Asaani ବାତ୍ୟା ଓଡିଶା ମୁଁହା,ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା ରାଜ୍ୟରେ ଏହି ଦିନାତୁ ବଦଳିବ ପାଣିପାଗ,ହେବ ପ୍ରବଳ ବର୍ଷା..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ଏହା ବିଷୟରେ ଜାଣିବା ନିହାତି ଆବଶ୍ୟକ।କାରଣ ପାଣିପାଗ ବିଷୟରେ ଜାଣି ଆପଣ ନିଜେ ସତର୍କ ରହିବା ସହିତ ଆଗକୁ ଆସୁଥିବା ବିପଦକୁ ନେଇ ନିଜ ଆଖ ପାଖ ଲୋକଙ୍କୁ ମଧ୍ୟ ସତର୍କ କରିପାରିବେ।

ତେବେ ବର୍ତ୍ତମାନ ସମୟରେ ଓଡ଼ିଶାର ପାଣିପାଗକୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି।ଆମେ ଆଜି ସେହି ବିଷୟରେ ଚର୍ଚ୍ଚା କରିବା।ତେବେ ପାଣିପାଗକୁ ନେଇ ଆସିଲା ବଡ଼ ସୂଚନା।ଦାନା ବନ୍ଧୁଚି ବାତ୍ୟା।ଓଡିଶା ପାଖ ଦେଇ ଯିବ ବାତ୍ୟା।ତେବେ ମିଳିଥିବା ବିଶେଷ ସୂଚନା ଅନୁସାରେ ବଙ୍ଗୋପ ସାଗରରର ଦାନା ବନ୍ଧୁଛି ବାତ୍ୟା।

ଏହି ସମ୍ଭାବ୍ୟ ବାତ୍ୟା ଓଡିଶା ଉପକୂଳ ପାଖ ଦେଇ ଆଗକୁ ବଢିବ।ଏହା ବଙ୍ଗଳାଦେଶ ଏବଂ ପଶ୍ଚିମ ବଙ୍ଗ ସୀମା ଛୁଇଁବାର ସମ୍ଭାବନା ରହିଛି।ସେତେବେଳେ ଏହି ବାତ୍ୟା ଦୁର୍ବଳ ହୋଇଯାଇ ପାରେ।ଓଡିଶା ଉପରେ ଏହାର ପ୍ରଭାବକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି।ଓଡିଶାରେ ବର୍ଷା କିମ୍ବା ପବନ କିଛି ହେବ ନାହିଁ।

୨୪ ତାରିଖରେ ବର୍ଷା ଲାଗି ରହିବ।ସେତେବେଳେ ଏପରି ବର୍ଷା ହେବାଦ୍ୱାରା ନିର୍ବାଚନ ପାଗ ବିଗିଡିବା ଆଶଙ୍କା ରହିଛି।ଅପର ପକ୍ଷେ ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରକୋପ ଅସ୍ତ ବ୍ୟସ୍ତ କଲାଣି।ପାଞ୍ଚଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ଟପିଛି।ପାଣିପାଗର ସୂଚନା ଅନୁସାରେ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଗ୍ରୀଷ୍ମ ଲହରୀ ଛଟପଟ କରିବ।

ଆଜି ସୋନପୁର, ବୌଦ୍ଧ, ନବରଙ୍ଗପୁର, ନୟାଗଡ଼, ବାଲେଶ୍ଵର, ଝାରସୁଗୁଡା ଆଦି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ମଜବୁତ ହେବ।ତେବେ ଅନେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହା ସମ୍ପର୍କରେ ଅବଗତ କରାଯାଇଛି।ଏହା ସହିତ ଅଂଶୁଘାତ ମୁକାବିଲା କରିବା ନେଇ ଆବଶ୍ୟକ ପଦକ୍ଷେପ ନେବା କଥା କୁହାଯାଇଛି।

ତେବେ ଅନେକ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ରହିଛି।ସେଥିପାଇଁ ଆଇ ଏମ ଡି ବୈଜ୍ଞାନିକ କିଛି ପ୍ରଶ୍ନ କରି ନାହାନ୍ତି।ତେବେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇ ଲଘୁଚାପର ରୂପ ନେବ।ଓ ତାହା ୧୯ରେ ବାତ୍ୟାର ରୂପ ନେବ।ଆକଳନ ଅନୁସାରେ ଏହା ୨୩ ତାରିଖରେ ଉପକୂଳ ଛୁଇଁପାରେ।ଏହା ଓଡିଶା ଉପକୂଳରେ ଗତି କରିବ।କିନ୍ତୁ ଉପକୂଳରେ ଏହା ପହଂଚିବା ବେଳକୁ ତାହା ଦୁର୍ବଳ ହେବା ଅନୁମାନ କରାଯାଉଛି।ଆଗକୁ ସ୍ଥିତି ଅଧିକ ସ୍ପଷ୍ଟ ହେବା ପରେ ଅଧିକ ତଥ୍ୟ ମିଳିପାରିବ।

Leave a Reply

Your email address will not be published. Required fields are marked *