ ବରଦାସ୍ତ କରୁଛନ୍ତି।ତେବେ ଆଗାମୀ ସମୟରେ ଏହି ମହିଳାଙ୍କ ବିରୁଦ୍ଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *