୧୫୦ ବର୍ଷ ହେଲା ଏହି ମନ୍ଦିର ର ରକ୍ଷା କରୁଛି ଏହି ଇଚ୍ଛାଧାରୀ ହାତୀ (Elephant),କଣ ରହିଛି ଏହାର ଅସଲ କାରଣ ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇଦେବ…

Spread the love

ରାଜସ୍ଥାନର ଜୟପୁର ଠାରେ ଥିବା ପବିତ୍ର ପ୍ରଭୁ ଏକଲିଙ୍ଗେଶ୍ୱର ଶିବ ମନ୍ଦିରରେ ଏପରି ଅନେକ ରହସ୍ୟ ରହିଛି ଯାହା ସମ୍ପର୍କରେ ଆପଣ ଜାଣିବା ପରେ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଏହି ମନ୍ଦିର ସହିତ ଅନେକ କଥା ଜଡ଼ିତ ହୋଇ ରହିଛି ଯାହା ସମସ୍ତଙ୍କୁ ଅନେକ ଭାବରେ ଆକର୍ଷିତ କରିଥାଏ।ତେବେ ଏହି ମନ୍ଦିର ସହିତ ଜଡ଼ିତ ହୋଇ ରହିଥିବା କିଛି ଅଦ୍ଭୁତ କଥା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ଏହି ମନ୍ଦିରରେ ଏକ ବିଶାଳ ହାତୀ ରହିଛି।

ଏହା ସହିତ ଏହି ହାତୀ ପ୍ରାୟ ଅନେକ ବର୍ଷ ତଳୁ ଏଠାରେ ରହି ଆସୁଛି।କିଛି ଲୋକଙ୍କ କହିବା ଅନୁସାରେ ଏହା ଏକ ଇଚ୍ଛାଧାରୀ ହାତୀ ଅଟେ।ଏହା ସହିତ ସେ ଏହି ମନ୍ଦିରର ରକ୍ଷା ଅନେକ ସମୟରୁ କରି ଆସୁଛି।ତେବେ ଏହି ମନ୍ଦିର ସହିତ ଅନେକ ଅଦ୍ଭୁତ କଥା ଜଡ଼ିତ ହୋଇ ରହିଛି।ତେବେ ଏହି ମନ୍ଦିର ଏକ ଶ୍ରାପିତ ମନ୍ଦିର ଅଟେ।

ସେହି କାରଣରୁ ଏହି ମନ୍ଦିରର ଦ୍ଵାରା ସବୁ ସମୟରେ ଖୋଲା ହୋଇ ରହି ନଥାଏ।ଏହା ସହିତ ଏହି ମନ୍ଦିର ସହିତ ଆଉ କିଛି କଥା ମଧ୍ୟ ଜଡିତ ହୋଇ ରହିଛି।ତେବେ ଏହି ମନ୍ଦିରର ଦ୍ବାର ବର୍ଷରେ କେବଳ ଥରେ ଖୋଲା ଯାଇଥାଏ।ଏହା ସହିତ ଏହି ମନ୍ଦିରର ଦ୍ବାର ଯେଉଁ ଏକ ବର୍ଷରେ ଥରେ ଖୋଲା ଯାଇଥାଏ ସେହି ସମୟରେ ଅନେକ ଭକ୍ତ ଏଠାକୁ ଆସି ଥାଆନ୍ତି।

ତେବେ ଏଠାରେ ସେହି ସମୟରେ ଭକ୍ତ ମାନଙ୍କ ଅନେକ ଭିଡ ଦେଖିବାକୁ ମିଳିଥାଏ।ଏହା ସହିତ ସେଠାରେ ଅନେକ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିବା ସହିତ ସେଠାରେ କିଛି ଭକ୍ତ ମାନେ ଆସି ଅନେକ ସମୟ ଧରି ପୂଜା ମଧ୍ୟ କରିଥାଆନ୍ତି।ଏହା ସହିତ ସେଠାରେ ଦାନ ପାତ୍ର ମଧ୍ୟ ଖୋଲା ଯାଇଥାଏ।

ତେବେ ସେଠାରୁ ପ୍ରାୟ ଦଶ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ବାହାରି ଥାଏ ତେବେ ଥରେ ଦୁଇଜଣ ଚୋର ସେଠାରେ ଚୋରି କରିବା ପାଇଁ ନିଷ୍ପତି ନେଲେ।ଏହା ସହିତ ଜଣେ ଚୋର ସେଠାରେ ହାତୀର ଧ୍ୟାନ ନିଜ ଆଡ଼କୁ ନେଇ ଆସିଥିଲା।ଯାହା ଫଳରେ ଆଉ ଜଣେ ଚୋର ମନ୍ଦିରର ତାଲା ଭାଙ୍ଗି ଭିତରକୁ ପଶି ଯାଇ ଥିଲା।

ତେବେ ମନ୍ଦିର ଭିତରକୁ ଯିବା ପରେ ସେହି ମନ୍ଦିରରେ କବାଟ ଆପେ ଆପେ ବନ୍ଦ ହୋଇ ଯାଇ ଥିଲା।ଏହା ସହିତ କବାଟ ବନ୍ଦ ହେବା ପରେ ଆଉ ଜଣେ ଚୋର ଭୟରେ ସେହି ସ୍ଥାନ ଛାଡି ଚାଲି ଆସିଥିଲା।ତେବେ ଏହାର ପରଦିନ ଯେତେବେଳେ ସେହି ମନ୍ଦିରର ଦ୍ଵାର ଖୋଲା ଯାଇଥିଲା

ସେହି ସମୟରେ ଅଚାନକ ଭାବରେ ସେହି ଭିତରେ ରହିଥିବା ଚୋର ଅନେକ ଯୋରେ ଚିତ୍କାର କରି ସେହି ମନ୍ଦିର ଭିତରୁ ବାହାରକୁ ଆସିଥିଲା।ତେବେ ଏହା ପରେ ସମସ୍ତେ ଜାଣି ଯାଇଥିଲେ କି ସେ ସେଠାକୁ ଚୋରି କରିବା ପାଇଁ ଆସି ଥିଲା।ଏହା ପରେ ତା ସହିତ କଣ ହୋଇଥିଲା ଏହା ସମସ୍ତେ ଜାଣି ଯାଇ ଥିଲେ।

Leave a Reply

Your email address will not be published. Required fields are marked *