ବିବାହର ମାତ୍ର ଦୁଇ ମାସ ପରେ ଖୁସି ଖବର ଦେଲେ Jacklin Parida,କହିଲେ ଏଭଳି କଥା ଯେ ଖୁସିରେ ନାଚି ଉଠିଲେ ତାଙ୍କ ସ୍ୱାମୀ ଅରବିନ୍ଦ

Spread the love

ସାଙ୍ଗମାନେ ଆପଣମାନେ ତ ନିଶ୍ଚୟ ଭାବରେ ଓଡ଼ିଆ ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ।ଏବଂ ଏହାର ଆପଣ ଆନନ୍ଦ ମଧ୍ୟ ଉପଭୋଗ କରୁଥିବେ।ଏହା ସହିତ ଓଡ଼ିଆ ସିରିଏଲ ଆପଣଙ୍କୁ ନିହାତି ଭାବରେ ପସନ୍ଦ ମଧ୍ୟ ଆସୁଥିବ।ବର୍ତ୍ତମାନ ସମୟରେ ଏହି ଓଡ଼ିଆ ସିରିଏଲର କ୍ରେଜ ସବୁଠାରୁ ଅଧିକ ବଢିଗଲାଣି।ଏହାକୁ ଅଧିକରୁ ଅଧିକ ଲୋକ ଦେଖିବା ସହିତ ମଜା ମଧ୍ୟ ନେଉଛନ୍ତି।ଅନେକରୁ ଅନେକ ଭଲ ଭଲ ସିରିଏଲ ମଧ୍ୟ ପ୍ରସାରିତ ହେଉଛି।ଓଡ଼ିଆ ସିରିଏଲ ଜଗତର ଫ୍ୟାନବେସ ମଧ୍ୟ ଅଧିକ ଅଛନ୍ତି।ଓ ଏହି ଫ୍ୟାନ ମାନଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଏହାର ଏକ କାରଣ ହେଉଛି ଏହି ସବୁ ସିରିଏଲର କାହାଣୀ ଅତ୍ୟନ୍ତ ରୋମାଞ୍ଚକର ଅଟେ।ଏହି କାହାଣୀ ଦ୍ୱାରା ଏହି ଫିଲ୍ମ ଦର୍ଶକ ମାନଙ୍କୁ ସିରିଏଲ ସହିତ ଯୋଡି ରଖିଥାଏ।ଏବଂ ଦ୍ୱିତୀୟରେ ହେଉଛି ଏହି ସିରିଏଲରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ।ସେମାନେ ବର୍ତ୍ତମାନ ସମୟରେ ଖୁବ ସୁନ୍ଦର ଅଭିନୟ କରିବା ସଙ୍ଗେ ସଙ୍ଗେ ଦର୍ଶକ ମାନଙ୍କ ହୃଦୟ ଜିତିପାରୁଛନ୍ତି।

ସେମାନଙ୍କ ଅଭିନୟ ମଧ୍ୟ ବାସ୍ତବ ଲାଗିବା ଦ୍ୱାରା ଦର୍ଶକମାନେ ସିରିଏଲ ସହିତ ଅତି ମାତ୍ରାରର ଯୋଡି ହୋଇପାରିଛନ୍ତି।ଏହି ସବୁ ସିରିଏଲର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ମଧ୍ୟ ଫ୍ୟାନବେସ ଅଧିକ ରହିଛି।ସେମାନଙ୍କୁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି କାରଣ ସେମାନଙ୍କ ଯୋଗୁ ସିରିଏଲଟି ଦର୍ଶକ ମାନଙ୍କୁ ଅଧିକ ଆକର୍ଷଣୀୟ ଲାଗିଥାଏ।

ଏହି ସବୁ ସିରିଏଲ ମାନଙ୍କ ମଧ୍ୟରୁ ଅନେକ ଏପରି ଯୋଡି ରହିଛନ୍ତି ଯେଉଁ ମାନଙ୍କ ଚର୍ଚ୍ଚା ସବୁଆଡେ ଚାଲିଥାଏ।ସେମାନଙ୍କ ମଧ୍ୟରୁ ଅନ୍ୟତମ ଯୋଡି ହେଉଛନ୍ତି ଜାଙ୍କଲୀନ ଏବଂ ଅରବିନ୍ଦ।ଆପଣମାନେ ତ ଜାଙ୍କଲିନ ଏବଂ ଅରବିନ୍ଦଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ତାଙ୍କ ଯୋଡି ଓଡ଼ିଆ ସିରିଏଲ ଜଗତର ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡି ଅଟେ।ଆପଣ ତ ଜାଣିଥିବେ ଏହି କିଛି ମାସ ଆଗରୁ ସେମାନଙ୍କ ବିବାହ ହୋଇଥିଲା।

ସେବେଠାରୁ ଜାଙ୍କଲିନ ଏବଂ ଅରବିନ୍ଦ ଓଡ଼ିଆ ସିରିଏଲ ଜଗତର ସବୁଠାରୁ ଚର୍ଚ୍ଚିତ ଯୋଡି ପାଲଟିଯାଇଛନ୍ତି।ସେମାନେ ଖୁବ ସୁନ୍ଦର ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଅଟନ୍ତି।ସେମାନଙ୍କ ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ।ଏବଂ ଏହି ଦୁଇ ଯୋଡି ବର୍ତ୍ତମାନ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଭାଇରାଲ ହେଉଛନ୍ତି।

ବର୍ତ୍ତମାନ ସମୟରେ ଯେଉଁ ଖବର ଆସିଛି ସେହି ଅନୁସାରେ ଅଭିନେତା ଅରବିନ୍ଦ ନିଜର ଜନ୍ମଦିନ ପାଳନ କରିଛନ୍ତି।ଏବଂ ତାଙ୍କ ଜନ୍ମଦିନର ପାଳନ କରିଛନ୍ତି ଉଭୟ ଜାଙ୍କଲୀନ ଏବଂ ଅରବିନ୍ଦ।ତାହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ସେହି ଭିଡିଓରେ ଅରବିନ୍ଦ କେକ କାଟୁଥିବା ବେଳେ ଜାଙ୍କଲୀନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏବଂ ଈଶ୍ୱର ତୁମର ମଙ୍ଗଳ କରନ୍ତୁ ବୋଲି ମଧ୍ୟ ଜଣାଇଛନ୍ତି।ଏହା ସହିତ ଉଭୟ ଖୁବ ଖୁସି ଥିବାର ନଜର ଆସିଛନ୍ତି।ଏବଂ ସେହି ଭିଡିଓରେ ଜାଙ୍କଲୀନ ଅରବିନ୍ଦଙ୍କୁ ଆଇ ଲଭ ୟୁ ବୋଲି ମଧ୍ୟ କହିଛନ୍ତି।ସେ କହିଥିଲେ ଯେ ମୁଁ ତୁମକୁ ବିବାହ କରି ବହୁତ ଖୁସି ରେ ଅଛି ଓ ଖୁବ ଶୀଘ୍ର ଆମ ପରିବାର ଆଗକୁ ବଢିବ ବୋଲି କହିଛନ୍ତି

Leave a Reply

Your email address will not be published. Required fields are marked *