ପୁଣିଥରେ କୁନି ଝିଅର ମଜାଦାର ଭିଡ଼ିଓ ଇଣ୍ଟରନେଟ ରେ ନିଆଁ ଭଳି Viral ହେଉଛି,ଦେଖିଲେ ଆପଣ ହସି ହସି ବେଦମ ହେଇଯିବ ଆପଣ Part ୨ ର ମଜାଦାର ଭିଡ଼ିଓ

Spread the love

ତେବେ ଆମେ ସୋସିଆଲ ମିଡିଆରେ ଏପରି ଅନେକ ଭିଡ଼ିଓ ଦେଖିଛେ ଯେଉଁଥିରେ ଛୋଟ ପିଲାମାନେ ଅନେକ ମଜା ମଜା କଥା କହୁଥିବାର ଆପଣମାନେ ଦେଖିଥିବେ।ତେବେ ଆମେ ବର୍ତ୍ତମାନ ସେହିଭଳି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା।ଯେଉଁଥିରେ ଏକ ଛୋଟ ପିଲା ନିଜର ମାଆଙ୍କ ସମ୍ମୁଖରେ ବାହାରକୁ ଯିବାପାଇଁ ଅଳି କରୁଛି।ତେବେ ସେହି ପିଲାଟିର ବାହାରକୁ ଯିବାପାଇଁ ଏପରି ଅଳି କରିବାର କାରଣ ହେଉଛି ସେହି ପିଲାଟି ନିଜର ପାଠ ପଢାକୁ ଅବହେଳା କରିବା ପାଇଁ ଚାହୁଁଛି।

ତେବେ ଏକ ଛୋଟ ପିଲାର ଏକ ଭିଡ଼ିଓ କିଛି ଦିନ ତଳେ ସୋସିଆଲ ମିଡିଆରେ ଅନେକ ଭାଇରାଲ ହୋଇଥିଲା ଯେଉଁଥିରେ ସେହି ଛୋଟ ପିଲାଟି ନିଜର ମାଆଙ୍କୁ କହୁଥିଲା କି ସେ ଅଳ୍ପ ସମୟ ପାଇଁ ବାହାରକୁ ଯିବାକୁ ଚାହୁଁଛି।ଏହା ସହିତ ତାଙ୍କର ମାଆ ମଧ୍ୟ ତାଙ୍କୁ ବାହାରକୁ ଯିବାକୁ ଦେଉ ନଥିଲେ।ତେବେ ଏପରି କରିବାର କାରଣ ସେପରି କିଛି ନାହିଁ।

ଏହା କେବଳ ସେହି ପିଲାଟିର ନିରିହତା ଦେଖାଇବା ପାଇଁ ସେହି ମାଆ ତାଙ୍କର ପିଲାକୁ ବାହାରକୁ ଛାଡି ନଥିଲେ।ତେବେ ସେହି ପିଲାଟିର ଆଉ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଯେଉଁଥିରେ ସେହି ପିଲାଟି ପୁଣି ଥରେ ବାହାରକୁ ଯିବା ପାଇଁ ଅଳି କରୁଥିବାର ଦେଖିବାକୁ ମିଳିଛି।

କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହା ହେଉଛି କି ସେହି ପିଲାଟି ପୁଣି ଏକ କାରଣ ଦେଖାଇ ବାହାରକୁ ଯିବାପାଇଁ ଚାହୁଁଛି।ତେବେ ସେହି ପିଲାଟିର ଘର ବାହାରେ କିଛି ଲୋକ କାମ କରୁଥିଲେ।ସେହି ପିଲାଟି ନିଜର ପାଠ ପଢା ବନ୍ଦ କରି ଯିବା ପାଇଁ କହିବା ସହିତ କିଛି ସମୟ ପାଇଁ ସେହି ଲୋକମାନଙ୍କ କାମ ଦେଖିବାକୁ ଯିବା ପାଇଁ ଅଳି କରୁଥିଲା।

ତେବେ ସେହି ପିଲାଟି ଏପରି କରିବାର କାରଣ ହେଉଛି ସେହି ପିଲାଟି କିଛି ସମୟ ପାଇଁ ନିଜର ପାଠ ପଢ଼ାରୁ ବିରତି ନେବା ପାଇଁ ଚାହୁଁଛି।ଯାହା ଫଳରେ ସେ କିଛି ସମୟ ବାହାରକୁ ଯାଇ ଆସିବାକୁ କହୁଛି।ଏହା ସହିତ ସେ ଏପରି କରିବା ସମୟରେ ତାଙ୍କର ମାଆ ତାଙ୍କର ଏକ ଭିଡିଓ ବନାଇ ଦେଇଥିଲେ।ଏହା ସହିତ ବର୍ତ୍ତମାନ ଏହି ଭିଡିଓକୁ ଲୋକମାନେ ଅନେକ ମାତ୍ରାରେ ପସନ୍ଦ କରୁଛନ୍ତି।

ଏହା ସହିତ ସେମାନେ ସେହି ପିଲାଟିକୁ ମଧ୍ୟ ଅନେକ ପ୍ରଶଂସା କରିବା ସହିତ ସେହି ପିଲାଟିକୁ ବହୁତ ଭଲ ପାଉଛନ୍ତି ମଧ୍ୟ।ଏହା ସହିତ ସେହି ପିଲାକୁ ଅନେକ ଲୋକ ବର୍ତ୍ତମାନ ପସନ୍ଦ କରିବା ସହିତ ତାର ଆଉ ଭିଡିଓ ଦେଖିବା ପାଇଁ ମଧ୍ୟ କହୁଛନ୍ତି।ଏହା ସହିତ ସେହି ପିଲାଟିର ଏପରି ଭାବରେ ବ୍ୟବହାର ଦେଖି ଅନେକ ଲୋକ ସେହି ପିଲାକୁ ପସନ୍ଦ କରିବାକୁ ଲାଗୁଛନ୍ତି।

ଏହା ସହିତ ସେହି ଛୋଟ ପିଲାଟି ସେହି ଭିଡିଓରେ କହୁଛି କି ସେ ସାଙ୍ଗେ ସାଙ୍ଗେ ବାହାରକୁ ଯାଇ ପୁଣି ଫେରି ଆସିବ।ଏହା ସହିତ ସେ ଫେରିବା ପରେ ପୁଣି ପାଠ ପଢ଼ିବ ବୋଲି ନିଜର ମାଆଙ୍କୁ କହୁଛି।ତେବେ ସେହି ପିଲାଟିର ଏହି ଭିଡ଼ିଓ ବର୍ତ୍ତମାନ ବହୁତ ଅଧିକ ଭାଇରାଲ ହୋଇ ସାରିଲାଣି।

Leave a Reply

Your email address will not be published. Required fields are marked *