ଓଡ଼ିଆ ସିରିଏଲ କୁଆଁରୀ ବୋହୁ ଅଭିନେତା ମାନଙ୍କ Real Life ଜୀବନସାଥୀ କିଏ ଜାଣିଛନ୍ତି କି,ଏବେ ଦେଖନ୍ତୁ କିଏ କେତେ ସୁନ୍ଦର

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ସିରିଏଲ ବିଷୟରେ କିଛି ବିଶେଷ ତଥ୍ୟ।ଆପଣମାନେ ତ ଓଡ଼ିଆ ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ତାହାକୁ ପସନ୍ଦ ମଧ୍ୟ କରୁଥିବେ।ବର୍ତ୍ତମାନ ସମୟରେ ଅନେକ ଲୋକ ଓଡ଼ିଆ ସିରିଏଲକୁ ପସନ୍ଦ କରୁଛନ୍ତି ଏବଂ ଦେଖିବାକୁ ଭଲ ପାଉଛନ୍ତି।ଏହି ଓଡ଼ିଆ ସିରିଏଲ ମାନଙ୍କ ମଧ୍ୟରୁ ଏକ ଅନ୍ୟତମ ସିରିଏଲ ହେଉଛି କୁଆଁରୀ ବୋହୁ।ଆପଣମାନେ ତ କୁଆଁରୀ ବୋହୁ ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ।ଏହା ପ୍ରାୟ ସଭିଙ୍କୁ ଖୁବ ପସନ୍ଦ ଆସିଥାଏ।ଏବଂ ମୂଖ୍ୟତଃ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମଧ୍ୟ ନିଜ ଅଭିନୟ ଦ୍ୱାରା ଲୋକମାନଙ୍କ ହୃଦୟ ଜିତି ପାରିଛନ୍ତି।

ଆଜିର ଏହି ଆର୍ଟିକିଲରେ ଆମେ ଏହି କୁଆଁରୀ ବୋହୁ ସିରିଏଲରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ଜୀବନ ସାଥି ବିଷୟରେ ଜାଣିବା।ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆମ ଲିଷ୍ଟରେ ନମ୍ବର ୧ରେ ଆସୁଛନ୍ତି ସୋନାଲି ଓଝା।ଯିଏକି ଏହି ସିରିଏଲରେ କବିତା ଭୂମିକାରେ ଅଭିନୟ କରୁଛନ୍ତି।ଏବଂ ତାଙ୍କୁ ଆପଣ ଏହି ସିରିଏଲରେ ଖୁବ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ ତାଙ୍କ ସ୍ୱାମୀଙ୍କ ନାମ ହେଉଛି ପ୍ରଜ୍ଞାନ ସାଗର ଦାସ।

ଏହାପରେ ନମ୍ବର ୨ରେ ଆସୁଛନ୍ତି କୀର୍ତି ମହାନ୍ତି।ଯିଏକି ଏହି ସିରିଏଲରେ ଦେବୀକା ରାଣୀ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରିବାର ଆପଣ ଦେଖିଥିବେ।ସେ ମଧ୍ୟ ବିବାହିତ ଅଛନ୍ତି ଏବଂ ତାଙ୍କ ସ୍ୱାମୀଙ୍କ ନାମ ହେଉଛି ସୁଭକାନ୍ତ ପଟ୍ଟନାୟକ।ଏହାପରେ ଆସୁଛନ୍ତି ରାକେଶ।ଯାହାଙ୍କୁ ଆପଣ ସିମ୍ବା ନାମରେ ବେସ ଭଲ ଭାବରେ ଜାଣିଥିବେ।ସେ ବାସ୍ତବିକ ଜୀବନରେ ବିବାହ କରିଛନ୍ତି ତାଙ୍କ ପତ୍ନୀଙ୍କ ନାମ ହେଉଛି ଜାଜ୍ଞସିନି।ସେ ମଧ୍ୟ ଜଣେ ଅଭିନେତ୍ରୀ।

ଏହାପରେ ଆସୁଛନ୍ତି ଚିନ୍ତାମଣି ବିଶ୍ୱାଳ ଯିଏକି ଜିତୁ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି।ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି କଳ୍ପଶ୍ରୀ ଜଗଦେଭ।ଏହାପରେ ଆସୁଛନ୍ତି ଆମର ମହାପାତ୍ର।ସେ ମଧ୍ୟ ବାସ୍ତବିକ ଜୀବନରେ ବିବାହ କରିଛନ୍ତି।ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି।ଏହାପରେ ଆସୁଛନ୍ତି ସିଲା ତ୍ରିପାଠୀ।ସେ ମଧ୍ୟ ବାସ୍ତବ ଜୀବନରେ ବିବାହ କରିଛନ୍ତି ଏବଂ ତାଙ୍କର ଏକ ପୁଅ ମଧ୍ୟ ରହିଛି।

ଏହାପରେ ଆସୁଛନ୍ତି ସୁମନ କୁମାର।ଯିଏକି କୁଆଁରୀ ବୋହୁ ସିରିଏଲରେ ମୁଖ୍ୟ ହିରୋ ସାଇ ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ସାରା ରାଉତ।ସେମାନେ ଖୁବ ଶୀଘ୍ର ବିବାହରେ ବାନ୍ଧିହେବାକୁ ଯାଉଛନ୍ତି।ଏହାପରେ ଆସୁଛନ୍ତି ପ୍ରିୟଙ୍କା ରଥ।ଯିଏକି ଏହି ସିରିଏଲରେ ମୁଖ୍ୟ ହିରୋଇନ ଶ୍ରଦ୍ଧା ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ।ସେ ରିୟଲ ଲାଇଫରେ ସିଙ୍ଗିଲ ଅଛନ୍ତି ଏବଂ ତାଙ୍କର କେହି ବୟ ଫ୍ରେଣ୍ଡ ନାହାନ୍ତି।

Leave a Reply

Your email address will not be published. Required fields are marked *