ହୃଦୟ ଜିତିଲା ଏହି ଆଦିବାସୀ ମାଉସୀ ଙ୍କ ନାଚ,ଓଡ଼ିଶାର Million ଲୋକ ନାଚ ଦେଖିକି କରୁଛନ୍ତି ଜୋରଦାର ପ୍ରଶଂସା ଆପଣ ମଧ୍ୟ ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ଏବଂ ଏକ ଜବରଦସ୍ତ ଖବର ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣ ମାନେ ଅନେକ ଭାଇରାଲ ଭିଡିଓରେ ଦେଖିଥିବେ ଅନେକ ଲୋକ ନିଜ ନିଜର କଳା ଏବଂ ଜ୍ଞାନର ପ୍ରଦର୍ଶନ କରିଥାନ୍ତି।

କେହି ବ୍ୟକ୍ତି ଖୁବ ସୁନ୍ଦର ଗୀତ ଗାଉଥାଏ ତ କେହି ବ୍ୟକ୍ତି ସୁନ୍ଦର ଭବରେ ନାସିର ପ୍ରଦର୍ଶନ କରିଥାନ୍ତି।ଏହାକୁ ଅନେକ ଲୋକ ପସନ୍ଦ ମଧ୍ୟ କରିଥାନ୍ତି।ଏବଂ ସେହି କଳାକାର ମାନଙ୍କୁ ଅନେକ ପ୍ରଶଂସା ସୋସିଆଲ ମିଡିଆରେ ମଧ୍ୟ କରାଯାଇଥାଏ।ତେବେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ଏହିପରି ଏକ ଘଟଣା ବିଷୟରେ

ଯାହାକୁ ଶୁଣି ଆପଣ ଅତ୍ୟନ୍ତ ମାତ୍ରାରେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଏହି ପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୁଢ଼ୀ ମାଉସୀ ଖୁବ ସୁନ୍ଦର ନୃତ୍ୟ କରିବା ଦ୍ୱାରା ଦର୍ଶକ ମାନଙ୍କୁ ତାହା ବେସ ପସନ୍ଦ ଆସୁଛି।ଆପଣମାନେ ଆନେକ ସୁନ୍ଦର ସୁନ୍ଦର ନାଚର ପ୍ରଦର୍ଶନ ସୋସିଆଲ ମିଡିଆରେ ଦେଖିଥିବେ।

କିନ୍ତୁ ଏପରି ଜଣେ ବୟସ୍କ ବ୍ୟକ୍ତିଙ୍କୁ ଏତେ ଭଲ ଭାବରେ ନୃତ୍ୟ କରିବାର କେବେହେଲେ ଦେଖି ନଥିବେ।ସେହି ବୁଢ଼ୀ ମାଉସୀଙ୍କର ନୃତ୍ୟ କରିବା ଶୈଳୀ ଅତ୍ୟନ୍ତ ମନୋରମ ଅଟେ।ଏତେ ଅଧିକ ବୟସରେ ଏହିଭଳି ନୃତ୍ୟ କରିବା ବହୁତ କଷ୍ଟକର ହୋଇପଡିଥାଏ।ଯେଉଁ ବୟସରେ ବ୍ୟକ୍ତି ମାନେ ନିଜ ଖଟରୁ ଉଠିପରି ନଥାନ୍ତି ସେହି ବୟସରେ ଏହି ମାଉସୀ ଜଣଙ୍କ ଏତେ ଭଲ ନୃତ୍ୟ ପ୍ରଦର୍ଶନ କରି ନିଜ କଳାକୁ ପ୍ରଦର୍ଶିତ କରିପାରିଛନ୍ତି।

ତେବେ ଏହା ଅନେକ ଲୋକଙ୍କୁ ଖୁବ ପସନ୍ଦ ଆସୁଛି ଏବଂ ଅନେକ ଲୋକ ଏହାର ପ୍ରଶଂସା ମଧ୍ୟ କରୁଛନ୍ତି।ତେବେ ଏହି ଭିଡ଼ିଓ କୁ ଜଣେ ବରିଷ୍ଠ ସାମ୍ବାଦିକ ନିଜ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିବା ପରେ ଏହା ସମସ୍ତଙ୍କୁ ପସନ୍ଦ ଆସିଥିଲା

Leave a Reply

Your email address will not be published. Required fields are marked *