ଓଡ଼ିଆ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ରଙ୍କ ପୁଅ କୁ ଦେଖିଲେ ଆପଣ ବଡ ବଡ ଓଡ଼ିଆ ହିରୋଙ୍କୁ ମଧ୍ୟ ଭୁଲିଯିବେ – ତାଙ୍କ ଆଗେ ବଡ ବଡ ଓଡ଼ିଆ ହିରୋ ଫିକା ଅଟନ୍ତି – ଆପଣ ନିଜେ ଦେଖି ନିୟନ୍ତୁ ଏବେ

Spread the love

ଆମେ ସମସ୍ତେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଭଲଭାବରେ ଜାଣିଛୁ।ଏହା ସହିତ ଆମେ ଅଭିନେତ୍ରୀ ମାମା ମିଶ୍ରଙ୍କୁ ମଧ୍ୟ ଭଲଭାବରେ ଜାଣିଛୁ।ସେ ଦୁହେଁ ଅନେକ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି।ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୟରେ ଆମେ ସମସ୍ତେ ଜାଣିଥିବା।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ।ଏହା ସହିତ ସେ ଅନେକ ସୁପରହିଟ ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି।ସେ ନିଜକୁ ପ୍ରଥମେ ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ନିଜକୁ ପରିଚିତ କରାଇ ପାରିଥିଲେ।

ଏହା ସହିତ ଆମେ ସମସ୍ତେ ରଚନା ଓ ସିଦ୍ଧାନ୍ତ ଯୋଡିକୁ ବହୁତ ଭଲଭାବରେ ଜଣିଛେ।ସେ ମଧ୍ୟ ସିଦ୍ଧାନ୍ତଙ୍କ ସହିତ ଅନେକ ଫିଲ୍ମରେ ଅଭିନୟ କରିଥିଲେ।ସେ ସମୟର ସବୁଠୁ ଚର୍ଚିତ ଯୋଡି ଥିଲେ ଏହି ଦୁଇଜଣ କଳାକାର ଏମାନଙ୍କ ଅଭିନୟ ସମସ୍ତଙ୍କୁ ବେଶ ଭଲ ଲାଗେ |ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ଦିତୀୟ ବିବାହ କରିଥିଲେ।ଏହାପରେ ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ହୋଇଥିଲା।ସେ ୨୦୦୪ ମସିହାରେ ମାମା ମିଶ୍ରଙ୍କୁ ବିବାହ କରିଥିଲେ।

ତାଙ୍କ ପୁଅଙ୍କ ନାମ ହେଉଛି ସାଇସମର୍ଥ ଓ ତାଙ୍କ ଝିଅଙ୍କ ନାମ ହେଉଛି ସାଇଶ୍ରୀ।ତାଙ୍କ ପୁଅଙ୍କୁ ବର୍ତ୍ତମାନ ମାତ୍ର ୧୫ ବର୍ଷ ଓ ତାଙ୍କ ଝିଅକୁ ମାତ୍ର ୧୩ ବର୍ଷ।ତାଙ୍କ ପୁଅ ବର୍ତ୍ତମାନ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି।ତେବେ ସୂଚନାରୁ ଯାହା ଜଣା ପଡ଼ୁଛି ଯେ ପିତାଙ୍କ ଭଳି ସାଇସମର୍ଥଙ୍କର ମଧ୍ୟ ଅଭିନୟରେ ରୂଚି ରହିଛି।ସେ ଘରେ ରହି ମଧ୍ୟ ଅନେକ ସମୟରେ ଅଭିନୟ ଅଭ୍ୟାସ କରିଥାନ୍ତି ବୋଲି ସୂଚନା ମିଳିଛି।ତେବେ ସେ ମଧ୍ୟ କଣ ନିଜର ପିତାଙ୍କ ଭଳି ଅଭିନୟ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବେ।ଏହା ମଧ୍ୟ ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ।

ତେବେ ଯାହା ଜଣାପଡିଛି ସାଇସମର୍ଥଙ୍କୁ ଅଭିନୟ ଦେଖିବାକୁ ଓ ଅଭିନୟ କରିବାକୁ ବହୁତ ଭଲ ଲାଗେ।ତେବେ ସାଇସମର୍ଥ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର।ତେବେ ଯଦି ସେ ଓଲିଉଡ ଜଗତରେ ପାଦ ରଖନ୍ତି ତେବେ ସେ ମଧ୍ୟ ନିଜ ପିତାଙ୍କ ଭଳି ଅନେକ ନାମ କମାଇବେ।ଏହା ସହିତ ତାଙ୍କର ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଉଚ୍ଚ ମାନର ହୋଇଥିବ।ସିଦ୍ଧାନ୍ତ ବର୍ତ୍ତମାନ ସମୟରେ ସାଂସଦ ଅଛନ୍ତି।ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି।ତାଙ୍କ ପତ୍ନୀ ମାମା ମିଶ୍ର ମଧ୍ୟ ଅଭିନୟ ଠାରୁ ନିଜକୁ ଦୂରେଇ ରଖିଛନ୍ତି।

ତେବେ ତାଙ୍କ ପୁଅ ସାଇସମର୍ଥ ବଡ଼ ହୋଇ କେଉଁଥିରେ ନିଜର ଭବିଷ୍ୟତ ଆଗକୁ ବଢାଇବେ ସେହି ବିଷୟରେ ସେମାନେ କିଛି ନିର୍ଦ୍ଧିଷ୍ଟ ସୂଚନା ଦେଇ ନାହାନ୍ତି।ତେବେ ସେମାନେ ନିଜ ପୁଅର ଭବିଷ୍ୟ ନିଜ ପୁଅ ଉପରେ ଛାଡ଼ି ଦେଇଛନ୍ତି।ସେ ନିଜେ ନିଷ୍ପତି ନେବେ ଯେ ସେ କେଉଁ କ୍ଷେତ୍ରରେ ନିଜର ଭବିଷ୍ୟ ଗଢିବେ।ତେବେ ସିଦ୍ଧାନ୍ତ ମହାପାତ୍ର ଓ ମାମାଙ୍କ ଝିଅ ସାଇଶ୍ରୀ ଅଭିନୟ କ୍ଷେତ୍ରରେ ଅଧିକ ରୁଚି ଦେଖାଉ ନାହାନ୍ତି।ତେବେ ସେ ଏବେ ବହୁତ ଛୋଟ ଅଛନ୍ତି।ସେ ବଡ଼ ହୋଇ କଣ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *