ମନଟା Gote ଏମିତି ଜିନିଷ ସେଇଟା କେବେ ନା କେବେ କାହା ପାଖରେ ବନ୍ଧା ପଡ଼ିଯିବ ମୋ ମନ ବି ଜ୍ୟୋତି ମିଶ୍ର…

Spread the love

ମନଟା ଗୋଟେ ଏମିତି ଜିନିଷ ସେଇଟା ନିହାତି ଭାବରେ କେବେ ନା କେବେ କାହା ପାଖରେ ବନ୍ଧା ରହିଥିବ କଉ କ୍ଲାସ୍ମେଟକୁ ଦେଖିକି ହେଇଥିବ କିମ୍ବା ତମର କଉ ପଡିସା ଘରର କାହାକୁ ଦେଖିକି ହେଇଥିବ।ତେଣୁକରି ସମସ୍ତଙ୍କର ନିଶ୍ଚିତ ଭାବରେ କାହା ପାଖରେ ନା କାହା ପାଖରେ ରହିଥିବ ହେଲେ ଯେଉଁ ମାନେ କୁହନ୍ତି ଯେ

ନା ମୋର ମନ ମୁଁ କେବେ କାହାକୁ ଦେଇନି ସେ ନିହାତି ଭାବରେ ମିଛ କହୁଥିବେ। ଏମିତି କିଛି ଜ୍ୟୋତି ମିଶ୍ର କହିଥିଲେ।ମାଡ଼ମ ଆପଣଙ୍କର ଆଲବମ ବିଷୟରେ କଣ କହିବେ? ଜ୍ୟୋତି ମିଶ୍ର କହିଲେ କି, ସେତେବେଳେ ଲୋକ କହୁଥିଲେ ମାଡ଼ମ ପ୍ଲିଜ ଗୋଟେ ଆଲବମ,ଗୋଟେ ଆଲବମ ସେଥିପାଇଁ ମୁଁ ରାଜି

ହେଇକି କହି ଦେଲି ଚାଲ ଗୋଟେ ଆଲବମ କରି ଦେବା।ଆକ୍ଚୁଆଲି ମୁଁ କେବେ ଭାବି ନଥିଲି ଝୁଲଣ ମହାନ୍ତି ଏତେ ହିଟ ହେଇଯିବ। ମୋ ପାଇଁ ମଧ୍ୟ ବହୁତ ସର୍ପ୍ରାଇଜ ଭଳି ଥିଲା କିନ୍ତୁ ବହୁତ ଭଲ ଥିଲା ଆଉ ମୁଁ ଯେତେ ନାଚ ହେଲେ କରି ଦେବି ହେଲେ ମୁଁ କେବେ ଗୀତ ଗାଇ ପାରେନା ସେଥିପାଇଁ।

ଗାଇବା ପାର୍ଟ ଟା ତମେ ହିଁ କର ଆରମ୍ଭରେ ତମେ ବହୁତ ଭଲ ଗାଇଲ। ତମେ ମତେ ସବୁ କଠିନ କଠିନ ଗୀତ ଗୁଡ଼ା ଗାଇବା ପାଇଁ କହୁଛ। ଆପଣ ବହୁତ ବଢିଆ ଗୀତ ମଧ୍ୟ ଗାଇ ପାରୁଛନ୍ତି ହେଲେ ମାଡ଼ମ ପ୍ରକୃତରେ ଆପଣଙ୍କର ମନ କେବେ କାହା ପାଖରେ ରହିଛି କି?ଦେଖନ୍ତୁ ମନଟା ଗୋଟେ ଏମିତି

ଜିନିଷ ସେଇଟା ନିହାତି ଭାବରେ କେବେ ନା କେବେ କାହା ପାଖରେ ଗୋଟେ ନିହାତି ଭାବରେ ରହିଥିବ ରହିଥିବ। କଉ କ୍ଲାସ୍ମେଟକୁ ଦେଖିକି ହେଇଥିବ କିମ୍ବା ତମର କଉ ପଡିସା ଘରର କାହାକୁ ଦେଖିକି ହେଇଥିବ ।ତ ସେଥିପାଇଁ ନିଶ୍ଚିତ ଭାବରେ ସେଇ ସମୟରେ ମୁଁ ଜଣଙ୍କୁ ଭଲ ପାଇଥିଲି ଆଉ ତାଙ୍କୁ ବିବାହ ମଧ୍ୟ କରିଥିଲି

ତେଣୁ ନିହାତି ଭାବରେ ମନ ରହିଛି ହେଲେ ଏବେ ମୋ ମନ ମୋ ପୁଅ ପାଖରେ ରହିଛି। ଏମିତି କିଛି ଜ୍ୟୋତି ମିଶ୍ର କହିଥିଲେ। ଆପଣଙ୍କ ପୁଅଙ୍କ ନାଆଁ କଣ ଆଉ ସେ ଏବେ ଜଉ କ୍ଲାସରେ ପାଠ ପଢୁଛନ୍ତି? ଜ୍ୟୋତି ମିଶ୍ର କହୁଛନ୍ତି ମୋ ପୁଅ ନା ହଉଛି କ୍ରିସେଶ ଆଉ ସେ ଏବେ ଏକାଦଶରେ ପଢୁଛି।

Leave a Reply

Your email address will not be published. Required fields are marked *