ମା ହେଲେ କି ଓଡ଼ିଆ ହିରୋଇନ ଲିପ୍ସା ମିଶ୍ର ! Photo Share କରି ଲେଖିଲେ ଏପରି କଥା ଦେଖିଲେ ଆପଣ କହିବେ ସାବାସ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ଆପଣ ତ ନିଶ୍ଚୟ ଭାବରେ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଦେଖୁଥିବେ ଏବଂ ଏହାକୁ ଅନେକ ମାତ୍ରାରେ ପସନ୍ଦ ମଧ୍ୟ କରୁଥିବେ।ଆଜି କାଲି ଏହି ଓଡ଼ିଆ ଫିଲ୍ମ ଏବଂ ସିରିଏଲର ଟ୍ରେଣ୍ଡ ଅଧିକ ମାତ୍ରାରେ ଚାଲିଛିମାନେକ ଲୋକ ଏହାକୁ ଦେଖିବାକୁ ପସନ୍ଦ କରିଥାନ୍ତି।ଏବଂ ଦିନକୁ ଦିନ ଏହାର ଲୋକ ପ୍ରିୟତା ବଢ଼ିବାରେ ଲାଗିଛି।

ଏହି ସବୁ ଓଡ଼ିଆ ଫିଲ୍ମ ଏବଂ ସିରିଏଲରେ ଅନେକ ପ୍ରତିଭାଶୀଳ ଅଭିନେତା ଏବଂ ଅଭିନେତ୍ରୀ ରହିଛନ୍ତି।ଏବଂ ସେମାନଙ୍କ ଅଭିନୟ ଦର୍ଶକ ମାନଙ୍କୁ ଅନେକ ମାତ୍ରାରେ ପସନ୍ଦ ଆସିଥାଏ।ସେମାନଙ୍କ ମଧ୍ୟରୁ ଅନ୍ୟତମ ଅଭିନେତ୍ରି ହେଉଛନ୍ତି ଲିପ୍ସା ମିଶ୍ର।ଆପଣମାନେ ତ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ବର୍ତ୍ତମାନ ସେ ହେ ପ୍ରଭୁ ସିରିଏଲରେ ଲିଡ଼ ନାୟିକା ଭାବରେ ଅଭିନୟ କରୁଛନ୍ତି।

ଏବଂ ଏହା ପୂର୍ବରୁ ଲିପ୍ସା ମିଶ୍ର ଅନେକ ସାରା ସିରିଏଲରେ ଏବଂ ସିନେମାରେ ଅଭିନୟ କରିସାରିଛନ୍ତି।ବର୍ତ୍ତମାନ ସମୟରେ ଲିପ୍ସା ମିଶ୍ରଙ୍କୁ ନେଵା ଏକ ବହୁତ ବଡ଼ ଖବର ଭାଇରାଲ ହେଉଛି।ଲିପ୍ସା ମିଶ୍ର ମାଆ ହେବା ପରେ ନିଜ କୁନି ପୁଅ ସହିତ କିପରି ସମୟ ବିତାଉଛନ୍ତି।ଏହି ଖବରଟି ବର୍ତ୍ତମାନ ସମୟରେ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଖବରର ସମ୍ପୂର୍ଣ୍ଣ ସତ୍ୟତା ଜାଣିବାକୁ ହେଲେ ଏହି ଆର୍ଟିକିଲକୁ ଧର୍ଯ୍ୟର ସହିତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ଆପଣମାନେ ତ ଲିପ୍ସା ମିଶ୍ରଙ୍କ ଅଭିନୀତ ଅନେକ ସୁନ୍ଦର ସୁନ୍ଦର ଫିଲ୍ମ ଏବଂ ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ।

ଲିପ୍ସା ମିଶ୍ର ଅନେକ ସାରା ସିନେମା ଏବଂ କିଛି ଦାମୀକିଆ ଦାମୀକିଆ ଅଭିନୟ କରିଛନ୍ତି।ଏବଂ ବର୍ତ୍ତମାନ ସମୟରେ ଲିପ୍ସା ମିଶ୍ରଙ୍କୁ ଆପଣମାନେ ହେ ପ୍ରଭୁ ସିରିଏଲରେ ବହୁତ ସୁନ୍ଦର ଭାବରେ ଅଭିନୟ କରିବାର ଦେଖିବାକୁ ପାଉଥିବେ।ଏହି ସିରିଏଲରେ ଲିଡ଼ ନାୟିକା ଭାବରେ ଲିପ୍ସା ମିଶ୍ର ରହିଛନ୍ତି।ତେବେ ବର୍ତ୍ତମାନ ସମୟରେ ଲିପ୍ସା ମିଶ୍ରଙ୍କ ଘରକୁ ଆସିଛନ୍ତି ତାଙ୍କ ଭଉଣୀ।

ଏବଂ ତାଙ୍କ ଭଉଣୀଙ୍କର ଏକ କୁନି ପୁଅ ରହିଛି।ଲିପ୍ସା ମିଶ୍ର ସେହି କୁନି ପୁଅଟି ସହିତ ଖେଳି ଅନେକ ମଜା ମଧ୍ୟ କରୁଥିବାର ନଜର ଆସିଛନ୍ତି।ସେହି କୁନି ପୁଅକୁ ଧରି ଲିପ୍ସା ମିଶ୍ର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ସାରା ଫଟୋ ସେୟାର କରିଛନ୍ତି।ସେ ଲେଖିଥିଲେ ମୋ ବେବି ଓ ସମ୍ପର୍କୀୟ ବୋଲି ମଧ୍ୟ ଲେଖିଥିଲେ ଲିପ୍ସା

ଏବଂ ସେ ନିଜ କୁନି ପୁତୁରାଙ୍କ ସହ ବହୁତ ସମୟ ଖେଳୁଥିବାର ମଧ୍ୟ ନଜରରେ ଆସିଛନ୍ତି।ବର୍ତ୍ତମାନ ସମୟରେ ଲିପ୍ସା ମିଶ୍ର ବିବାହ କରିନାହାନ୍ତି।ଏବଂ ସେ ତାଙ୍କ ଭଉଣୀଙ୍କ କୁନି ପୁଅକୁ ଧରି କିଛି ଫଟୋ ସେୟାର କରିଛନ୍ତି।ତେବେ ଏହି ସବୁ ଫଟୋ ଅନେକ ମାତ୍ରାରେ ଭାଇରାଲ ହୋଇଛି।

Leave a Reply

Your email address will not be published. Required fields are marked *