ଆସିଗଲା ସବୁଠୁ ବଡ Laghuchapa,ସେପ୍ଟେମ୍ବର ମାସର ଆରମ୍ଭ ରୁ ଏହି ଜିଲ୍ଲା ଗୁଡିକ ରେ ଅତି ପ୍ରବଳ ବର୍ଷା ହେବ,ଏକ କାଳୀନ ୨ ଟି ଲଘୁଚାପ ଆସିବ ଓଡିଶାକୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡିଶାର ପାଣିପାଗକୁ ନେଇ କିଛି ବିଶେଷ ଖବର ବିଷୟରେ ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ବର୍ତ୍ତମାନ ସମୟରେ ଯେଉଁ ନୂତନ ଅପଡେଟ ଆସୁଛି ସେହି ଅନୁସାରେ ବଙ୍ଗୋପ ସାଗରରେ ଦୁଇ ଦୁଇଟି ଲଘୁଚାପକୁ ନେଇ।

ଆଇ ଏମ ଡି ଏବଂ ଆମ ଭାରତୀୟ ପାଣିପାଗ କେନ୍ଦ୍ର ଓ ଆମେରିକାର ପାଣିପାଗ କେନ୍ଦ୍ର ସଂସ୍ଥା ଯାହା କିଛି ଆକଳନ କରିଛିକି ଆସନ୍ତା ପାଞ୍ଚ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି ଯାହା ଆଗକୁ ଅଧିକ ଘନୀଭୂତ ହୋଇ ଲଘୁଚାପର ରୁପ ନେବ।ଆଇ ଏମ ଡିର ଆକଳନ ଅନୁସାରେ ଏକ ଲଘୁଚାପ ଅନୁସାରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଉଛି।

ଆଗକୁ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି।ଯାହାକି ଅଧିକ ଘନୀଭୂତ ମଧ୍ୟ ହୋଇପାରେ ଏହାଦ୍ୱାରା ବର୍ଷାର ପରିମାଣ ଖୁବ ଅଧିକ ପରିମାଣରେ ବୃଦ୍ଧି ପାଇବାର ସମ୍ଭାବନା ଅଛି।ଆପଣମାନେ ସମସ୍ତେ ଜାଣନ୍ତି ଅଗଷ୍ଟ ମାସ ସମୟରେ ଯେତେ ଅଧିକ ବର୍ଷା ଦରକାର ହୋଇଥାଏ ସେହିଭଳି ବର୍ଷା ଦେଖିବାକୁ ମିଳେନାହିଁ।

ବର୍ତ୍ତମାନ ସବୁଠାରୁ ଅଧିକ ଚିନ୍ତାର ବିଷୟ ଏହା ଯେ ୩୦ଟି ଜିଲାରୁ ୩୬ଟି ଜିଲାରେ ନିଆଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।ମରୁଡି ପରିସ୍ଥିତି ମଧ୍ୟ ନିହାତି ଉପୁଜିଛି ଏବଂ ବର୍ଷାର ପରିମାଣ ମଧ୍ୟ କମ ଦେଖିବାକୁ ମିଳିଛି।ବାରମ୍ବାର ପଛକୁ ପଛ ଲଘୁଚାପ ହୋଇ ଚାଲିଛି କିନ୍ତୁ ସେହି ପରିମାଣରେ ବର୍ଷା ଦେଖିବାକୁ ମିଳିଲା ନାହିଁ।

ଆଗକୁ ଯେଉଁ କୁହାଯାଉଛିଯେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରର ଯେଉଁ ଲଘୁଚାପ ସୃଷ୍ଟି ହେବ ତାହା ଅଵପାଦର ରୁପ ନେଉଛିକି ନାହିଁ ତାହା ଦେଖାଯିବ।ଏହା ଯୋଗୁ ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ ତାହା କୃଷକ ମାନଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରିବ।ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ କୃଷି କାର୍ୟ୍ଯ ସାରିଯାଇଛି ଏବଂ

ଯଦି ବର୍ଷା ହୁଏ ତେବେ କୌଣସି ଫଳପ୍ରଦ ହେବନାହିଁ ଏବଂ ଗୁଳୁଗୁଳି ଏବଂ ଗରମରୁ ଆମକୁ ତ୍ରାହି ମିଳିବ।ଆଗକୁ ଭଲ ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯେଉଁ ଜିଲାରେ ଭଲ ବର୍ଷା ହେବାର ଅଛି ସେହି ଜିଲ୍ଲା ଗୁଡିକ ମଧ୍ୟରୁ ସାତଟି ଜିଲ୍ଲା ମାନଙ୍କୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।କୋରାଫୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ରାୟଗଡା, ଗଜପତି ଏବଂ ନୂଆପଡା।

ଏହି ସବୁ ଜିଲ୍ଲା ମାନଙ୍କରେ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।ଏହାଛଡା ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡା ଏହି ସବୁ ଜିଲ୍ଲା ଗୁଡିକରେ ପାଗ କୋହଲା ରହିବା ସହିତ ହାଲ୍କା ଝିପି ଝିପି ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି।ମଝିରେ ମଝିରେ କିଛି ସମୟ ପାଇଁ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *