ତପସ୍ଵିନୀ ମହାଭାରତ DROUPADI ପରି ବୋଲି କାହିଁକି କହିଲେ, ଏଠି ଧୃତରାଷ୍ଟ୍ର କିଏ ଓ ସୁମିତ ଜେଜେମା ଙ୍କୁ ଏତେ ବଡ କଥା କହିଦେଲେ..ଦେଖନ୍ତୁ Video

Spread the love

ତେବେ ଆମ ରାଜ୍ୟରେ ବର୍ତ୍ତମାନ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନଙ୍କ ମଧ୍ୟରେ ବର୍ତ୍ତମାନ କଳହ ବହୁତ ଅଧିକ ବଢ଼ି ସାରିଲାଣି।ଏହା ସହିତ ସେମାନଙ୍କ ମଧ୍ୟରେ ବର୍ତ୍ତମାନ କଳହ ବହୁତ ବଢିବା କାରଣରୁ ସେମାନଙ୍କର ଏହି କଥା ବର୍ତ୍ତମାନ ବାଟରେ ପଡ଼ି ହାଟରେ ଗଡ଼ିବାକୁ ଲାଗିଛି।ଏହା ସହିତ ବର୍ତ୍ତମାନ ଏହି ଘଟଣାରେ ଆଉ କିଛି ମଧ୍ୟ ନୂଆ ମୋଡ଼ ନେବାରେ ଲାଗିଛି।

ତେବେ ବର୍ତ୍ତମାନ ଆଉ କିଛି ଲୋକ ଏହା ଉପରେ ମଧ୍ୟ ଭିନ୍ନ ଭିନ୍ନ ମତ ଦେବା ଆରମ୍ଭ କରି ସାରିଲେଣି।ତେବେ ଜଣେ ମହିଳା ଏହାକୁ ନେଇ କହିଛନ୍ତି କି ବର୍ତ୍ତମାନ ତପସ୍ଵିନୀ ମହାଭାରତର ଦ୍ରୌପଦୀ ପରି ରହିଛନ୍ତି।ସେ ନ୍ୟାୟ ପାଇବା ପାଇଁ ବର୍ତ୍ତମାନ ନିଜର ପତି ଡକ୍ଟର ସୁମିତଙ୍କ ଘର ସମ୍ମୁଖରେ ବସି ରହିଛନ୍ତି।

ଏହା ସହିତ ସେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇ ବର୍ତ୍ତମାନ ମହାଭାରତର ଦ୍ରୌପଦୀ ପରି ସେହିପରି ଭାବରେ ନ୍ୟାୟ ପାଇବା ପାଇଁ ବସି ରହିଛନ୍ତି।ଏହା ସହିତ ସେ ବର୍ତ୍ତମାନ ନ୍ୟାୟ ପାଇବା ପର୍ଯ୍ୟନ୍ତ ସେହିପରି ଭାବରେ ନିଜର ଜିଦରେ ଅଟଳ ରହିବେ ବୋଲି ମଧ୍ୟ ଜଣା ପଡ଼ିଛି।

ତେବେ ଡକ୍ଟର ସୁମିତଙ୍କ ପରିବାର ଲୋକ ମଧ୍ୟ ବର୍ତ୍ତମାନ ଏହି ଘଟଣାକୁ ନେଇ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସେମାନେ ବର୍ତ୍ତମାନ ଏହି ଘଟଣା ପରେ ବର୍ତ୍ତମାନ ଘରୁ ବାହାରକୁ ମଧ୍ୟ ବାହାରି ପାରୁ ନାହାନ୍ତି।ତେବେ ଡକ୍ଟର ସୁମିତଙ୍କ ଜେଜେମା ବର୍ତ୍ତମାନ ସର ଶଯ୍ୟାରେ ରହିବା ଭଳି ବର୍ତ୍ତମାନ ରହିଛନ୍ତି।

ଏହା ସହିତ ବର୍ତ୍ତମାନ ପ୍ରମିଳା ମାଉସୀ ମଧ୍ୟ ତପସ୍ୱିନୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ବର୍ତ୍ତମାନ ସେ ମଧ୍ୟ ଅପେକ୍ଷା କରି ରହିଛନ୍ତି।ତେବେ ବର୍ତ୍ତମାନ ସମସ୍ତ ଜନତା ମଧ୍ୟ ପ୍ରଜା ଭାବରେ ବର୍ତ୍ତମାନ ନ୍ୟାୟ ପାଇବା ପାଇଁ ବର୍ତ୍ତମାନ ଅପେକ୍ଷା କରି ରହିଛନ୍ତି।ଏହା ସହିତ ଉପଯୁକ୍ତ ନ୍ୟାୟ ପାଇବା ପାଇଁ ବର୍ତ୍ତମାନ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ତେବେ ବର୍ତ୍ତମାନ ଅନେକ ଲୋକ ଏହା କହିଛନ୍ତି କି ତପସ୍ଵିନୀ ଯେଉଁ ନ୍ୟାୟ ଆଶାରେ ବର୍ତ୍ତମାନ ଅପେକ୍ଷା କରି ରହିଛନ୍ତି ସେ ବର୍ତ୍ତମାନ ନ୍ୟାୟ ପାଇ ପାରିବେ କି ନାହିଁ ଏହା ମଧ୍ୟ ଏକ ବହୁତ ବଡ଼ ପ୍ରଶ୍ନର ବିଷୟ ଅଟେ।ତେବେ ତପସ୍ଵିନୀ ବର୍ତ୍ତମାନ ନ୍ୟାୟ ପାଇବେ କି ନାହିଁ ଏହା ବର୍ତ୍ତମାନ ଅନେକ ଲୋକ ପ୍ରଶ୍ନ ମଧ୍ୟ କରିବା ଆରମ୍ଭ କରି ସାରିଲେଣି।

ତେବେ ସମସ୍ତେ ଏହା ଆଶା କରୁଛନ୍ତି କି ଏହି ଘଟଣାର ସମାଧାନ ଶୀଘ୍ର ହୋଇଯିବ।ଏହା ସହିତ ସମସ୍ତେ ଏହି ନୂତନ ବର୍ଷରେ କିଛି ଭଲ ଫଳ ପାଇବେ ବୋଲି ଅନେକ ଲୋକ ଆଶା କରି ରହିଛନ୍ତି।ତେବେ ବର୍ତ୍ତମାନ ଅନେକ ଲୋକ ତପସ୍ୱିନୀଙ୍କ ସପକ୍ଷରେ ରହିଥିବା ଜଣା ପଡ଼ୁଛି।ଏହା ସହିତ ତପସ୍ଵିନୀ ମଧ୍ୟ ଚୂଡାନ୍ତ ଶୁଣାଣି ଯାଏ ଡକ୍ଟର ସୁମିତଙ୍କ ଘର ସମ୍ମୁଖରେ ସେହିପରି ଭାବରେ ବସି ରହିବେ ବୋଲି ମଧ୍ୟ ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *