ଓଡ଼ିଆ ଲୋକପ୍ରିୟ ଅଭିନେତା Mihir Das ଙ୍କ ଙ୍କ ପରିବାର କୁ ଆପଣ ଦେଖିଛନ୍ତି,ଦେଖିଲେ ଆପଣଙ୍କ ମଧ୍ୟ କହିବେ ସବୁଠୁ ସୁନ୍ଦର ପରିବାର

Spread the love

ଅଭିନେତା ମିହିର ଦାସଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତ ପାଇଁ ଏକ ଆଶୀର୍ବାଦ ଭଳି।ସେ ଆମ ଓଡ଼ିଆ ଅଭିନୟ ଜଗତ ପାଇଁ ଯେଉଁସବୁ ଅବଦାନ ଦେଇଛନ୍ତି ତାହା ସବୁଦିନ ପାଇଁ ଲୋକଙ୍କ ମନରେ ସ୍ମରଣୀୟ ହୋଇ ରହିବ।

ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତରେ ନିଜର ଏକ ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ତାଙ୍କର ଅଭିନୟ ପାଇଁ ସେ ଆମ ଓଡ଼ିଆ ଅଭିନୟ ଜଗତରେ ଅନେକ ଦିନ ଧରି ରାଜ କରିଥିଲେ।ତାଙ୍କର ଅଭିନୟ ପାଇଁ ସେ ଅନେକ ପୁରସ୍କାର ପାଇଥିଲେ।ଏହା ସହିତ ସେ ଏପରି ଅନେକ ଫିଲ୍ମ କରିଛନ୍ତି ଯାହା ଆଜିବି ଲୋକଙ୍କ ମନରେ ସବୁଦିନ ପାଇଁ ରହିବ।

ଏହା ସହିତ ସେ ନିଜର ଅଭିନୟ ପାଇଁ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ମନରେ ନିଜପାଇଁ ଏକ ସ୍ବତନ୍ତ୍ର ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ସେ ୧୯୭୯ ମସିହାରେ ଓଡ଼ିଆ ଅଭିନୟ ଜଗତରେ ନିଜର ପାଦ ଦେଇଥିଲେ।ଏହାପରେ ସେ ଅନେକ ସଫଳତା ପାଇବାରେ ସଫଳ ହୋଇ ପାରିଥିଲେ।ତାଙ୍କର ଅଭିନୟ ମାଧ୍ୟମରେ ସେ ଅନେକ ଲୋକଙ୍କ ମନ ଜିତି ପାରିଥିଲେ।

ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ଥିଲା ମଥୁରା ବିଜୟ।ସେ ଏପରି ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରି ଅନେକ ଦର୍ଶକ ମାନଙ୍କ ପ୍ରିୟ ହେବାରେ ସଫଳ ହୋଇ ପାରିଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ତାଙ୍କର ଏକ ପୁଅ ଓ ଏକ ଝିଅ ଅଛନ୍ତି।ତାଙ୍କର ପୁଅଙ୍କ ନାମ ହେଉଛି ଅମ୍ଳାନ ଦାସ।ଅଭିନେତା ମିହିର ଦାସ ପାଖାପାଖି ୧୩୦ ଟି ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଛନ୍ତି।

ତାଙ୍କର ପୁଅ ମଧ୍ୟ ପ୍ରାୟ ୮-୧୦ ଟି ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଛନ୍ତି।କିନ୍ତୁ ଏହାପରେ ସେ ଆଉ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିବାର ଆଉ ଦେଖା ଯାଉ ନାହାଁନ୍ତି।ତେବେ ତାଙ୍କର ଝିଅଙ୍କ ନାମ ହେଉଛି ସ୍ମିତା ଦାସ।ତେବେ ତାଙ୍କର ଏହି ଝିଅ ସୋସିଆଲ ମିଡିଆରେ ଅଧିକ ଦେଖା ଯାଆନ୍ତି ନାହିଁ।ସେଥିପାଇଁ ତାଙ୍କୁ ଅଧିକ ଲୋକ ଜାଣି ନାହାନ୍ତି।ଏହା ସହିତ ଏହା ଶୁଣିବାକୁ ମିଳୁଛି କି ସେ ମଧ୍ୟ ଅଭିନୟ କରିବାକୁ ପସନ୍ଦ କରନ୍ତି।

ତେବେ ଏକ ସାକ୍ଷାତକାର ରେ ମିହିର ଦାସ ନିଜେ ଖୁଲାସା କରିଥିଲେ ଯେ ତାଙ୍କର ବୋହୁ ଭୂମିକା ଙ୍କୁ ନିଜ ପୁଅ ମାନକ ଠାରୁ ଅଧିକ ଭଲ ପାଇଥାନ୍ତି ଓ ସେ ତାଙ୍କୁ ନିଜ ଝିଅ ବୋଲି ସବୁବେଳେ ଭାବନ୍ତି ଓ ତାଙ୍କ ବୋହୁ ମଧ୍ୟ ତାଙ୍କୁ ନିଜ ବାପା ବୋଲି ମାନେ

ତେବେ ସେ ଅଭିନୟ କରିବେ କି ନାହିଁ ଏହା ସମ୍ପର୍କରେ ଅଭିନେତା ମିହିର ଦାସ କିଛି ମଧ୍ୟ କହି ନାହାନ୍ତି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରୁଥିବାରୁ ସେ ଏବେ ମଧ୍ୟ କିଛି କିଛି ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ଅଭିନେତା ମିହିର ଦାସଙ୍କ ଝିଅ କେବେ ଅଭିନୟ ଜଗତକୁ ଆସୁଛନ୍ତି ଏହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *