ସେଦିନ ମକର ମେଳା ରୁ ଫେରୁଥିବା ବେଳେ Raju ସହ ଭୟାନକ ରାତିର ଘଟଣା,ଯାହା ଘଟିଲା Pravu ଆଉ କାହା ସହ ଏପରି ନ ଘଟୁ,କମଜୋର ଲୋକ ପୁରା ଦୁରେଇ ରୁହନ୍ତୁ

Spread the love

ଗୋଟିଏ ଗ୍ରାମରେ ରାଜୁ ନାମକ ଜଣେ ପିଲା ରହୁଥିଲା। ଥରେ ତାଙ୍କ ଗ୍ରାମ ନିକଟରେ ଏକ ମକର ମେଳା ଆୟୋଜନ ହୋଇଥାଏ।ମକର ମେଳା ହୋଇଥିବାରୁ ଅନେକ ଦିକାନ ବଜାର ମଧ୍ୟ ପଡ଼ିଥାଏ।ଫଳରେ ରାଜୁ ଓ ତାର କିଛି ସାଙ୍ଗମାନେ ସେହି ମକରମେଳା ବୁଲିବା ପାଇଁ ବାହାରିଲେ।ସେମାନେ ଯାଇ ସେହି ମକରମେଳା ବୁଲାବୁଲି କରିବା ପରେ ଯେତେବେଳେ ଫେରିବା ପାଇଁ ବାହାରିଲେ ସେହି ସମୟରେ ସେମାନେ ଜାଣିବାକୁ ପାଇଲେ କି ସେମାନଙ୍କର ଜଣେ ସାଙ୍ଗ ସେହି ମେଳାରେ ହଜି ଯାଇଛି।

ଏହାପରେ ସେମାନେ ତାକୁ ଖୋଜିବାକୁ ଲାଗିଲେ।ଅନେକ ସମୟ ଖୋଜିବା ପରେ ମଧ୍ୟ ସେମାନେ ତାକୁ ପାଇଲେ ନାହିଁ।ସେହି ପରି ସେମାନେ ତାକୁ ଖୋଜିବାକୁ ଲାଗିଲେ।ରାତି ବଢ଼ି ଯାଉଥିବାରୁ ସମସ୍ତ ଲୋକମାନେ ମଧ୍ୟ ବୁଲାବୁଲି କରି ନିଜର ଘରକୁ ଫେରିବାକୁ ଲାଗିଲେ।ଏହାପରେ ଯେତେବେଳେ ଦୋକାନୀ ମାନେ ମଧ୍ୟ ନିଜର ଦୋକାନ ବନ୍ଦ କରି ଘରକୁ ଯିବାକୁ ବାହାରିଲେ ସେହି ସମୟରେ ସେମାନେ ନିଜର ସାଙ୍ଗକୁ ପାଇଗଲେ।

ହେଲେ ସେତେବେଳକୁ ବହୁତ ଡେରି ହୋଇ ସାରିଥିଲା।ଏହାପରେ ସେମାନେ ସମସ୍ତେ ନିଜର ଘରକୁ ଯିବା ପାଇଁ ବାହାରିଲେ।ସେମାନେ ଯିବା ବାଟରେ ଏକ ସୁନସାନ ରାସ୍ତା ପଡ଼ିଥାଏ।ସେହି ରାସ୍ତାଟି ଏକ ଜଙ୍ଗଲ ମଧ୍ୟ ଦେଇ ଯାଇଥାଏ।ଫଳରେ ସେମାନେ ଯେତେବେଳେ ସେହି ରାସ୍ତା ଦେଇ ଯିବାକୁ ବାହାରିଲେ ସେହି ସମୟରେ ସେମାନେ ଦେଖିବାକୁ ପାଇଲେ କି ଏକ ସ୍ତ୍ରୀ ଲୋକ ସମ୍ପୂର୍ଣ୍ଣ  ଅବସ୍ଥାରେ ତାଙ୍କ ଆଡ଼କୁ ଆସୁଛି।

ଏହାପରେ ସେମାନେ କିଛି ସମୟ ସେଠାରେ ଅପେକ୍ଷା କଲେ ଏହାପରେ ସେମାନେ ଯେତେବେଳେ ଦେଖିଲେ କି ସେହି ମହିଳା ତାଙ୍କ ଆଡ଼କୁ ଆସୁଛି ସେମାନେ ଏହା ପରେ ଦୌଡ଼ିବାକୁ ଲାଗିଲେ।ଏହାପରେ ସେମାନେ ଅନେକ ସମୟ ଦୌଡିବା ପରେ ଯେତେବେଳେ ପଛକୁ ଦେଖିଲେ ସେହି ସମୟରେ ସେମାନେ ଦେଖିଲେ କି ସେହି ମହିଳା ତାଙ୍କ ପଛେ ପଛେ ଆସୁଛି।

ଏହାପରେ ସେମାନେ ଆହୁରି ଅଧିକ ବେଗରେ ଦୌଡିବାକୁ ଲାଗିଲେ।ଏହାପରେ ସେମାନଙ୍କ ମଧ୍ୟରୁ ଜଣେ ପିଲା କହିଲା ଆମେ ସମସ୍ତେ ଯଦି ସମ୍ପୂର୍ଣ୍ଣ ଉଲଗ୍ନ ହୋଇଯିବା ତେବେ ସେହି ଡାହାଣୀ ଆଉ ତାଙ୍କ ନିକଟକୁ ଆସିବ ନାହିଁ।ଏହା ଶୁଣିବା ପରେ ସମସ୍ତେ ସଙ୍ଗେସଙ୍ଗେ ଉଲଗ୍ନ ହୋଇ ଦୌଡିବା ଆରମ୍ଭ କଲେ।ସେମାନେ ନ ରହି ଏକ ସାଙ୍ଗରେ ନିଜର ଗ୍ରାମ ଆଡ଼କୁ ଦୌଡିବାକୁ ଲାଗିଲେ।

ଏହାପରେ ସେମାନେ ଦୌଡ଼ି ଦୌଡ଼ି ଯାଇ ଯେତେବେଳେ ତାଙ୍କ ଗ୍ରାମର ଶେଷ ମୁଣ୍ଡରେ ଥିବା ନାଳ ନିକଟରେ ପହଞ୍ଚିଲେ ସେମାନେ ଦେଖିଲେ କି ସେହି ମହିଳା ଆଉ ତାଙ୍କର ପିଛା କରୁ ନାହିଁ।ଏହାପରେ ସେମାନେ ସମସ୍ତେ ଯାଇ ନିଜ ନିଜର ଘରେ ପହଞ୍ଚିଲେ।ଏହାପରେ ସେମାନେ ତା ପରଦିନ ସକାଳୁ ନିଜର ଗ୍ରାମର ଲୋକ ମାନଙ୍କୁ ସବୁ କିଛି କହିଲେ।

ସେହି ଗ୍ରାମର ଲୋକମାନେ କହିଲେ ସେ ଏକ ଡାହାଣୀ ଥିଲା।ସେ ସେହି ରାସ୍ତାରେ ରାତିରେ ଯାଉଥିବା ଲୋକମାନଙ୍କୁ ଅନେକ ହଇରାଣ କରେ ଓ ସେମାନଙ୍କ ଜୀବନ ମଧ୍ୟ ନେଇ ଯାଇପାରେ।ସେଥିପାଇଁ ସେହି ରାସ୍ତାରେ ଅଧିକ ରାତ୍ରୀରେ କେହି ଫେରନ୍ତି ନାହିଁ।ତେବେ ଏହା ସମ୍ପୂର୍ଣ କାଳ୍ପନିକ ଓ ଏକ ମନୋରଞ୍ଜନ ଧାର୍ମିକ ଗଳ୍ପ ଅଟେ ,ଆମେ କୌଣସି ପ୍ରାକଳର ଭୁତ ରେ ବିଶ୍ୱାସ କରୁନାହୁଁ ଆମେ ଏହାକୁ ସଂଗ୍ରହ କରିଛୁ

Leave a Reply

Your email address will not be published. Required fields are marked *