ରୁପା ପିଣ୍ଟୁଙ୍କ ଗାଡି ଦାମ କେତେ,କେତେ ଦାମିକା ବାଇକ ଓ କାର Collections ସବୁ ରଖିଛନ୍ତି ସେ,ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସଙ୍କ ବିଷୟରେ ତ ଜାଣିଥିବେ।ବର୍ତ୍ତମାନ ସମୟରେ ସେ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ୟୁଟ୍ୟୁବର ଅଟନ୍ତି।ଦର୍ଶକ ମାନଙ୍କୁ ତାଙ୍କ ଭିଡିଓ ଦେଖିବା ଖୁବ ପସନ୍ଦ ଆସିଥାଏ।

ସେମାନେ ପ୍ରତିଦିନ ନିଜର ଦୈନଦିନ ଜୀବନରେ ସେ କଣ ସବୁ କରନ୍ତି ତାହାକୁ ନେଇ ଭିଡିଓ ବନାଇଥାନ୍ତି।ଏହାକୁ ଦର୍ଶକ ମାନେ ବହୁତ ଆଗ୍ରହର ସହିତ ଦେଖିଥାନ୍ତି ଏବଂ ତାଙ୍କର ନୂଆ ଭୀଡ଼ିଓକୁ ଚାହିଁ ରହିଥାନ୍ତି।ତେବେ ଆପଣମାନେ ଜାଣିଥିବେ ପିଣ୍ଟୁଙ୍କର ୟୁଟ୍ୟୁବ ଚ୍ୟାନେଲ ଛଡା ପୂର୍ବରୁ ଏକ ଟିକଟକ ମଧ୍ୟ ଥିଲା।ସେଥିରେ ମଧ୍ୟ ତାଙ୍କର ଅନେକ ଫଲୋର୍ସ ରହିଥିଲେ

ଏବଂ ଫ୍ୟାନ ମାନେ ତାଙ୍କ ଭିଡିଓ ଅତ୍ୟନ୍ତ ପସନ୍ଦ କରୁଥିଲେ।ଏହା ସହିତ ସେ ନିଜର ଅଲବମ ସଙ୍ଗୀତ ମଧ୍ୟ ତିଆରି କରିଥାନ୍ତି ଯାହା ଇଣ୍ଟରନେଟରେ ଖୁବ ଭାଇରାଲ ମଧ୍ୟ ହୋଇଥାଏ।ତେବେ ଆମେ ଆଜି ତାଙ୍କ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ରୁପା ପିଣ୍ଟୁ ସାରା ଓଡ଼ିଶାରେ ଏହା ମାଧ୍ୟମରେ ବେଶ ପରିଚିତ ହୋଇପାରିଛନ୍ତି।

ସେ ନୂଆ ନୂଆ ଆଲବମ ଏବଂ ରିଲସ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ସବୁବେଳେ ଏଣ୍ଟରଟେନ କରନ୍ତି ଯେହେତୁ ସେ ଜଣେ ଏତେ ବଡ଼ ଷ୍ଟାର ତାଙ୍କ ପାଖରେ ଦାମୀ କାର ଏବଂ ବାଇକ ରହିବା ସ୍ୱାଭାବିକ ଅଟେ।ତେବେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ପିଣ୍ଟୁଙ୍କର ସମସ୍ତ କାର ଏବଂ ବାଇକ କଲେକ୍ସନ।

ଆପଣମାନେ ଜାଣିଥିବେ ଯେ ପିଣ୍ଟୁ ୟୁଟ୍ୟୁବକୁ ଆସିବା ପୂର୍ବରୁ ଟିକଟକରେ ସର୍ଟ ଭିଡିଓ ତିଆରି କରୁଥିଲେ।ଆରମ୍ଭରୁ ତାଙ୍କ ପାଖରେ କାର କିମ୍ବା ବାଇକ ନଥିଲା।ସେ ସ୍କୁଲରେ ପଢୁଥିବା ସମୟରେ ସାଇକେଲରେ ଯିବା ଆସିବା କରୁଥିଲେ।ଏହାପରେ ସେ ଯେତେବେଳେ କଲେଜକୁ ଆସିଲେ ସେ ବାଇକ ଧରିବା ଆରମ୍ଭ କରିଥିଲେ।

ତେବେ ବର୍ତ୍ତମାନ ତାଙ୍କ ପାଖରେ ଦୁଇଟି ବାଇକ ଏବଂ ଗୋଟିଏ କାର ରହିଛି।ତାଙ୍କର ପ୍ରଥମ ବାଇକଟି ହେଉଛି ହିରୋ ସ୍ପେଲଣ୍ଡର।ଯାହାର ବର୍ତ୍ତମାନର ମୂଲ୍ୟ ରହିଛି ବର୍ତ୍ତମାନ ୮୦ ହଜାର ଟଙ୍କା।ଏହାକୁ ସେ କେବଳ ଆଖ ପାଖ ଜାଗାକୁ ଯିବାପାଇଁ ବ୍ୟବହାର କରନ୍ତି।ଏହାପରେ ତାଙ୍କର ଦିତୀୟ ବାଇକ ହେଉଛି ୟମାହା ଫେଜର ଯାହାର ବର୍ତ୍ତମାନର ମୂଲ୍ୟ ରହିଛି ଦେଢ଼ ଲକ୍ଷ ଟଙ୍କା।

ଏହାକୁ କେଵଳ ସେ ଦୂର ଜାଗାକୁ ଯିବାପାଇଁ ବ୍ୟବହାର କରିଥାନ୍ତି।ଏହା ସହିତ ତାଙ୍କର ଏକ କାର ମଧ୍ୟ ରହିଛି ଯାହାର ନାଁ ହେଉଛି ହ୍ୟୁଣ୍ଡାଇ ଅରା।ଏହାର ବର୍ତ୍ତମାନର ମୂଲ୍ୟ ରହିଛି ଦଶ ଲକ୍ଷ ଟଙ୍କା।ଏହା ହେଉଛି ତାଙ୍କର ଫ୍ୟାମିଲି କାର।ଏଥିରେ ରୁପା ପିଣ୍ଟୁ ଖୁସି କିମ୍ବା ତାଙ୍କର ଅନ୍ୟାନ୍ୟ ସଦସ୍ୟମାନେ ଦୂର ଜାଗାକୁ ବୁଲିବାକୁ ଯାଆନ୍ତି।

Leave a Reply

Your email address will not be published. Required fields are marked *