ସିନ୍ଦୁରର ଅଧିକାର ଓଡ଼ିଆ ଧାରାବାହିକର Acting କରୁଥିବା କଳାକାର ମାନଙ୍କ ଦୈନିକ Salary କେତେ ଅଟେ?ଏହି ଅଭିନେତା ଏତେ ଟଙ୍କା ନିୟନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ

Spread the love

ଉର୍ଭି ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ଏହି ଧାରାବାହିକରେରେ ଅଭିନୟ କରିବା ପାଇଁ ଦୈନିକ ପ୍ରାୟ ୪ ହଜାର ୫ ସହ ଟଙ୍କା ନେଇ ଥାଆନ୍ତି।

ମିଠୁ:- ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ଏହି ଧାରାବାହିକରେ ଅଭିନୟ କରିବା ପାଇଁ ସେ ଦୈନିକ ପ୍ରାୟ ପାଞ୍ଚ ହଜାର ଟଙ୍କା ନେଇ ଥାଆନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କୁ ଆକର୍ଷିତ କରି ପାରିଛନ୍ତି।

ନିକି:- ଏହି ଧାରାବାହିକ ଅଭିନୟ କରୁଥିବା ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରି ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖି ପାରନ୍ତି।ତେବେ ସେ ଦୈନିକ ଅଭିନୟ କରିବା ପାଇଁ ତିନି ହଜାର ପାଞ୍ଚ ସହ ଟଙ୍କା ନେଇଥାନ୍ତି।

କାମ୍ୟା:- ଏହି ଧାରାବାହିକରେ ଅଭିନୟ କରି ନିଜକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇଥିଲେ ଏହି ଅଭିନେତ୍ରୀ ଜଣଙ୍କ।ସେ ନିଜର ଅଭିନୟ ପାଇଁ ଦୈନିକ ୪,୫୦୦ ଟଙ୍କା ନେଇଥାନ୍ତି।

ଦାମିନି:- ଏହି ଅଭିନେତ୍ରୀ ଜଣଙ୍କ ଏହି ଧାରାବାହିକ ଜରିଆରେ ନିଜକୁ ଅନେକ ଲୋକଙ୍କ ନିକଟରେ ପରିଚିତ କରି ପାରିଛନ୍ତି।ତାଙ୍କର ଅଭିନୟ ବାସ୍ତବରେ ଆକର୍ଷଣୀୟ।ଏହା ସହିତ ସେ ନିଜର ଅଭିନୟ ପାଇଁ ଦୈନିକ ୪,୫୦୦ ଟଙ୍କା ନେଇଥାନ୍ତି।

ରଞ୍ଜନ:- ଏହି ଅଭିନେତା ଜଣଙ୍କ ନିଜକୁ ଅନେକ ମାତ୍ରାରେ ପ୍ରତିଷ୍ଠିତ କରି ପାରିଥିଲେ।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କ ପ୍ରିୟ।ତେବେ ସେ ଅଭିନୟ କରିବା ପାଇଁ ଦୈନିକ ପ୍ରାୟ ଚାରି ହଜାର ଟଙ୍କା ନେଇଥାନ୍ତି।

ଲାଲି:- ଏହି ଧାରାବାହିକରେ ଅଭିନୟ କରି ଅନେକ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ନିଜର ଦୈନିକ ଅଭିନୟ ପାଇଁ ପ୍ରାୟ ୩ ହଜାର ଟଙ୍କା ନେଇଥାନ୍ତି।

ପ୍ରତିଭା:- ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ କରିବା ପାଇଁ ଦୈନିକ ତିନି ହଜାର ଟଙ୍କା ନେଇଥାନ୍ତି।ଏହା ସହିତ ସେ ନିଜର ଅଭିନୟ ପାଇଁ ମଧ୍ୟ ଅନେକ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି।ତାଙ୍କର ଅଭିନୟ ଏହି ଧାରାବାହିକକୁ ଲୋକପ୍ରିୟ କରି ପାରିଛି।

ଇତି:- ଏହି ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜକୁ ସାରା ଓଡ଼ିଶାର ଲୋକମାନଙ୍କ ନିକଟରେ ପରିଚିତ କରି ପାରିଛନ୍ତି।ସେ ଦୈନିକ ଅଭିନୟ କରିବା ପାଇଁ ପ୍ରାୟ ୬,୦୦୦ ଟଙ୍କା ନେଇଥାନ୍ତି।

ଆରଭ:- ଏହି ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଥିବା ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।ତେବେ ତାଙ୍କର ଦୈନିକ ଅଭିନୟ ପାଇଁ ସେ ପ୍ରାୟ ସାତ ହଜାର ଟଙ୍କା ନେଇଥାନ୍ତି।

Leave a Reply

Your email address will not be published. Required fields are marked *