ବିବାହ କାମରେ ଯିବା ଆଗରୁ ଏହାକୁ ମୁହଁରେ ଲଗାନ୍ତୁ,ନିଜର ଚର୍ମକୁ ଗ୍ଲୋ Bleach କରନ୍ତୁ,ଚମକିବ ଆପଣଙ୍କ ଚେହେରା…

Spread the love

ଆମେ ଜାଣିଛେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଉତ୍ତମ ସ୍ୱାସ୍ଥ୍ୟ ଉତ୍ତମ ଜୀବନର ପରିଚୟ ହୋଇଥାଏ। ନିଜ ତ୍ୱଚାର ଯତ୍ନ ପାଇଁ ମଣିଷ ବହୁତ କିଛି ବାଟ ଅପଣେଇଥାଏ। ଗୋରା ଏବଂ ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତଙ୍କର ଇଛା ରହିଥାଏ। ଜୀବନର ପ୍ରତିଟି କ୍ଷେତ୍ରରେ ଉତ୍ତମ ସ୍ୱାସ୍ଥ୍ୟ ରହିବା ଏକାନ୍ତ ଆବଶ୍ୟକ। ସୌନ୍ଦର୍ଯ୍ୟ ଓ ସୁନ୍ଦରତା ଉଭୟ ପ୍ରତ୍ୟେକ ମଣିଷର ଅମୂଲ୍ୟ ରତ୍ନ ଅଟେ। ତେବେ ଆସନ୍ତୁ ଜାଣିବା କିପରି ନିଜ ସୌନ୍ଦର୍ଯ୍ୟକୁ ଗ୍ଲୋ କରିବେ।

ଯାହା ଶରୀରରୁ ଅଧିକ ତେଲ ବାହାରିଥାଏ କିମ୍ବା ଯାହାଙ୍କ ମୁଖର ଚର୍ମ ସଦାବେଳେ ତେଲୁଆ ରହିଥାଏ ,ତାଙ୍କ ମୁଖରେ ପ୍ରାୟତଃ ଏ ବ୍ରଣ ଦେଖାଯାଏ। ମୁହଁରେ କେମିକାଲ ଲଗାଇଲେ ,ତାହା ଚର୍ମକୁ ଖରାପ କରି ଦେଇଥାଏ। ପ୍ରଥମେ ଏକ ଆଳୁ ନେଇ ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତାହାକୁ ଭଲ ଭାବରେ ଛେଲି ଦିଅନ୍ତୁ।

ତାହାକୁ ଏକ ସଫା କପଡାରେ ରଖି ଭଲ ଭାବରେ ଚିପୁଡି ଦିଅନ୍ତୁ। ତାହାର ରସକୁ ଏକ ପାତ୍ରରେ ନେଇ ରଖନ୍ତୁ। ଅବଶିଷ୍ଟ ଚିପୁଡି ଥିବା ଅଂଶକୁ ମୁହଁରେ ଲଗାନ୍ତୁ। ଏହା ମୁହଁକୁ ଗ୍ଲୋ ଅଂଶ ଦେଇଥାଏ।ଏହାପରେ ଏକ ଟମାଟ ନିଅନ୍ତୁ। ଏହାକୁ ଭଲ ଭାବରେ ଧୋଇ ଛେଲି ଦିଅନ୍ତୁ ଏବଂ ଚିପୁଡି ଦିