ଓଡ଼ିଆ ସବୁଠୁ ଲୋକପ୍ରିୟ ଅଭିନେତା Hara Patnaik ଙ୍କ ଝିଅ କୁ ଦେଖିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ,ଫିଲ୍ମ ରେ କାମ ନ କରିକି କାହିଁକି ଇଂଲଣ୍ଡ ରେ ରହୁଛନ୍ତି ସେ

Spread the love

ଓଲିଉଡ ଜଗତର ଭେଟେରାନ ଅଭିନେତା ହର ପଟ୍ଟନାୟକଙ୍କୁ ଆମେ ସମସ୍ତେ ଭଲଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାବାସୀଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି।ଏହା ସହିତ ସେ ପ୍ରାୟ ୭୦ ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଛନ୍ତି।ଯାହା କୌଣସି ସାଧାରଣ ଅଭିନେତା ପାଇଁ ସମ୍ଭବ ନୁହେଁ।ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଦର୍ଶକ ମାନଙ୍କ ମନରେ ଭୟର ସଂଚାର କରନ୍ତି।

ତାଙ୍କର ଅଭିନୟ ସର୍ବଦା ସମସ୍ତ ଓଡ଼ିଶାବାସୀଙ୍କର ପ୍ରିୟ ହୋଇ ରହିବ।ଏହି କିଛି ଦିନ ତଳେ ଏହି ପ୍ରସିଦ୍ଧ ଅଭିନେତାଙ୍କ ମୃତ୍ୟୁ ହୋଇ ଯାଇଥିଲା।ଯାହା ଫଳରେ ସମସ୍ତ ଓଡ଼ିଆ ଫିଲ୍ମ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ହୋଇଥିଲା।ଆମକୁ ଆଉ ତାଙ୍କ ଭଳି ଅଭିନେତା ମିଳିବେ ନାହିଁ।ସେ ଅଭିନୟ ସମୟରେ ନିଜକୁ ଏକ ଖଳନାୟକ ଭାବରେ ଦର୍ଶାଇ ଥାଆନ୍ତି।

ମାତ୍ର ସେ ନିଜର ପ୍ରକୃତ ଜୀବନରେ ସମ୍ପୂର୍ଣ୍ଣ ଅଲଗା।ସେ ନିଜର ପରିବାର ଓ ନିଜର ବନ୍ଧୁ ମାନଙ୍କର ଉପଯୁକ୍ତ ଯତ୍ନ ନେବା ସହିତ ସମସ୍ତଙ୍କୁ ବହୁତ ସ୍ନେହ ଓ ଆଦର କରି ଥାଆନ୍ତି।ସେ ପ୍ରକୃତରେ ଜଣେ ମହାନାୟକ ଥିଲେ।ଆମେ ସମସ୍ତେ ତାଙ୍କ ବିଷୟରେ ବହୁତ ଭଲ ଭାବରେ ଜାଣିଛୁ।କିନ୍ତୁ ଆମେ କେବେ ତାଙ୍କ ଝିଅଙ୍କ ବିଷୟରେ କେବେ କିଛି ଜାଣିବାକୁ ଚେଷ୍ଟା କରିଛେ କି? ନା ଆମେ ତାଙ୍କ ଝିଅ ବିଷୟରେ କେବେ କିଛି ଜାଣିବାକୁ ଚେଷ୍ଟା କରି ନାହୁଁ।

ଆମ ମଧ୍ୟରୁ ଅନେକ ଏହା ମଧ୍ୟ ଜାଣି ନଥିବେ କି ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି।ତେବେ ଚାଲନ୍ତୁ ଜାଣିବା ତାଙ୍କର ଝିଅ କଣ କରନ୍ତି।ତାଙ୍କର ଏକ ମାତ୍ର ଝିଅ ଅଛି।ତାଙ୍କର ଝିଅଙ୍କ ନାମ ହେଉଛି ସୁନୀତା ପଟ୍ଟନାୟକ।ସେ ବର୍ତ୍ତମାନ ଲଣ୍ଡନରେ ପାଠ ପଢ଼ୁଛନ୍ତି।ସେ ପିଲାବେଳୁ ଲଣ୍ଡନରେ ଏହି ପାଠ ପଢ଼ୁଛନ୍ତି ଯାହା ଫଳରେ ତାଙ୍କ ବିଷୟରେ କିଛି ଅଧିକ ଖବର ଆମ ପାଖରେ ନାହିଁ।

ତେବେ ସେ ମଝିରେ ମଝିରେ ଓଡ଼ିଶା ଆସି ଥାଆନ୍ତି।ସେ ନିଜର ପରିବାର ସହ କିଛି ସମୟ ବିତାଇବା ପାଇଁ ସେ ମଝିରେ ମଝିରେ ଆସି ଓଡ଼ିଶା ବୁଲି ଯାଇଥାନ୍ତି।ନିଜ ପିତାଙ୍କ ଦେହାନ୍ତ ସମୟରେ ସେ ଲଣ୍ଡନରେ ଥିଲେ।ନିଜ ପିତାଙ୍କ ବିୟୋଗ ଖବର ପାଇ ସେ ତୁରନ୍ତ ଲଣ୍ଡନ ଛାଡ଼ି ଚାଲି ଆସିଥିଲେ।ସେ କିଛି ଦିନ ପାଇଁ ଓଡ଼ିଶାରେ ରହିବା ପରେ ସେ ପୁଣି ଲଣ୍ଡନ ଚାଲି ଯାଇଛନ୍ତି।

ସେ ପୁଣି କେବେ ଓଡ଼ିଶା ଫେରିବେ ତାହା ଜଣା ପଡିନାହିଁ।ସେ ଲଣ୍ଡନରେ ରହି ବର୍ତ୍ତମାନ ସେଠାରେ ଓକିଲାତି ପଢୁଛନ୍ତି।ସେ ଭବିଷ୍ୟତରେ ଜଣେ ଓକିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି।ସେ ପିଲା ବେଳୁ ଗରିବ ଲୋକ ମାନଙ୍କ ସହ ଅନ୍ୟାୟ ହେବାର ଦେଖି ଏହାର ପ୍ରତିବାଦ କରନ୍ତି।ଯାହା ତାଙ୍କୁ ଓକିଲାତି ପଢିବାକୁ ଉତ୍ସାହିତ କରିଥିଲା।

ସେ ଓକିଲ ହୋଇ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି।ସେ ଜଣେ ଭଲ ମନର ବ୍ୟକ୍ତି।ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର।ତାଙ୍କୁ ଦେଖିଲେ କେହି ମଧ୍ୟ ମୋହିତ ହୋଇଯିବ।ତେବେ ସେ ନିଜର ଓକିଲାତି ପଢା ସାରିବା ପରେ ଓଡ଼ିଶା ଫେରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *