Maggie ଖାଇବା ପାଇଁ କାନ୍ଦିଲେ ଭାଇରଲ ବୟ ଶାନ୍ତନୁ,ଶାନ୍ତନୁ ଭଲ ପିଲା ନା ଖରାପ ପିଲା,ସେ ନିଜେ କହିଲେ……ଦେଖନ୍ତୁ Video

Spread the love

ବର୍ତ୍ତମାନ ଭାଇରାଲ ହୋଇ ଥିବା କୁନି ସଂଗୀତକାର ଶାନ୍ତନୁଙ୍କୁ ଆମେ ସମସ୍ତେ ଭଲଭାବରେ ଜାଣୁ।ତେବେ ସେ ନିଜର ସଙ୍ଗୀତ ମାଧ୍ୟମରେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ସଙ୍ଗୀତ ଶୁଣିବା ପାଇଁ ଅନେକ ଲୋକ ପସନ୍ଦ କରୁଛନ୍ତି।ଏହା ସହିତ ସେ ଜଣେ ବହୁତ ଭଲ ସଂଗୀତକାର ଭାବରେ ବର୍ତ୍ତମାନ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ସେ ଜଣେ ବହୁତ ଭଲ ସଂଗୀତକାର ଅଟନ୍ତି।

ଏହା ସହିତ ସେ ସଙ୍ଗୀତ ଗାଇବା ସହିତ ସେ ଅଭିନୟ ମଧ୍ୟ କରନ୍ତି।ତେବେ ତାଙ୍କର ସଙ୍ଗୀତ ଓ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ବହୁତ ଭଲ ଲାଗିଥାଏ।ଯାହା ଫଳରେ ଅନେକ ଲୋକ ତାଙ୍କର ସଙ୍ଗୀତ ଓ ଅଭିନୟ ଦେଖିବା ପାଇଁ ଅନେକ ପସନ୍ଦ ମଧ୍ୟ କରି ଥାଆନ୍ତି।ଏହା ସହିତ ଏହି କୁନି ସଂଗୀତକାର ବର୍ତ୍ତମାନ ଅନେକ ଲୋକଙ୍କ ପ୍ରିୟ ହୋଇ ଯାଇଛନ୍ତି।

ଏହା ସହିତ ତାଙ୍କର ସଙ୍ଗୀତ ଗାଇବାର ଭିନ୍ନ ଶୈଳୀ ପାଇଁ ସେ ବର୍ତ୍ତମାନ ଅଧିକ ଚର୍ଚ୍ଚାରେ ରହିଛନ୍ତି।ଏହା ସହିତ ଏହି କୁନି ସଂଗୀତକାର ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ପରିବାର ମଧ୍ୟ ତାଙ୍କର ଏହି ସଫଳତାରେ ବହୁତ ଖୁସି ଥିବା ଜଣା ପଡ଼ିଛି।

ଏହା ସହିତ ସେମାନେ ଏହା କହିଛନ୍ତି କି ତାଙ୍କର ପୁଅ ଆଗାମୀ ସମୟରେ ଅନେକ ଆଗକୁ ଯାଉ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।ଏହା ସହିତ ସେ ବର୍ତ୍ତମାନ ଓଡ଼ିଶାର ନୂଆ ସ୍ୱର ମାଧ୍ୟମରେ ଅନେକ ଲୋକ ପ୍ରିୟତା ପାଇ ପାରିଛନ୍ତି।ତେବେ ତାଙ୍କର ସଙ୍ଗୀତ ବର୍ତ୍ତମାନ ଓଡ଼ିଶାର ସମସ୍ତ ଲୋକଙ୍କ ପ୍ରିୟ ହୋଇ ଯାଇଛି।

ଏହା ସହିତ ବର୍ତ୍ତମାନ ଅନେକ ଲୋକ ଏହା ଆଶା କରୁଛନ୍ତି କି ତାଙ୍କର ସଙ୍ଗୀତ ପାଇଁ ସେ ଆଗାମୀ ଭବିଷ୍ୟତରେ ଓଡ଼ିଶାର ଏକ ବହୁତ ବଡ଼ ସଂଗୀତକାର ହୋଇ ସମସ୍ତଙ୍କ ସମ୍ମୁଖକୁ ଆସିବେ।ଏହା ସହିତ ସେ ବର୍ତ୍ତମାନ ଅନେକ ଲୋକଙ୍କ ପ୍ରିୟ ହୋଇ ଯାଇ ଥିବାରୁ ଅନେକ ଲୋକ ବର୍ତ୍ତମାନ ତାଙ୍କର ସଙ୍ଗୀତ ଶୁଣିବା ପାଇଁ ଅପେକ୍ଷା କରି ମଧ୍ୟ ରହୁଛନ୍ତି।

ତେବେ ତାଙ୍କର ସ୍ୱର ସମସ୍ତଙ୍କର ପ୍ରିୟ ହୋଇ ଯାଇଛି।ତେବେ ସେ ଅଭିନୟ କରିବା ପାଇଁ ମଧ୍ୟ ବହୁତ ଭଲ ପାଇ ଥାଆନ୍ତି ବୋଲି କହିଥିଲେ।ଯାହା ଫଳରେ ବର୍ତ୍ତମାନ ଅନେକ ଲୋକ ଏହା କହିଛନ୍ତି କି ତାଙ୍କ ପାଖରେ ସମସ୍ତ ପ୍ରକାରର ଗୁଣ ରହିଛି।ତେବେ ତାଙ୍କ ପରିବାର ଲୋକ ବର୍ତ୍ତମାନ ତାଙ୍କର ପୁଅର ଏହି ସଫଳତାରେ ଅନେକ ଖୁସି ଥିବା ଜଣା ପଡ଼ିଛି।

ଏହା ସହିତ ସେମାନେ ତାଙ୍କର ପୁଅକୁ ଆଗାମୀ ସମୟରେ ସଙ୍ଗୀତକୁ ନେଇ ଆଗକୁ ଯିବା ପାଇଁ ପ୍ରୋତ୍ସାହିତ କରିବେ ବୋଲି କହିଛନ୍ତି।ତେବେ ବିଶେଷ ଭାବରେ ତାଙ୍କର ପିତା ତାଙ୍କର ପୁଅର ଏହି ସଫଳତାରେ ବହୁତ ଅଧିକ ଖୁସି ଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *