ଦେଖନ୍ତୁ କିପରି ଦେଖାଯାଆନ୍ତି କୁଆଁରି ବୋହୁ ସିରିଏଲ ଆକ୍ଟର ମାନେ Real Life ରେ,ଅସଲ ଜୀବନରେ ସମ୍ପୂର୍ଣ୍ଣ ଅଲଗା ହେଇଥାନ୍ତି ଏମାନେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ସିରିଏଲ ଜଗତକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ସାଙ୍ଗମାନେ ଆପଣମାନେ ଯଦି ଓଡିଶା ବାସୀ ଅଟନ୍ତି ତେବେ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ତ ନିଶ୍ଚିତ ଭାବରେ ଦେଖୁଥିବେ।ଏବଂ ଏହାକୁ ଅନେକ ମାତ୍ରାରେ ପସନ୍ଦ ମଧ୍ୟ କରୁଥିବେ।ଯଦି ଆପଣ ଓଡ଼ିଆ ସିରିଏଲ ଦେଖନ୍ତି ତେବେ ସେଠି ମଧ୍ୟରୁ ଅନ୍ୟତମ ଏକ ସିରିଏଲ ହେଉଛି କୁଆଁରି ବୋହୁ।ଏହା ଏକ ଅତ୍ୟନ୍ତ ଲୋକପ୍ରିୟ ସିରିଏଲ ଅଟେ।ଅନେକ ଲୋକ ଏହାକୁ ଅତି ମାତ୍ରାରେ ପସନ୍ଦ କରିଥାନ୍ତି ଏବଂ ଅନେକ ଭଲ ପାଇବା ମଧ୍ୟ ଦେଇଥାନ୍ତି।ଏହାର ଲୋକପ୍ରିୟତା ଏତେ ଅଧିକ ଯେ ଏହି ସିରିଏଲ ଟିଭିରେ ପ୍ରସାରିତ ହେବା ମାତ୍ରେ ଲୋକମାନେ ନିଜ କାମ ଭୁଲି ଏହାକୁ ଦେଖିବାକୁ ବସିଥାନ୍ତି।

ଏହି ସିରିଏଲଟି ଖୁବ କମ ସମୟ ବ୍ୟବଧାନରେ ଅଧିକ ଲୋକପ୍ରିୟତା ହାସଲ କରିଛି।ଏହାର କାରଣ ହେଉଛି ଏହି ସିରିଏଲର କାହାଣୀ ଏବଂ ସେଥିରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ।ଏହାର କାହାଣୀ ଜେତେ ସୁନ୍ଦର ତାହା ଠାରୁ ବହୁତ ଅଧିକ ସୁନ୍ଦର କାମ କରିଛନ୍ତି ଏଥିରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନେ।

ଏହା ଏହି ସିରିଏଲକୁ ଏକ ବାସ୍ତବିକତାର ରୁପ ଦେଇଛି।ତେବେ ଆଜିର ଏହି ଆର୍ଟିକିଲରରେ ଆମେ ଜାଣିବା କୁଆଁରି ବୋହୁ ସିରିଏଲରେ କାମ କରୁଥିବା ଆକ୍ଟର ମାନେ ନିଜ ବାସ୍ତବିକ ଜୀବନରେ କିପରି ଦେଖାଯାଇଥାନ୍ତି।ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆମ ଲିଷ୍ଟରେ ପ୍ରଥମେ ଆସୁଛନ୍ତି ସବିତା।ଆପଣମାନେ ସବିତାଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ତାଙ୍କ ଅଭିନୟକୁ ଏହି ସିରିଏଲରେ ଅନେକ ଲୋକ ପସନ୍ଦ କରିଥାନ୍ତି।ସେ ସିରିଏଲ ରେ ଜଣେ ସାଧାରଣ କ୍ୟାରେକ୍ଟର ହୋଇଥିବା ବେଳେ ବାସ୍ତବିକ ଜୀବନରେ ମର୍ଡନ ଅଟନ୍ତି।

