ଓଡ଼ିଆ ହିରୋଇନ Jhileek ଙ୍କ ପାଇଁ ଆସିଲା ବଡ ଦୁଃଖ ଖବର,ନିଜ Instagram ରେ ସେୟାର କଲେ ନିଜ ଦୁଃଖ ବିଷୟରେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ film ଜଗତ ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ଆପଣମାନେ ତ ଓଡ଼ିଆ ସିରିଏଲ ଏବଂ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ।ଏହି ଓଲିଉଡ ଇଣ୍ଡଷ୍ଟ୍ରିରେ ଖୁବ ଭଲ ଭଲ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି।ଏବଂ ତାଙ୍କ ଅଭିନୟ ସମସ୍ତିଙ୍କୁ ପସନ୍ଦ ଆସିଥାଏ।ସେମାନଙ୍କ ମଧ୍ୟରୁ ଝିଲିକ ଅନ୍ୟତମ।ଆଜି ଆମେ ତାଙ୍କ ବିଷୟରେ ଆସିଥିବା ର୍କ ଖବର ବିଷୟରେ ଜାଣିବା।

ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ବର୍ତ୍ତମାନ ସମୟରେ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଆ ହିରୋଇନ ଝିଲିକଙ୍କୁ ନେଇ ଆସିଛି ଏକ ବହୁତ ବଡ଼ ଖବର।ଏବଂ ଏହା ଏକ ଅତ୍ୟନ୍ତ ଦୁଃଖଦ ଖବର ଅଟେ।ମିଳିଥିବା ତଥ୍ୟ ଅନୁସାରେ କରୋନା ରୋଗରେ ପୀଡିତ ହୋଇଛନ୍ତି ଝିଲିକ ଭଟାଚାର୍ଯ୍ୟ।

ତେବେ କଣ ରହିଛି ଏହାର ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।କରୋନା ରୋଗରେ ପୀଡିତ ହୋଇ ଝିଲିକ ଭଟାଚାର୍ଯ୍ୟ ବର୍ତ୍ତମାନ ସମୟରେ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି।ଏବଂ ସେ କହିଛନ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବା ଗତ ଦଶ ଦିନ ହେବ ଯେଉଁ ସବୁ ଲୋକମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଦୟା କରି ସେମାନେ ତାଙ୍କର କୋଭିଡ ଟେଷ୍ଟ କରାଇନିଅନ୍ତୁ।

ଆପଣ ତ ଏହା ଜାଣିଥିବେ ଯେ ଝିଲିକ ଭଟାଚାର୍ଯ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ସେ ବିବାହ ବନ୍ଧନରେ ବାନ୍ଧିହେବା ପରେ ଗତ କିଛି ଦିନ ହେବ ସୁଟିଙ୍ଗ ସେଟକୁ ଯାଉଥିଲେ ବା ଓଲିଉଡ ଇଣ୍ଡଷ୍ଟ୍ରିରେ ପୁଣି ଥରେ କାମ କରିବା ଆରମ୍ଭ କରିଥିଲେ।ଏବଂ ବର୍ତ୍ତମାନ ସମୟରେ ତାଙ୍କର କୋଭିଡ ପଜିଟିଭ ଆସିବା ଏକ ଅତ୍ୟନ୍ତ ଚିନ୍ତା ଜନକ ବିଷୟ ଅଟେ।

ତେବେ କୋଭିଡ ରୋଗରେ ଆକ୍ରାନ୍ତ ଥିବା ଝିଲିକ ଭଟାଚାର୍ଯ୍ୟଙ୍କ ପରିବାରରେ କାହାକୁ ମଧ୍ୟ କୋଭିଡ ହୋଇନାହିଁ ବୋଲି ଝିଲିକ ଭଟାଚାର୍ଯ୍ୟ ନିଜ ଇଂଷ୍ଟାଗ୍ରାମରେ କହିଛନ୍ତି।ଏବଂ ଏହା ସହିତ ଝିଲିକ ଏହା ମଧ୍ୟ କହିଛନ୍ତିଯେ ତାଙ୍କର ସମସ୍ତ ପରିବାର ଲୋକ ସୁସ୍ଥ ଅଛନ୍ତି ଏବଂ ଆଗାମୀ ଦିନ ମାନଙ୍କରେ ବହୁତ ଶୀଘ୍ର ଭଲ ହେବାପାଇଁ ଚେଷ୍ଟା କରିବେ।

ଏବଂ ପୁଣି ଥରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଫେରିବେ।ତେବେ ବର୍ତ୍ତମାନ ସମୟର ବଡ଼ ଖବର ଏହା ଯେ ଅଭିନେତ୍ରୀ ଝିଲିକ କରୋନା ରୋଗରେ ପୀଡିତ ହୋଇଛନ୍ତି।ଏନେଇ ସେ ନିଜ ସିସିଆଲ ମିଡିଆ ଆକାଉଣ୍ଟରେ ନିଜ ଫ୍ୟାନ ମାନଙ୍କୁ ଜଣାଇଛନ୍ତି।ଆମେ ମଧ୍ୟ ଭଗବାନଙ୍କ ନିକଟରେ ଏହା ପ୍ରାଥନା କରୁଛୁଯେ ସେ ଖୁବ ଶୀଘ୍ର ଠିକ ହୋଇଯାଆନ୍ତୁ।ଏବଂ ପୁଣି ଥରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଫେରି ଆସନ୍ତୁ।

ଆପଣମାନେ ଜାଣିଥିବେ ଯେ ଝିଲିକ ଭଟାଚାର୍ଯ୍ୟ ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନଙ୍କୁ ବିବାହ କରିଛନ୍ତି।ଏବଂ ବିବାହ ପରେ ସେ ଖୁବ ଖୁସି ମଧ୍ୟ ଅଛନ୍ତି।ଓ ସେ ଓଲିଉଡ ଠାରୁ ଦୂରରେ ଥିଲେ।କିନ୍ତୁ ବର୍ତ୍ତମାନ ସମୟରେ ସେ ପୁଣିଥରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଆସିଛନ୍ତି।

Leave a Reply

Your email address will not be published. Required fields are marked *