Sakalu ଉଠିବା ପରେ ଏହି ସମସ୍ତ ଜିନିଷ ଦେଖିଲେ ଆପଣଙ୍କର ଦିନ ସମ୍ପୂର୍ଣ୍ଣ ସୁଭମୟ ହୋଇଥାଏ,Surya ଉଦୟ ଆଗରୁ ଦେଖନ୍ତୁ ଏମାନଙ୍କ ମୁଁହ

Spread the love

ଆମ ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି ଅନେକ ଜିନିଷ ରହିଛି ଯାହାକୁ ସକାଳୁ ଉଠିବା ପରେ ଦେଖିବା ପରେ ଆମର ସମ୍ପୂର୍ଣ୍ଣ ଦିନଟି ସୁଭମୟ ହୋଇଥାଏ।ଏହା ସହିତ ସମ୍ପୂର୍ଣ୍ଣ ଦିନଟି ଶୁଭମୟ ହୋଇଥାଏ ଓ ଆପଣ ସେହି ଦିନ ଅନେକ ସଫଳତା ଓ ଶୁଭ ଖବର ପାଆନ୍ତି।ତେବେ ଆପଣ ଯଦି ସକାଳୁ ଉଠିବା ପରେ ଶଙ୍ଖ,ଘଣ୍ଟ କିମ୍ବା ଭଜନ ଶବ୍ଦ ଶୁଣିବାକୁ ପାଆନ୍ତି ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଶୁଭ ହୋଇଥାଏ।ଏହା ସହିତ ଆପଣଙ୍କର ସେହି ଦିନ କୌଣସି ସମସ୍ୟା ହୋଇ ନଥାଏ।

ଏହା ସହିତ ଆପଣ ଯଦି ସକାଳୁ ଉଠିବା ପରେ କୌଣସି ଦହି କିମ୍ବା କ୍ଷୀରରେ ପୂର୍ଣ୍ଣ ପାତ୍ର ଦେଖନ୍ତି ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଶୁଭ ହୋଇଥାଏ।ଏହା ସହିତ ଆପଣ ଯଦି ଏହିଦିନ କୌଣସି କାର୍ଯ୍ୟ କରନ୍ତି କିମ୍ବା କୌଣସି ଜାଗାକୁ ଯିବା ପାଇଁ ସେହି ଦିନ ବାହାରନ୍ତି ତେବେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ପୂର୍ଣ୍ଣ ହେବା ସହିତ ଆପଣଙ୍କ ଯାତ୍ରା ମଧ୍ୟ ଶୁଭ ହୋଇଥାଏ।

ଏହା ସହିତ ଆପଣ ସେହି ଦିନ କୌଣସି ପ୍ରକାରର ବିପଦର ମଧ୍ୟ ସମ୍ମୁଖୀନ ହୁଅନ୍ତି ନାହିଁ।ଏହା ସହିତ ସକାଳୁ ଉଠିବା ପରେ ଆପଣ ଯଦି ସମ୍ମୁଖରେ କୌଣସି ଭିକରିକୁ ଦେଖି ଥାଆନ୍ତି ତେବେ ଆପଣ ସେହି ଭିକାରୀ ଉପରେ କ୍ରୋଧିତ ହୁଅନ୍ତୁ ନାହିଁ ଏହା ସହିତ ଆପଣ ସେହି ଭିକରୀକୁ ଗାଳି ମଧ୍ୟ କରନ୍ତୁ ନାହିଁ।ଆପଣ ସେହି ଭିକାରିକୁ ଭଲ ଭାବରେ ବ୍ୟବହାର ଦେଖାନ୍ତୁ ଏହା ସହିତ ଆପଣ ସେହି ଭିକରୀଙ୍କୁ କିଛି ଦାନ କରନ୍ତୁ।

ଏପରି କରିବା ଫଳରେ ଆପଣ ସେହି ଭିକାରୀର ଆଶୀର୍ବାଦ ମଧ୍ୟ ପାଇ ପାରିବେ।ଏପରି କରିବା ଫଳରେ ଆପଣଙ୍କର ସମସ୍ତ ଅଟକି ରହିଥିବା ଟଙ୍କା ଫେରି ଆସିବ।ଏହା ସହିତ ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି କୌଣସି ବ୍ୟକ୍ତିଙ୍କୁ ଗୁଡ଼ ନେଇ ଯାଉଥିବାର ଦେଖିବେ ତେବେ ଆପଣ ଆଗକୁ ଅନେକ ସଫଳତା ପାଇବାକୁ ଯାଉଛନ୍ତି ଏହା ତାର ସଂକେତ ଦେଇଥାଏ।

ଏହା ସହିତ ଆପଣ ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଉଥାନ୍ତି ତେବେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତାର ସହିତ ପୂରଣ ହେବ।ଏହା ସହିତ ଆପଣ ଏହିଦିନ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ଓ ଆପଣଙ୍କ ସହିତ ଆପଣଙ୍କର ସମସ୍ତ ପରିବାର ଲୋକ ଅତ୍ୟନ୍ତ ମଧୁର ବ୍ୟବହାର କରିବେ।ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ କୌଣସି ବ୍ୟକ୍ତିଙ୍କୁ ପାଣି ନେଇ ଯାଉଥିବାର ଦେଖିବେ

ତେବେ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେବା ସହିତ ଆପଣ ସେହି ଦିନ ଅନେକ ସଫଳତା ପାଇବେ ଓ ଆପଣଙ୍କର ସମସ୍ତ କାର୍ଯ୍ୟ ମଧ୍ୟ ସଫଳ ହେବ।ଏହା ସହିତ ଆପଣ ଯଦି ଯାଉଥିବା ସମୟରେ କୌଣସି ବାଳକକୁ ହସୁଥିବାର ଦେଖିବେ କିମ୍ବା କୌଣସି ବ୍ୟକ୍ତିଙ୍କୁ ଫୁଲ ଓ ଫଳ ବିକ୍ରି କରୁଥିବାର ଦେଖିବେ ତେବେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ ଏହା ସହିତ ଆପଣ ସେହି ଦିନ ଯେଉଁ କାର୍ଯ୍ୟ କରିବେ ତାହା ସଫଳତାର ସହିତ ସମ୍ପୂର୍ଣ୍ଣ ହେବ।

Leave a Reply

Your email address will not be published. Required fields are marked *