ଅସଲ ଜୀବନରେ କିପରି ଦେଖାଯାଆନ୍ତି କେମିତି କହିବି କହ ସିରିଏଲର ଅଭିନେତା ଏବଂ ଅଭିନେତ୍ରୀ ମାନେ,Supriya Nayak ଙ୍କ ଅସଲ ସୁନ୍ଦରତା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇକି ରହିଯିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ସିରିଏଲ ଜଗତକୁ ନେଇ କିଛି ବିଶେଷ ଖବର ବିଷୟରେ ଆଲୋଚନା କରିବା।ଆପଣମାନେ ତ ନିଶ୍ଚୟ ଭାବରେ ଓଡ଼ିଆ ସିରିଏଲ ଦେଖୁଥିବେ।ବର୍ତ୍ତମାନ ସମୟରେ ଏହା ଦିନକୁ ଦିନ ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି।ଅନେକ ଲୋକ ଓଡ଼ିଆ ସିରିଏଲ ଦେଖିବାକୁ ଚାହୁଁଛନ୍ତି।ଏବଂ ଅନେକ ଲୋକ ଏହାକୁ ଦେଖି ଆନନ୍ଦ ମଧ୍ୟ ନେଉଛନ୍ତି।ଓଡ଼ିଆ ଫିଲ୍ମର ଚାହିଦା ବର୍ତ୍ତମାନ ସମୟରେ ବଢ଼ିବାରେ ଲାଗିଛି।କୌଣସି ଏକ ଭଲ ସିରିଏଲ ଆସିବା ଦ୍ୱାରା ତାହାକୁ ଲୋକ ଦେଖିବାପାଇଁ ନିଜ କାମ ସବୁ ସାରି ଟିଭି ଆଗରେ ବସିଯାଇଥାନ୍ତି।

ଏବଂ ଅନେକ ସ୍ଥାନରେ ଆପଣ ଲୋକଙ୍କୁ ଏହି ସବୁ ଶିରି ବିଷୟରେ ଚର୍ଚ୍ଚା କରୁଥିବାର ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ।ଏହି ସବୁ ସିରିଏଲ ମଧ୍ୟରୁ ଅନ୍ୟତମ ହେଉଛି କେମିତି କହିବି କହ ସିରିଏଲଟି।ଏହା ବର୍ତ୍ତମାନ ସମୟର ଏକ ଲୋକପ୍ରିୟ ସିରିଏଲ ଅଟେ।ଏହାକୁ ତ ଆପଣ ନିଶ୍ଚିତ ଭାବରେ ଦେଖିଥିବେ।ଏହା ଅତି କମ ସମୟ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରିଛି।

ବର୍ତ୍ତମାନ ମଧ୍ୟ ଲୋକ ଏହାକୁ ଅଧିକ ପରିମାଣରେ ପସନ୍ଦ କରୁଛନ୍ତି।ଏହାର କାରଣ ହେଉଛି ଏହି ସିରିଏଲରେ ଥିବା କାହାଣୀ।ଏହି କାହାଣୀ ଏତେ ସୁନ୍ଦର ଏବଂ ରୋମାଞ୍ଚକଯେ ଏହା ଲୋକ ମାନଙ୍କୁ ଏହି ସିରିଏଲ ଦେଖିବାପାଇଁ ଯୋଡି କରି ରଖିଥାଏ।ଏବଂ ଏହାକୁ ଏହି ସିରିଏଲରେ ଖୁବ ସୁନ୍ଦର ଭାବରେ ଦେଖାଯାଇଛି।ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଏହି ସିରିଏଲରେ ଆକ୍ଟିଙ୍ଗ କରିଥିବା ଅଭିନେତା ଏବଂ ଅଭିନେତ୍ରୀ।

ସେମାନେ ଖୁବ ସୁନ୍ଦର ଅଭିନୟଦ୍ୱାରା ଦର୍ଶକ ମାନଙ୍କ ହୃଦୟ ଜିତିପରିଛନ୍ତି।ତାଙ୍କ ଅଭିନୟ ଏହି ସିରିଏଲରେ ସମ୍ପୂର୍ଣ୍ଣ ରୂପରେ ବାସ୍ତବ ଅନୁଭବ ହୁଏ।ଆପଣମାନେ ତ ଏହି ସିରିଏଲରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଜାଣିଥିବେ ଏବଂ ଏହି ସିରିଏଲରେ ସେମାନଙ୍କୁ ଦେଖିଥିବେ।ଆଜି ଆମେ ଜାଣିବା ସେମାନେ ବାସ୍ତବରେ କିପରି ଦେଖାଯାଇଥାନ୍ତି।

ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପ୍ରଥମେ ଆସୁଛନ୍ତି ଟ୍ଵିଙ୍କିଲ।ସେ ସିରିଏଲ ପରି ବାସ୍ତବରେ ମଧ୍ୟ ଖୁବ ସୁନ୍ଦର ଦେଖାଯାଇଥାନ୍ତି।ଏହାପରେ ଆସୁଛନ୍ତି ସାହୁ ମାଡ଼ମ।ସେ ମଧ୍ୟ ସିରିଏଲ ଜଗତ ଭଳି ବାସ୍ତବ ଜଗତରେ ଖୁବ ସୁନ୍ଦର ଦେଖାଯାଇଥାନ୍ତି।

ଏହାପରେ ଆସୁଛନ୍ତି ରୁପାଲି।ସେ ମଧ୍ୟ ନିଜ ବାସ୍ତଵ ଜୀବନରେ ଖୁବ ସୁନ୍ଦର ଦେଖାଯାଇଥାନ୍ତି।ଏହାପରେ ଆସୁଛନ୍ତି ଅନୁରାଗ।ସେ ସିରିଏଲ ଜଗତରେ ସାଧାରଣ ବ୍ୟକ୍ତି ଭାବରେ ଅଭିନୟ କରିଥିଲେ ମଧ୍ୟ ବାସ୍ତବ ଜଗତରେ ହ୍ୟାଣ୍ଡସମ ଏବଂ ଷ୍ଟାଇଲିସ ଦେଖାଯାଇଥାନ୍ତି।

ଏହାପରେ ଆସୁଛନ୍ତି ନନ୍ଦିନୀ।ସେ ବାସ୍ତବ ଜୀବନରେ ଖୁବ ସୁନ୍ଦର ଦେଖାଯାଇଥାନ୍ତି।ତେବେ ଏହି ଭୂମିକା ରେ ଅଭିନୟ କରୁଛନ୍ତି ଓଡ଼ିଶାର ଲୋକ ପ୍ରିୟ ଅଭିନେତ୍ରୀ ସୁପ୍ରିୟା ନାୟକ,ଅନେକ ଫିଲ୍ମ ରେ ସଫଳତା ହାସଲ କରିବା ପରେ ବର୍ତମାନ ସେ ଘରେ ଘରେ ପରିଚିତ ହେଇ ସିରିଏଲ ରେ କାମ କରୁଛନ୍ତି

ଏହାପରେ ଆସୁଛନ୍ତି ଭିରାଜ।ସେ ମଧ୍ୟ ସିରିଏଲ ଜଗତ ଭଳି ବାସ୍ତବ ଜଗତରେ ହ୍ୟାଣ୍ଡସମ ଦେଖାଯାଇଥାନ୍ତି।ତେବେ ଏହି ଅଭିନୟ କରନ୍ତି ଓଡ଼ିଶାର ସବୁଠୁ ବଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର,ତାଙ୍କ ଅଭିନୟ ବିଷୟରେ କହିବା ଅପେକ୍ଷା ଆପଣ ବୋଧେ ଅଧିକ ଜାଣିଥିଓବେ,ଯଦି ୯୦ ଦଶକର ପିଲାଙ୍କୁ ପଚାର ଯିବା ତାଙ୍କ ପ୍ରିୟ ହିରୋ ବିଷୟରେ ସେ ତେବେ ନିଶ୍ଚୟ ସିଦ୍ଧାନ୍ତ ଙ୍କ ନାମ ନେବେ

ଏହାପରେ ଆସୁଛନ୍ତି ଲେଙ୍କା ବାବୁ।ସେ ମଧ୍ୟ ନିଜର ପ୍ରକୃତ ଜୀବନରେ ଖୁବ ହ୍ୟାଣ୍ଡସମ ଦେଖାଯାଇଥାନ୍ତି।ଏହାପରେ ଆସୁଛିନ୍ତି ସୋନିଆ।ସେ ନିଜର ପ୍ରକୃତ ଜୀବନରେ ଖୁବ ସୁନ୍ଦର ଦେଖାଯାନ୍ତି।ଏହାପରେ ଆସୁଛନ୍ତି ଜୟ।ସେ ନିଜର ବାସ୍ତବ ଜଗତରେ ହ୍ୟାଣ୍ଡସମ ଏବଂ ଷ୍ଟାଇଲିସ ଦେଖାଯାଇଥାନ୍ତି

Leave a Reply

Your email address will not be published. Required fields are marked *