ବର୍ତମାନ ର ବଡ ଖବର – ମାଡି ଆସୁଛି ବାତ୍ୟା ଫେଲିସିଆ – ଦେଖନ୍ତୁ କେବେ ବାତ୍ୟା ହେବ ଓ ଓଡିଶା ଉପରେ ପ୍ରଭାବ ପଡିବ ନ ନାହିଁ ଜାଣି ରଖନ୍ତୁ..

Spread the love

ଆସନ୍ତା ବୁଧବାର ଗଭୀର ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।ତେବେ ବାତ୍ୟା ଫେଲିସିଆ ପ୍ରଶାନ୍ତ ମହାସାଗରରେ ଧୀରେ ଧୀରେ ନିଜର ବଳ ଗୋଟାଇବାରେ ଲାଗିଛି।ଏହାର ବେଗ ବର୍ତ୍ତମାନ ଘଣ୍ଟା ପ୍ରତି ୧୫ କିମି ରହିଛି।ଏହା ପ୍ରତି ଘଣ୍ଟାରେ ୧୫ କିମି ବେଗରେ ଗତି କରି ଭୁ ପୃଷ୍ଠ ଆଡ଼କୁ ଗତି କରୁଥିବାର ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି।ଏହା ଆମେରିକାର ହିଲୋ ପ୍ରାନ୍ତରୁ ୨୧୨୦ ମାଇଲ ଓ କାଲିଫର୍ଣ୍ଣିଆ ଉପକୂଳରୁ ପ୍ରାୟ ୧୦୩୦ କିମି ଦୂରରେ ରହିଛି ବୋଲି କହିଛି ପାଣିପାଗ ବିଭାଗ।

ତେବେ ବାତ୍ୟା ବର୍ତ୍ତମାନ ଯେଉଁ ସ୍ଥାନରେ ରହିଛି ସେହି ସ୍ଥାନରେ ବର୍ତ୍ତମାନ ପବନର ବେଗ ରହିଛି ଘଣ୍ଟା ପ୍ରତି ୨୫ କିମି।ତେବେ ଏହା ସ୍ଥଳ ଭାଗରେ ମାଡ଼ ହେବା ପରେ ପ୍ରାୟ ୨୦୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରା ଯାଇଛି।ଏହା ସହିତ ସରକାର ଜନସାଧାରଣଙ୍କୁ ପୂର୍ବରୁ କିଛି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଏହି ବାତ୍ୟା ଭୟଙ୍କର ଅବପାତର ରୂପ ନେବାର ସମ୍ଭାବନା ରହିଥିବାରୁ ଅନେକ ଲୋକ ଚିନ୍ତା ପ୍ରକାଶ କରିଛନ୍ତି।ତେବେ ଏହି ଅବପାତ କେତେ ଭୟଙ୍କର ହେବ ତାହାର କିଛି ପୂର୍ବାନୁମାନ କରାଯାଇ ନାହିଁ।ତେବେ ଏହି ସମସ୍ତ ପରେ ମଧ୍ୟ ସରକାର ସମସ୍ତ ଜନତାଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ସରକାର ସମସ୍ତଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ତେବେ କିଛି ପାଣିପାଗ ବିଶେଷଜ୍ଞ କହିଛନ୍ତି କି ଏହି ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଛି।ଏହା ସ୍ତଲଭାଗକୁ ଛୁଇଁବା ପୂର୍ବରୁ ହିଁ ଦୁର୍ବଳ ହୋଇ ସମୁଦ୍ର ମଧ୍ୟରେ ଶେଷ ହୋଇ ଯାଇ ପରେ।ସେଥିପାଇଁ ଅଧିକ ବିପଦ ନଥିବା କଥା କହିଛନ୍ତି ପାଣିପାଗ ବିଶେଷଜ୍ଞ।

କିନ୍ତୁ ଏହା ପରେ ମଧ୍ୟ ଜନସାଧାରଣଙ୍କୁ ସଚେତନ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।କାରଣ ଏହା ଏକ ପ୍ରାକୃତିକ ବିପର୍ଜୟ ହୋଇ ଥିବାରୁ ଏହା ଉପରେ କୌଣସି ନିର୍ଦ୍ଧିଷ୍ଟ କଥା କହି ହେବ ନାହିଁ।ସେଥିପାଇଁ ସରକାର ସମସ୍ତ ଜନତାଙ୍କୁ ସୁରକ୍ଷିତ ରହିବା ପାଇଁ କହିଛନ୍ତି।ଏହା ସହିତ ଯଦି କୌଣସି ବ୍ୟକ୍ତିଙ୍କର କଚ୍ଚା ଘର ରହିଛି ତେବେ ସେମାନେ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଏହି ବାତ୍ୟା ବର୍ତ୍ତମାନ ହାୱାଇ ଦ୍ଵିପ ଠାରୁ ବର୍ତ୍ତମାନ ଅନେକ ଦୂରରେ ଥିବାରୁ ଏହା ସ୍ଥଳଭାଗ ଉପରେ ଅଧିକ ପ୍ରଭାବ ପକାଇ ନପାରେ।ତେବେ କେନ୍ଦ୍ରୀୟ ମହାସାଗର ଅଞ୍ଚଳର ପ୍ରବେଶ କରିବା ପରେ ଏହା ଦୁର୍ବଳ ହୋଇଯିବ ବୋଲି ଅନେକ ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି।

ତେବେ ଏହି ବାତ୍ୟା ସ୍ଥଳ ଭାଗ ଠାରୁ ବର୍ତ୍ତମାନ ବହୁତ ଦୂରରେ ଥିବାରୁ ଏହା ଅଧିକ କ୍ଷତିକାରକ ନ ହୋଇପାରେ ବୋଲି ଅନେକ ମତ ଦେଇଛନ୍ତି।ତେବେ ସରକାର ଆବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସରକାର ନିଷ୍ପତି ନେଇଥିବା ଶୁଣା ଯାଉଛି।ସରକାର ଏହି ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ଥିବା ଶୁଣା ଯାଉଛି।

Leave a Reply

Your email address will not be published. Required fields are marked *