ଏହାପରେ ଆମ ଲିଷ୍ଟରେ ଆସୁଛନ୍ତି ଦେବୀକା।ଦେବୀକା ନିଜ ଅଭିନୟ ଦ୍ୱାରା ଏହି ସିରିଏଲରେ ଦର୍ଶକ ମାନଙ୍କ ହୃଦୟ ଜିତି ପାରିଛନ୍ତି।ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ।ସେ ଏହି ସିରିଏଲରେ ରାଗି କ୍ୟାରେକ୍ଟରରେ ଥିବା ବେଳେ ବାସ୍ତବିକ ଜୀବନରେ ଜଣେ ସରଳ ଅଟନ୍ତି।ଏହାପରେ ଆମ ଲିଷ୍ଟରେ ଆସୁଛନ୍ତି ବର୍ଷା।ବର୍ଷାଙ୍କ କ୍ୟାରେକ୍ଟରକୁ ଅନେକ ଲୋକ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି।ସେ ବାସ୍ତବିକ ଜୀବନରେ ବହୁତ ସୁନ୍ଦର ଏବଂ ମର୍ଡନ ଦେଖାଯାଆନ୍ତି।

ଏହାପରେ ଆମ ଲିଷ୍ଟରେ ଆସୁଛନ୍ତି ଶ୍ରଦ୍ଧା।ଶ୍ରଦ୍ଧାଙ୍କ ଆକ୍ଟିଙ୍ଗ ମଧ୍ୟ ଲୋକଙ୍କୁ ଆକର୍ଷିତ କରିଥାଏ।ସେ ସିରିଏଲରେ ସରଳ ଥିବା ବେଳେ ବାସ୍ତବିକ ଜୀବନରେ ମର୍ଡନ ଅଟନ୍ତି।ଏହାପରେ ଆମ ଲିଷ୍ଟରେ ଆସୁଛନ୍ତି ବେଦୀକା।ସେ ମଧ୍ୟ ବାସ୍ତବିକ ଜୀବନରେ ଜଣେ ଖୁବ ଭଲ ଦେଖା ଯାଆନ୍ତି।ଆପଣ ତାଙ୍କ ଫଟୋ ସୋସିଆଲ ମିଡିଆରେ ଦେଖି ପାରିବେ। ଏହାପରେ ଆସୁଛନ୍ତି କବିତା।କବିତା ତାଙ୍କ ରିଲ ଜୀବନରେ ସରଳ କ୍ୟାରେକ୍ଟର ନିଭାନ୍ତି।କିନ୍ତୁ ବାସ୍ତବିକ ଜୀବନରେ ମଧ୍ୟ ସେ ଖୁବ ସୁନ୍ଦର ଏବଂ ସରଳ ଦେଖାଯାନ୍ତି।

ଏହାପରେ ଆସୁଛନ୍ତି କାମିନି।ସେ ମଧ୍ୟ ବହୁତ ଭଲ ଅଭିନେତ୍ରି ଅଟନ୍ତି।ତାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥାଏ।ସେ ଉଭୟ ରିଲ ଏବଂ ରିୟଲ ଲାଇଫରେ ସରଳ ଦେଖାଯାଆନ୍ତି।ଏହାପରେ ଆସୁଛନ୍ତି ଲକ୍ଷ୍ମୀ।ସେ ଉଭୟ ବାସ୍ତବିକ ଏବଂ ସିରିଏଲ ଜଗତରେ ଖୁବ ସୁନ୍ଦର ଦେଖାଯାଆନ୍ତି।ଏହାପରେ ଆସୁଛନ୍ତି ସାଇ।ସେ ମଧ୍ୟ ଜଣେ ଖୁବ ଭଲ ଅଭିନେତା ଅଟନ୍ତି।ସେ ଉଭୟ ସିରିଏଲ ଏବଂ ବାସ୍ତବିକ ଜୀବନରେ ଷ୍ଟାଇଲିସ ଅଟନ୍ତି।

Leave a Reply

Your email address will not be published. Required fields are marked *