ଜ୍ୟୋତି ମିଶ୍ର,ମାମା ମିଶ୍ର ଓ ଉସାଶି ମିଶ୍ର ଅନେକ ବର୍ଷ ପରେ ଏକାଠି ହେଲେ – କାରଣ ଜାଣିଲେ ଆପଣ ମଧ୍ୟ ଖୁସିରେ ନାଚି ଉଠିବେ..

Spread the love

ଓଡ଼ିଶାର ପ୍ରାୟତଃ ପ୍ରତ୍ୟେକ ଲୋକ ଅଭିନୟ ଦେଖିବାକୁ ବହୁତ ଅଧିକ ଭଲ ପାଇଥାନ୍ତି।ତେବେ ସେମାନଙ୍କର କିଛି ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ରହିଛନ୍ତି।ଆମେ ସମସ୍ତେ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରିବାର ଦକ୍ଷତା ରଖିଛନ୍ତି।ଏହା ସହିତ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ମଧ୍ୟ ଅଟନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ବାନ୍ଧି ରଖିଥାନ୍ତି।ଏହା ସହିତ ସେ ଅନେକ ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ଜାଗା ବନାଇ ପାରିଛନ୍ତି।

ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ବାନ୍ଧି ରଖିଥାନ୍ତି।ଏହା ସହିତ ସେ ଓଲିଉଡ ଜଗତରେ ଏକ ଜଣା ଶୁଣା ନାମ।ଆମେ ଅଭିନେତ୍ରୀ ମାମା ମିଶ୍ରଙ୍କୁ ମଧ୍ୟ ବହୁ ଭଲ ଭାବରେ ଜାଣୁ।ସେ ଓଲିଊଡ୍ ଜଗତରେ ନିଜର ଏକ ସ୍ବତନ୍ତ୍ର ଧରଣର ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେ ଅନେକ ଦର୍ଶକଙ୍କ ପାଇଁ ଜଣେ ପ୍ରିୟ ଅଭିନେତ୍ରୀ ଅଟନ୍ତି।

ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ସେ ବର୍ତ୍ତମାନ ନିଜର ବିବାହ ପରେ ଅନେକ ଦିନ ହେବ ନିଜକୁ ଅଭିନୟ ଦୁନିଆରୁ ଦୂରେଇ ରଖିଛନ୍ତି।ଆମେ ସମସ୍ତେ ଜାଣୁ ସେ ହେଉଛନ୍ତି ଅଭିନେତା ସିଦ୍ଧାନ୍ତଙ୍କର ପତ୍ନୀ।ତେବେ ମାମା ମିଶ୍ର ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର ଅଭିନୟ କରିବାର ବିଶେଷ ଶୈଳୀ ପାଇଁ ବିଶେଷ ଭାବରେ ପରିଚିତ।

ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଥିଲେ।ଏହା ସହିତ ସେ ନିଜ ପାଇଁ ଅନେକ ସମ୍ମାନ ଅର୍ଜନ କରିସାରିଛନ୍ତି।ଏହା ସହିତ ଆମେ ଉସାସି ମିଶ୍ରଙ୍କୁ ମଧ୍ୟ ଭଲ ଭାବରେ ଜାଣୁ।ସେ ମଧ୍ୟ ନିଜର ଅଭିନୟ ଜିବନରେ ଅନେକ ଆଗକୁ ଆସି ପାରିଛନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଦର୍ଶକ ମାନଙ୍କ ପ୍ରିୟ ହୋଇ ପାରିଛନ୍ତି।

ସେମାନେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରାଇ ପାରିଛନ୍ତି।ଏହା ସହିତ ସେମାନଙ୍କର ବୈବାହିକ ଜୀବନ ବର୍ତ୍ତମାନ ଅନେକ ସୁଖମୟ ଅଛି।ତେବେ ସେମାନେ ସମସ୍ତେ ଏବେ ଏହି କିଛି ଦିନ ତଳେ ଏକାଠି ହୋଇଥିଲେ।ଅନେକ ବର୍ଷ ପରେ ଏହି ଅଭିନେତ୍ରୀ ମାନେ ଏକାଠି ହୋଇ ଥିବାର ଦେଖା ଯାଇଥିଲା।

ତେବେ ସେମାନେ ଏକାଠି ହେବା ପରେ ଅନେକ ମଉଜ କରୁଥିବାର ଦେଖା ଯାଇଥିଲା।ସମସ୍ତଙ୍କ ପାଇଁ ଏହା ଏକ ବହୁତ ବଡ଼ ଆଶ୍ଚର୍ଯ୍ୟର ବିଷୟ ଥିଲା।କାରଣ ପ୍ରାୟ ୨ ବର୍ଷ ପରେ ଏହି ସମସ୍ତ ଅଭିନେତ୍ରୀ ଏକାଠି ହୋଇଥିବାର ଦେଖା ଯାଇଥିଲା।ସେମାନେ ଅନେକ ସମୟ ପର୍ଯ୍ୟନ୍ତ ଏକାଠି ସମୟ ଅତିବାହିତ କରିଥିଲେ।

ଏହା ସହିତ ସମାନେ ସାଙ୍ଗ ହୋଇ ଭୋଜନ ମଧ୍ୟ କରିଥିଲେ।ତେବେ ଏହି ସମସ୍ତ ଅଭିନେତ୍ରୀ ବର୍ତ୍ତମାନ ନିଜକୁ ଅଭିନୟ ଦୁନିଆରୁ ଦୂରେଇ ରଖିଛନ୍ତି।ତେବେ ସେମାନେ ହୁଏତ ଆଉ ଅଭିନୟ ଦୁନିଆକୁ ନ ଫେରି ପାରନ୍ତି।ସେମାନଙ୍କର ଅଭିନୟ ବାସ୍ତବରେ ଦେଖିବାକୁ ଅନେକ ଆକର୍ଷିତ ହୋଇଥାଏ।

Leave a Reply

Your email address will not be published. Required fields are marked *