ସରକାରୀ କର୍ମଚାରୀ ପାଇବେ ସପ୍ତମ ବେତନ କମିଶନ,ମିଳିବ ୨୦ Percent ବକେୟା,କେତେ ଟଙ୍କା ମିଳିବ ଜାଣିଲେ ଖୁସି ରେ ନାଚି ଉଠିବେ…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ବର୍ତ୍ତମାନ ସମୟରେ କିଛି ବିଶେଷ ତଥ୍ୟ ଶୁଣିବାକୁ ମିଳିଛି।ସରକାରୀ କର୍ମଚାରୀ ମାନଙ୍କ ପାଇଁ ଆସିଲା ଏକ ବହୁତ ବିଡ଼ ଖବର।ଏହାକୁ ନେଇ ଅନେକ ଲୋକ ଅତ୍ୟନ୍ତ ଖୁସିହେବେ

ଏବଂ ସରକାରୀ ଚାକିରିଆ ମାନଙ୍କ ପାଇଁ ଏହା ଏକ ବିଶେଷ ଖବର ଅଟେ।ତେବେ ଏହାର କିଛି ତଥ୍ୟ ଆମେ ଆଜି ଆଲୋଚନା କରିବା।ତେବେ ଆପଣମାନେ ତ ସପ୍ତମ ବେତନ କମିଶନ କଥା ବିଷୟରେ ଜାଣିଥିବେ।ତେବେ ଏହାକୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି।ସେହି ତଥ୍ୟ ଅନୁସାରେ ସପ୍ତମ ବେତନ କମିଶନ ଅନୁସାରେ

ଆଉ ୨୦ ପ୍ରତିଶତ ଅର୍ଥ ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି ସରକାରୀ ଘୋଷଣାନାମା ପ୍ରକାଶ ପାଇଛି।ପୂର୍ବରୁ ଏହାର ୮୦ ପ୍ରତିଶତ ପ୍ରକାଶ କରାଯାଇଛି।ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟ ସରକାରଙ୍କର ଚାରିଲକ୍ଷ କର୍ମଚାରୀ ଉପକୂଳତ ହେବେ

ଏଥିପାଇଁ ୨୦୨୧ରୁ ୨୦୨୨ ଅତିରିକ୍ତ ବଜେଟରେ ୮୫୦ କୋଟି ଟଙ୍କାର ବ୍ୟୟ ପ୍ରଦାନ କରାଯାଇଥିଲା।କର୍ମଚାରୀମାନେ ଏହି ଅର୍ଥ ଚଳିତ ମାର୍ଚ୍ଚ ମାସରେ ପାଇପାରିବେ।ତେବେ ରାଜ୍ୟସରକାର ଏହି ସପ୍ତମ ବେତନ କମିଶନକୁ ଗ୍ରହଣ କରି ଏହାର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ମସିହା ଜାନୁଆରୀ ମାସଠାରୁ ଲାଗୁ କରିଥିଲେ।

ଏହା ସହିତ ୨୦୧୭ ସେପ୍ଟେମ୍ବର ମାସ ଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ।କର୍ମଚାରୀମାନେ ସପ୍ତମ ବେତନ କମିଶନ ଅନୁସାରେ ଜାନୁଆରୀ ମାସ ୨୦୧୬ରୁ ଅଗଷ୍ଟ ମାସ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ନେଇଥିଲେ।ତେବେ ଏହି ନିଷ୍ପତ୍ତି ଅନୁସାରେ ୨୦୧୭ ଏବଂ ୨୦୧୮ ମସିହାରେ ୪୦ ପ୍ରତିଶତ, ୨୦୧୯ ଏବଂ ୨୦୨୦ ମାସରେ ଦଶ ପ୍ରତିଶତ ଓ ଏହା ସହିତ ୨୦୨୧ ଏବଂ ୨୦୨୨ରେ ତିରିଶି ପ୍ରତିଶତ ବଜ୍ଞା ପ୍ରଦାନ କରାଯାଇଥିଲା।ତେବେ ଏହା ଏକ ଭଲ ଖବର କର୍ମଚାରୀ ମାନଙ୍କ ପାଇଁ ଅଟେ।

Leave a Reply

Your email address will not be published. Required fields are marked *