ମୃତ୍ୟୁ ପୂର୍ବରୁ ଜଗନ୍ନାଥଙ୍କୁ ନିଜ ଦୁଃଖ ଜଣାଇ ଗୀତ ଗାଇଲେ ଓ କାନ୍ଦିଲେ କ୍ୟାନସର ପୀଡିତ Dhrubananda Das,ଏବେ ଇଚ୍ଛା ପୂରଣ ହୋଇଛି,ଗୀତ ଶୁଣିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ

Spread the love

ତେବେ ମଣିଷ ଜୀବନ ଏକ ପାଣି ପାଣି ଫଟକା ସଦୃଶ।ଏହା କେତେବେଳେ ପାଣିରେ ମିଳାଇ ଯିବ ତାହାର ଅନୁମାନ କରିବା ଅସମ୍ଭବ।ଏହା ସହିତ ମଣିଷ ନିଜ ଜୀବନର କର୍ମ ଫଳ ଉପରେ ବଞ୍ଚି ଥାଏ।ତେବେ କେଉଁ ମଣିଷ କେଉଁ ସମୟରେ ଏହି ସଂସାର ଛାଡ଼ି ଚାଲିଯିବ ତାହାର ଅନୁମାନ କରିବା ଅସମ୍ଭବ।ତେବେ ମଣିଷ ମରିବା ପୂର୍ବରୁ ତାର ଶେଷ ଇଚ୍ଛା ପୂରଣ କରିବା ନିହାତି ଆବଶ୍ୟକ।କାରଣ ଏପରି କରିବା ଫଳରେ ତାର ଆତ୍ମା ଶାନ୍ତି ପାଇଥାଏ।ଏହା ସହିତ ସେ ଶାନ୍ତିରେ ଏହି ସଂସାରକୁ ଛାଡ଼ି ଚାଲିଯାଏ।

ତେଣୁ ଆମେ ବର୍ତ୍ତମାନ ଆଲୋଚନା କରିବା ଏକ ସାଧାରଣ ମଣିଷ ବିଷୟରେ।ଯିଏକି ଏହି ଦୁନିଆରେ ଆଉ କିଛି ଦିନର ଅତିଥି।ତେବେ ଆମ ଓଡ଼ିଶାର ଧୃବାନନ୍ଦ ଦାସ ହେଉଛନ୍ତି ଜଣେ ସମାଜସେବୀ।ସେ ହେଉଛନ୍ତି ଜଣେ ବହୁତ ଭଲ ମଣିଷ।ସେ ନିଜର ତଥା ନିଜର ପରିବାର ପାଇଁ ଏକ ମାତ୍ର ସହ ଭରସା।କିନ୍ତୁ ସେ ବର୍ତ୍ତମାନ ଏକ ମାରାତ୍ମକ ରୋଗରେ ପୀଡିତ ହୋଇ ସାରିଛନ୍ତି।

ଯାହା ଫଳରେ ସେ ଆଉ କିଛି ଦିନ ବଞ୍ଚିବେ ବୋଲି ଅନୁମାନ କରାଯାଉଛି।ତେବେ ଆମେ ଭଗବାନଙ୍କ ନିକଟରେ ଗୁହାରି କରିବା କି ସେ ଆହୁରି ଲମ୍ବା ସମୟ ପର୍ଯ୍ୟନ୍ତ ବଞ୍ଚନ୍ତୁ।ତେବେ ସୂଚନା ଅନୁସାରେ ସେ କିଛି ଦିନ ତଳେ ଖାଦ୍ୟ ଖାଇ ଉଠିବା ସମୟରେ ତାଙ୍କୁ ଅଚାନକ ଦୃଦ ଘାତ ଆସିଥିଲା ଯାହା ଫଳରେ ସେ ସେଠାରେ ବେହୋସ ହୋଇ ପଡ଼ି ଯାଇଥିଲେ।

ଯାହା ଫଳରେ ତାଙ୍କୁ ତୁରନ୍ତ କଟକ ଚିକିତ୍ସାଳୟରେ ଭର୍ତ୍ତି କରି ଦିଆ ଯାଇଥିଲା।ଏହାପରେ ତାଙ୍କର ଅନେକ ଚିକିତ୍ସା କରାଯାଇଥିଲା।ଫଳରେ ତାଙ୍କର ସମସ୍ତ ପରୀକ୍ଷା କରିବା ପରେ ତାଙ୍କୁ ରକ୍ତ ଜନିତ କ୍ୟାନ୍ସର ଥିବା ସୂଚନା ଆସିଥିଲା।ଯାହାର ଖବର ଆସିବ ପରେ ସେ ଓ ତାଙ୍କର ପରିବାର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ।ତାଙ୍କ ଗ୍ରାମରେ ଏକ ଯୁବକ ସଂଘ ରହିଛି।

ଏହି ସଂଘର ଯୁବକ ମାନେ ତାଙ୍କର ଦୁଃଖ ଦେଖିବା ପରେ ଜାଣିବାକୁ ପାଇଲେ କି ତାଙ୍କର ଶେଷ ଇଚ୍ଛା ହେଉଛି ସେ ଭଗବାନଙ୍କ ଉଦ୍ଦେଶ୍ୟରେ ଏକ ଭକ୍ତି ପୂର୍ଣ୍ଣ ଗୀତ ଗାଇବେ।ଏହାପରେ ଏକ ଷ୍ଟୁଡିଓ ସହ ଯୋଗାଯୋଗ କରିବା ପରେ ଏହା ଖବର ଆସିଲା କି ସେ ସେଠାରେ ଗୀତ ଗାଇ ପାରିବେ।ଏହାପରେ ତାଙ୍କ ପାଇଁ ଓ ତାଙ୍କର ପରିବାର ପାଇଁ ଏକ ସଙ୍ଗୀତ ଲେଖା ଯାଇଥିଲା।

ଏହାପରେ ସେ ସେହି ସଙ୍ଗୀତକୁ ବହୁତ ଭଲ ଭାବରେ ଗାଇ ସାରିଛନ୍ତି।ଏହା ସହିତ ବର୍ତ୍ତମାନ ସେହି ସଙ୍ଗୀତ ପ୍ରକାଶିତ ହେବାକୁ ଯାଉଛି।ତେବେ ନିଜ ଜୀବନର ଶେଷ ସମୟରେ ସେ ଭଗବାନ ଜଗନ୍ନାଥଙ୍କୁ ତାଙ୍କର ଅନ୍ତେ କିପରି ଭାବରେ ନିଜର ସଂସାର ରଥ ଚାଲିବ ବୋଲି ସେ ସେହି ସଙ୍ଗୀତ ମାଧ୍ୟମରେ ପ୍ରଶ୍ନ କରୁଛନ୍ତି।

ଏହା ସହିତ ଆମେ ସମସ୍ତେ ଭଗବାନ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା କୁ ଭଗବାନ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ କରି ଦିଅନ୍ତୁ।ଏହା ସହିତ ଭଗବାନ ତାଙ୍କର ସମସ୍ତ ଇଚ୍ଛା ପୂରଣ କରିବା ସହିତ ତାଙ୍କୁ ଏହି ସମସ୍ୟା ସହିତ ଲଢ଼ିବା ପାଇଁ ଉପଯୁକ୍ତ ଶକ୍ତି ପ୍ରଦାନ କରନ୍ତୁ।ତେବେ ସେ ନିଜର ପରିବାର କଥା ଚିନ୍ତା କରି ବହୁତ ଭାଙ୍ଗି ପଡ଼ିଛନ୍ତି।ତେବେ ନିଶ୍ଚୟ ସେୟାର କରିବା ପାଇଁ ଅନୁରୋଧ

Leave a Reply

Your email address will not be published. Required fields are marked *