ସେ ଅମାବାସ୍ୟା ରାତିରେ JCB ରେ ଖୋଳା ଯାଉଥିବା ରାତିର କଳା Kahani,ଶୁଣିଦେଲେ ଚମକି ପଡିବେ ଆପଣ,ଡର ରେ କହିବେ ବାବାରେ ଏମିତି କେମିତି ହେଲା

Spread the love

ସାଙ୍ଗମାନେ ଏହି ଘଟଣା ହେଉଛି ପାଖାପାଖି ଚାରି ବର୍ଷ ତଳର ଘଟଣା। ମୁଁ ଓ ରାଜୁ ମିଶି ନାଇଟ ଡିଉଟି କରୁଥିଲୁ।ଆମେ ଯେଉଁ। ଜାଗାରେ ଥିଲୁ ତାହା ଏକ ପାହାଡିଆ ଓ ଜଙ୍ଗଲ ଅଞ୍ଚଳ ଥିଲା।କିନ୍ତୁ ଅଚାନକ ରାଜୁର ଚାଲିଚଳନରେ କିଛି ପରିବର୍ତ୍ତନ ହେବାକୁ ଲାଗିଲା।ତେବେ ମୁଁ ରାଜୁକୁ ତାଗିଦ କରିବାରୁ ସେ କହିଲା ନା ଭାଇ ଆଗକୁ ଏପରି ଭୁଲ ହେବ ନାହିଁ।ଦିନ ମୁଁ ଦେଖିଲି ରାଜୁ କାମ ଜାଗା ଛାଡ଼ି ଏକ ଗଛ ପାଖରେ ଛିଡ଼ା ହୋଇଛି।

କିନ୍ତୁ ମତେ ପଛରୁ ଏକ ଶବ୍ଦ ଶୁଭିଲା ଓ ମୁଁ ଯେତେବେଳେ ପଛକୁ ଦେଖିଲି ତ ରାଜୁ ପାଣି ବୋତଲ ଧରି ଛିଡ଼ା ହୋଇଥିଲା। ମୁଁ ସେ ଗଛ ପାଖକୁ ଦେଖିଲି ଯେତେବେଳେ ସେଠାରେ ଆଉ କେହି ନାହାନ୍ତି। ମୁଁ ଯେତେବେଳେ ଜେସିବି ପାଖକୁ ଚାହିଁଲି ସେତେବେଳେ ଦେଖିଲି ସବୁ କାମ ସରିଯାଇଛି।ମୁଁ ସେଦିନ ରାତିରେ ବହୁତ ଅଜବ ଅନୁଭବ କଲି ଓ ନିଦ ମଧ୍ୟ ହେଲା ନାହିଁ।

କିନ୍ତୁ ତା ପରଦିନ ମୁଁ ଯେତେବେଳେ କାମ ପାଖରେ ଯାଇ ପହଁଚିଲି ସେତେବେଳେ ଇଞ୍ଜିନ ହଠାତ ବନ୍ଦ ହୋଇଗଲା।ତେଣୁ ମତେ ବାଧ୍ୟ ହୋଇ କାମ ଅଧାରେ ରଖିବାକୁ ପଡିଲା।ଇଞ୍ଜିନ ଖରାପ ହୋଇ ଯିବାରୁ ଆମେ ଘରକୁ ମଧ୍ୟ ଯାଇ ପାରିବୁ ନାହିଁ।ତେଣୁ ଆମେ ଦୁଇ ଜଣ ସେଠାରେ ଗାମୁଛା ପକାଇ ଶୋଇଗଲୁ।ଶୋଇବାର କିଛି ସମୟ ପରେ ମତେ ଏମିତି ଲାଗିଲା ଯେପରି ରାଜୁ କାହା ସହିତ କଥା ବାର୍ତ୍ତା ହେଉଛି।

ମୁଁ ଆଖି ଖୋଲି ଦେଖିବା ପାଇଁ ଚାହିଁଲି କିନ୍ତୁ ରାଜୁ ମୋ ଆଖିରେ ହାତ ପକେଇ ଦେଇ କହିଲା ପ୍ରଭାତ ଭାଇ ଭୁଲରେ ବି ଆଖି ଖୋଲ ନାହିଁ ନହେଲେ ବିନା ଭୁଲରେ ଜୀବନ ଚାଲିଯିବ।ତେବେ ତାର ସ୍ୱର ଓ ଥଣ୍ଡା ହାତରୁ ସଫା ସଫା ଜଣା ପଡ଼ିଥାଉ ଯାଏ କି ରାଜୁ ସାଥିରେ କିଛି ବଡ ଅଘଟଣ ହୋଇଛି। ମୁଁ ସେମିତି ତଳେ ପଡିଥାଏ ଓ ରାଜୁ କାନ୍ଦି କାନ୍ଦି ନିଜ ଜୀବନର ଭିକ୍ଷା ମାଗୁଥାଏ।

ପାଖାପାଖି ଦୁଇ ଘଣ୍ଟା ପରେ ରାଜୁ ଯେବେ ମୋ ଆଖିରୁ ହାତ ହଟେଇଲା ସେତେବେଳେ ମୁଁ ଯାହା ଦେଖିଲି ମତେ ବିଶ୍ୱାସ ହେଲା ନାହିଁ।ତାର ଦେହ ସୁଖିକି କଳାକାଠ ପଡ଼ି ଯାଇଥାଏ। ମୁଁ ରାଜୁକୁ ଏସବୁ ପଚାରିବାରୁ ସେ କହିଲା ଏଠାରେ ମୁଁ ରେବତୀ ନାମକ ଗୋଟିଏ ଝିଅକୁ ଭଲ ପାଉଥିଲି କିନ୍ତୁ ମୁଁ ପରେ ଜାଣିବାକୁ ପାଇଲି ଯେ ସେ ଗୋଟେ ପିଶାଚିନି ଓ ତାର ଶରୀର ଜଙ୍ଗଲର ଗୋଟେ ଜାଗାରେ ପୋତା ଯାଇଛି।

ସେ ମୋତେ ତା ସହ ନେବାକୁ ଚାହୁଁଚି।ତେବେ ଧୀରେ ଧୀରେ ମାଲିକ ବି ବୁଝିନେଲା ଯେ ଇଏ କୌଣସି ଅଦୃଶ୍ୟ ଶକ୍ତି ଦ୍ଵାରା କବଳିତ ହୋଇ ଯାଇଛି।ଦିନ ମୁଁ ଖବର ପାଇଲି ଯେ ରାଜୁର ମୃତ୍ୟୁ ହୋଇଗଲା ଓ ସେ କହୁଥାଏ ଯେ ଦୟାକରି ମୋ ପିଛା ଛାଡ଼ିଦିଅ। ମୁଁ ଏହି ବିଷୟରେ ବୁଝିବା ପରେ ଜାଣିବାକୁ ପାଇଲି ଯେ ଜଣେ ପିସାଚିନି ସୁନ୍ଦର ସ୍ତ୍ରୀ ରୂପ ନେଇ ଯବାନ ଟୋକା ମାନଙ୍କ ସହିତ ଶୋଷି ପିଉଥିଲା।

ତେଣୁ ବସ୍ତି ଲୋକମାନେ ତାକୁ ମାରିଦେଇ ତାକୁ ପୋତି ଦେଲେ।କିନ୍ତୁ ଆଜି ବି ତା ଆତ୍ମା ସେଠାରେ ଘୁରି ବୁଲେ ଓ ଯିଏ ତାକୁ ଦେଖେ ତା ମୃତ୍ୟୁ ସୁନିଶ୍ଚିତ। ତେବେ ଦର୍ଶକ ବନ୍ଧୁ ଏହା ସମ୍ପୂର୍ଣ ଭାବେ କାଳ୍ପନିକ ଅଟେ,ଏଥିରେ କୌଣସି ପ୍ରକାର ସତ୍ୟତା ନାହିଁ ଓ ଆମେ ମଧ୍ୟ କୌଣସି ପ୍ରକାର ଭୁତ ପ୍ରେତ ବିଶ୍ୱାସ କରୁ ନାହୁଁ

Leave a Reply

Your email address will not be published. Required fields are marked *