ବଦନାମ ଗଳିର ଝିଅ Minu ନିଜେ କଲେ ଖୁଲାସା ସେ କାହିଁକି ବଦନାମ ହେଇଥିଲେ ? Sundari କାହିଁକି କହିଥିଲେ ମୁଁ କଣ ସୁନ୍ଦରୀ ନୁହେଁ?

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଯାତ୍ରା ଜଗତ ବିଷୟରେ କିଛି ବିଶେଷ ଖବର ଜାଣିବା।ଆପଣମାନେ ତ ଯାତ୍ରା ନିଶ୍ଚିତ ଭାବରେ ଦେଖୁଥିବେ।ଆପଣ ମାନଙ୍କ ମଧ୍ୟରୁ ଅନେକ ଏପରି ଲୋକ ଅଛନ୍ତି ଯେଉଁମାନେ ଯାତ୍ରାକୁ ଖୁବ ଭଲ ପାଇଥାନ୍ତି ଓ ନିଜର ଆଖ ପାଖ ଅଞ୍ଚଳରେ ହେଉଥିବା କୌଣସି ଯାତ୍ରା ଛାଡି ନଥାନ୍ତି।ଆଜିର ଏହି ଆର୍ଟିକିଲରେ ଆମେ ସେହି ଯାତ୍ରା ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିଷୟରେ।

ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ସେହି କଳାକାରଙ୍କ ନାମ ହେଉଛି ମିନୁ ମହାପାତ୍ର।ବର୍ତ୍ତମାନ ତାଙ୍କର ମଞ୍ଚ ମଞ୍ଜରୀ ପାର୍ଟି ଚାଲିଛି।ତାଙ୍କର ପ୍ରଥମେ ନେଗେଟିଭ କ୍ୟାରେକ୍ଟର ଥିଲା ବର୍ତ୍ତମାନ ଯେଉଁ ନାଟକ ଚାଲିଛି ସେଥିରେ କ୍ୟାରେକ୍ଟର ଭଲ ଭାବରେ ହୋଇନାହିଁ ଆଗକୁ ଜଣା ପଡିବ।

ସେ ଏହା ପୂର୍ବରୁ ଅନେକ ଯାତ୍ରାରେ ଅଭିନୟ କରିସାରିଛନ୍ତି।ତାଙ୍କ ଯାତ୍ରା କ୍ୟାରିଅର ୨୩ ୨୪ ବର୍ଷ ହୋଜଗଲାଣି ଓ ତାଙ୍କର ପ୍ରଥମ ପାର୍ଟି ତ୍ରିନାଥ ଥିଲା।ତାଙ୍କର ଡାଇଲଗ କହିବା କୌଣସି କଷ୍ଟ କଥା ନଥିଲା କିନ୍ତୁ ନାଚ କଷ୍ଟ ଥିଲା।ତାଙ୍କର ଯାତ୍ରା ଅନୁଷ୍ଠାନରେ ଗୁରୁଥିଲେ ବିମାଧର ଦାସ।ତାଙ୍କର ଅଶ୍ରୀବାଦ ଭଲ ପାଇବା ସବୁ ତାଙ୍କ ଉପରେ ରହିଛି।

ସେ ଯେତେବେଳେ ନାୟିକା ନାଟକ କରୁଥିଲେ ତାଙ୍କ ନାଟକ ମନ ଛୁଇଁଲା ଭଳି ଥିଲା।ଅନ୍ୟ ଏକ ଘୁଙ୍ଗୁର କାନ୍ଦୁଛି ନାଟକ ଥିଲା ଅରୁଣ ବାରିକଙ୍କର।ମାଣିକ ବୋଲି ଏକ ନାଟକ ଥିଲା ଏହିପରି ବହୁତ ଭଲ ଭଲ କ୍ୟାରେକ୍ଟର ଥିଲା।ତାହାପରେ ତାଙ୍କର ଆସିଥିଲା ନେଗେଟିଭ କ୍ୟାରେକ୍ଟର।ଏହି କ୍ୟାରେକ୍ଟରରୁ ଓଡ଼ିଶାର ଦର୍ଶକ ଚିହ୍ନିଲେ ଓ ଜାଣିଲେ।

ଏକ ନାଟକ ବଦନାମ ଗଳିର ଝିଅ ତାଙ୍କୁ ଅନେକ ଉପରକୁ ନେଇଛି।ଯାହାକି ଗାଁ ଗାଁ ସବୁର ଚର୍ଚ୍ଚାର ବିଷୟ ହୋଇଥିଲା।ଯେଉଁଠି ଦେଖିଲେ ସମସ୍ତେ ସବୁ ଜାଗାରେ ପ୍ରଶଂସା କରନ୍ତି।ସେ ମଧ୍ୟ ଆଗକୁ ପଜେଟିଭ କ୍ୟାରେକ୍ଟର କରିବାକୁ ଚାହୁଁନାହାନ୍ତି ଯେଉଁଥିରେ ତାଙ୍କୁ ଲୋକ ଚିହ୍ନିଛନ୍ତି ଓ ଜାଣିଛନ୍ତି ସେହି ନେଗେଟିଭ କ୍ୟାରେକ୍ଟର କରିବାକୁ ଚାହିଁଛନ୍ତି।

ଯାତ୍ରାକୁ ଆସିବା ତାଙ୍କ ପାଇଁ ଏକ ଚମତ୍କାର ଥିଲା।ଓ ଏହା ତାଙ୍କର ପ୍ରଥମରୁ ସ୍ୱପ୍ନ ଥିଲା ଏବଂ ଅଭିନୟ ପ୍ରତି ଦୁର୍ବଳତା ଥିଲା।ଏବଂ ଯାତ୍ରାପାଟିକୁ ଆସି ସେ ଅନେକ କିଛି ପାଇଛନ୍ତି।ସମସ୍ତିଙ୍କ ଜୀବନରେ କିଏ କତେବେଳେ କିଛି ପାଉଥିଲେ କେତେବେଳେ କିଛି ହରାଇଥାଏ।ଉଥାନ ପତନ ସବୁବେଳେ ଲାଗି ରହିଛି।ତାହାକୁ ଭାବି ବସିଲେ ମଧ୍ୟ ଠିକ ନୁହେଁ।ଜୀବନ ଅଛି ତ ଯନ୍ତ୍ରଣା ଅଛି ଓ ଜୀବନ ଅଛି ତ ଖୁସି ଆନନ୍ଦ ସବୁ କିଛି ଅଛି।ତାହାକୁ ଯିଏ ଖାପ ଖୁଆଈ ଚଳି ପାରିଲା ସେ ହିଁ ମଣିଷ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *