ରୂପା ପିଣ୍ଟୁଙ୍କ ୟୁ ଟ୍ୟୁବରେ Rank କେତେ ରେ ରହିଛି,କେତେ ତାଙ୍କ ମାସିକ ଏଥିରୁ ହୁଏ ରୋଜଗାର,ସବୁ ଟିକିନିଖି କଥା ଜାଣିବା…ଦେଖନ୍ତୁ Video

Spread the love

ତେବେ ଆମେ ସମସ୍ତେ ଅଭିନେତା ଓ ଅଭିନେତ୍ରୀ ରୂପା ପିଣ୍ଟୁଙ୍କୁ ବହୁତ ଭଲ ଭାବରେ ଜାଣୁ।ସେମାନେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଅନେକ ମାତ୍ରାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେମାନଙ୍କ ଅଭିନୟ ମଧ୍ୟ ଅନେକ ଲୋକଙ୍କୁ ପ୍ରଭାବିତ କରି ଥାଏ।ଏହା ସହିତ ସେମାନଙ୍କ ଅଭିନୟ ପାଇଁ ସେମାନେ ଓଡ଼ିଶାର ଘରେ ଘରେ ନିଜକୁ ବିଶେଷ ଭାବରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ସେମାନଙ୍କର ୟୁ ଟ୍ୟୁବରେ ଏକ ଚ୍ୟାନେଲ ମଧ୍ୟ ରହିଛି।

ଯେଉଁଥିରେ ସେମାନେ ଭଲ ପଇସା ମଧ୍ୟ ରୋଜଗାର କରି ପାରୁଛନ୍ତି।ଏହା ସହିତ ଏଥିରେ ତାଙ୍କର ପ୍ରାୟ ଆଠ ଲକ୍ଷ ପାଖାପାଖି ଅନୁଗତ ରହିଛନ୍ତି।ଯାହା ଫଳରେ ସେମାନେ ଅନେକ ଲୋକଙ୍କ ଭଲପାଇବା ମଧ୍ୟ ପାଇବାରେ ସଫଳ ହୋଇ ପାରୁଛନ୍ତି।ଏହା ସହିତ ସେମାନଙ୍କ ଅଭିନୟ ପାଇଁ ସେମାନେ ବହୁତ ଅଧିକ ଲୋକପ୍ରିୟତା ପାଇ ଥିବାରୁ

ତାଙ୍କର ଭିଡିଓ ଦେଖିବା ପାଇଁ ସମସ୍ତେ ବହୁତ ଅଧିକ ପସନ୍ଦ କରୁଛନ୍ତି।ତେବେ ଆମେ ବର୍ତ୍ତମାନ ସେମାନଙ୍କ ୟୁ ଟ୍ୟୁବରେ ଚ୍ୟାନେଲ ସମ୍ପର୍କରେ ଆଲୋଚନା କରିବା।ତେବେ ତାଙ୍କର ଯଦି ଆମେ ଅନୁଗତ ହିସାବରେ ରେ ସ୍ଥାନ ଦେଖିବା ତେବେ ତାଙ୍କର ଏହି ସ୍ଥାନ ହେଉଛି ୧୯୬୬।ଅର୍ଥାତ ଅନୁଗତ ସଂଖ୍ୟା ହିସାବରେ ବର୍ତ୍ତମାନ ସେମାନେ ୧୯୬୬ ସ୍ଥାନରେ ରହିଛନ୍ତି।

ଏହା ସହିତ ସେମାନଙ୍କ ଭିଡିଓ ଗୁଡ଼ିକ ପ୍ରତି ମାସରେ ପ୍ରାୟ ୨ କୋଟିରୁ ଅଧିକ ଥର ଚାଲିଥାଏ।ଯେଉଁଥିରୁ ଏହା ଜଣା ପଡେ କି ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି।ଏହା ସହିତ ଲୋକମାନେ ତାଙ୍କର ଭିଡିଓ ଦେଖିବା ପାଇଁ ବହୁତ ଭଲ ମଧ୍ୟ ପାଇ ଥାଆନ୍ତି।ତେବେ ସବୁଠାରୁ ଅଧିକ ଭିଡିଓ ଦେଖିବା ଅନୁସାରେ ସେ ୩୯,୩୨୪ ସ୍ଥାନରେ ରହିଛନ୍ତି।

ତେବେ ଏହା ବହୁତ ଭଲ ସ୍ଥାନ ବୋଲି ଜଣା ପଡିଛି ତେବେ ସେ ଏହି ୟୁ ଟ୍ୟୁବ ମାଧ୍ୟମରେ ବହୁତ ଭଲ ଅର୍ଥ ମଧ୍ୟ ରୋଜଗାର କରି ପାରୁଛନ୍ତି।ଏହା ସହିତ ତାଙ୍କୁ ଅନେକ ଲୋକ ବର୍ତ୍ତମାନ ଆଲବମ କରିବା ପାଇଁ ଅଫର ମଧ୍ୟ ପ୍ରଦାନ କରୁଛନ୍ତି ଯାହା ଫଳରେ ତାଙ୍କର ଲୋକପ୍ରିୟତା ବର୍ତ୍ତମାନ ବଢ଼ି ବଢ଼ି ଚାଲିଛି

ଏହା ସହିତ ଅନେକ ଲୋକ ତାଙ୍କର ଆଲବମ ଦେଖିବା ପାଇଁ ମଧ୍ୟ ଅନେକ ଭଲ ପାଉଛନ୍ତି।ଯାହା ଫଳରେ ସେମାନେ ବର୍ତ୍ତମାନ ଏକ ସେଲିବ୍ରେଟି ହୋଇ ସାରିଲେଣି।ତେବେ ସେମାନେ ବର୍ତ୍ତମାନ ଭାରତରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ସମ୍ପୂର୍ଣ୍ଣ ଭାରତରେ ତାଙ୍କର ୟୁ ଟ୍ୟୁବରେ ସ୍ଥାନ ରହିଛି ୧୦୯୭।

ଏହା ସହିତ ଏହା ମଧ୍ୟ ଏକ ବହୁତ ଭଲ ସଂଖ୍ୟା ବୋଲି ଅନେକ ଲୋକ କହିଛନ୍ତି ତେବେ ଏଥିରୁ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ଥିବା ଜଣା ପଡ଼ିଛି।ଏହା ସହିତ ସେମାନେ ବର୍ତ୍ତମାନ ବହୁତ ଲୋକଙ୍କ ପାଖରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *