Rajbeer ଙ୍କ ଟଙ୍କା ଖାଇଲା କିଏ,ସାଧାରଣ ଲୋକ ଦେଇଥିବା ଟଙ୍କା ନେଇ କୁଆଡେ ଗଲେ ରାଜବିର ର ବାପା ମା କାହିଁକି ଆଉ ମିଡ଼ିଆ ସାମ୍ନାକୁ ଆସୁ ନାହାନ୍ତି,କଣ ଏହାର ଅସଲ କାରଣ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଜାଣିଥିବେ ରାଜବିରଙ୍କଙ୍କ କଥା।ମଝିରେ ଏହି କଥା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ଅନେକ ଲୋକ ରାଜବିରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସାହାଯ୍ୟ ମଧ୍ୟ କରିଥିଲେ।

ତେବେ ରାଜବିରଙ୍କ ଏହି ସ୍ୱାସ୍ଥ୍ୟ ସମସ୍ୟା ବାସ୍ତବରେ ଏକ ବହୁତ ବଡ଼ ଦୁଃଖର ବିଷୟ ଅଟେ।ଏହାକୁ ନେଇ ତାଙ୍କ ପରିବାର ସଭିଙ୍କ ସାହାଯ୍ୟ ଲୋଡିଛି।ତେବେ ଅନେକ ଲୋକ ସାହାଯ୍ୟ ମଧ୍ୟ କରିଛନ୍ତି।କିନ୍ତୁ ଏହାକୁ ନେଇ ଅନେକ ଗୁଜବ ମଧ୍ୟ ସମ୍ନାକୁ ଆସୁଥିଲାଆମେ ଆଜି ଏହି ଘଟଣା ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।

ତେବେ ବର୍ତମାନ ରାଜବିର ର ବାପା ମା କୁଆଡେ ଗଲେ,ସାଧାରଣ ଲୋକଙ୍କ ପାଖରୁ ଆଦାୟ ହେଇଥିବା କେତେ ତାଙ୍କ ସେ କର୍ଚ କଲେ ନ ନିଜ ବିଳାସବ୍ୟସନ ପାଇଁ ପଇସା ସେଟିଲେ ଓ କେତେ ଟଙ୍କା ଖର୍ଚ ହେଲା ଓ ଏମାନେ କେତେ ରଖିଲେ ତାର କୌଣସି ହିସାବ ନାହିଁ ଯାହାକି ବର୍ତମାନ ସୋସିଆଲ ମିଡ଼ିଆ ରେ ଲୋକ ରାଜବିର ର ବାପା ମା କୁଆଡେ ହଟାତ ନିଖୋଜ ହେଇଗଲେ ବୋଲି ଖୋଜୁଥିବାର ଦେଖିବାକୁ ମିଳିଛି

ତେବେ ଏକ ବଡ଼ କଥା ସମ୍ନାକୁ ଆସିଛି।୧୬ କୋଟି କଲେକ୍ସନ ହେଲେ ମଧ୍ୟ ରାଜବିରଙ୍କୁ ମିଳିପାରିବ ନାହିଁ ଇଞ୍ଜେକ୍ସନ।କାରଣ ଏଥିରୁ ଦୁଇ କୋଟି ଚାରି ଲକ୍ଷ ନେଇଯିବ ଇମ୍ପାକ୍ଟ ଗୁରୁ।ତେବେ ରାଜବିର ଟଙ୍କା ସହିତ ଖେଳୁଛିକି ଇମ୍ପାକ୍ଟ ଗୁରୁ?ତେବେ ପ୍ରଶ୍ନ ଏହା ଯେ କାହିଁକି ପ୍ରତିଦିନ ବଦଳୁଛି ଇମ୍ପାକ୍ଟ ଗୁରୁର ତଥ୍ୟ।କାହିଁକି ଏକାଧିକ ଆକାଉଣ୍ଟ କରିଛି ଇମ୍ପାକ୍ଟଗୁରୁ।

କାହିଁକି ତଥ୍ୟ ଲୁଚାଉଛି ଇମ୍ପାକ୍ଟଗୁରୁ।ରାଜବିର ରାଜବିର ଏବଂ ତାଙ୍କ ମାଆଙ୍କ ସମେତ କାହିଁକି ବିଶ୍ୱବାସୀଙ୍କ ବିଶ୍ୱାସ ଭାଙ୍ଗୁଛି ଇମ୍ପାକ୍ଟଗୁରୁ।ରାଜବିରଙ୍କ ଜୀବନ ପାଇଁ ୧୬ କୋଟିର ଇଞ୍ଜେକ୍ସନ ଜରୁରୀ।ସେଥିପାଇଁ ଚାଲିଛି ଫଣ୍ଡିଙ୍ଗ।ଏକାଧିକ ଏନ୍ଜିଓ ଏଥିପାଇଁ କାମ କରୁଛନ୍ତି।ଭରିତୀୟ ସର୍ବବୃହତ କାଉଣ୍ଟଫଣ୍ଡିଙ୍ଗ ସଂସ୍ଥା ଫଣ୍ଡ କଲେକ୍ସନ କରିବାରେ ସାହାଯ୍ୟ କରୁଛି।

ଏପରିକି ରାଜବିରଙ୍କ ପରିବାର ଲୋକେ କଲେକ୍ସନ କରୁଥିବା ଟଙ୍କା ମଧ୍ୟ ଇମ୍ପାକ୍ଟ ଗୁରୁରେ ଡିପୋଜିଟ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି।ଇମ୍ପାକ୍ଟ ଗୁରୁ ଠାରୁ ତାଙ୍କ ପରିବାର ଅଧିକ ଟଙ୍କା ଯୋଗାଡ କରୁଥୁବ ବେଳେ ତାକୁ ଚର୍ଚ୍ଚକତାର ସହିତ ହାତେଇଥିବାର ଜଣାପଡିଛି।ସବୁଠାରୁ ବଡ଼ କଥା ଇମ୍ପାକ୍ଟଗୁରୁ ଟଙ୍କା କଲେକ୍ସନ ପାଇଁ ପାଞ୍ଚରୁ ୧୫ ପ୍ରତିଶତ କମିଶନ ନେଇଥାଏ।

ଯାହାକି ତାଙ୍କର ୱେବସାଇଟରେ ଉଲେଖ କରିଛି।ଇମ୍ପାକ୍ଟଗୁରୁ ରାଜବିରଙ୍କ ପାଇଁ ଏକାଧିକ ଆକାଉଣ୍ଟ ଖୋଲାଯାଇଛି।ଯାହାକି ଆପଣଙ୍କ ସମ୍ନାରେ।ତେବେ ଏହି ଏକାଧିକ ଆକାଉଣ୍ଟରେ ଭିନ୍ନ ଭିନ୍ନ ଆମଉଣ୍ଟ ରହିଛି।ତେବେ ଅନ୍ୟ ତିନୋଟି ମଧ୍ୟ ଆକାଉଣ୍ଟ ଏହିଛି ଯେଉଁଥିରେ କିଛି ଟଙ୍କା ନାହିଁ।ତେବେ ଏହି ପ୍ରମାଣଟି ଇମ୍ପାକ୍ଟଗୁରୁ ନିଜେ ମେଲ କରିଛି।

ତାଙ୍କ ଦ୍ୱାରା ମିଳିଥିବା ତଥ୍ୟ ମୁତାବକ ବର୍ତ୍ତମାନ ସୁଦ୍ଧା ଏକ କୋଟି ତେର ଲକ୍ଷ ୬୫ ହଜାର ତିନିସହ ବାର ଟଙ୍କା କଲେକ୍ସନ ହୋଇଛି।ତେବେ ରାଜବିରଙ୍କ ପାଇଁ ଉଦ୍ଧିଷ୍ଟ ଏକ ଆକାଉଣ୍ଟ ଯେଉଁଥିରେ ଛଅ କୋଟି ଅଠାଅସି ଲକ୍ଷ କଲେକ୍ସନ ହୋଇଛି।ତେବେ ଇମ୍ପାକ୍ଟଗୁରୁର ପନ୍ଦର ପ୍ରତିଶତ କମିଶନ କଥା ମଧ୍ୟ ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *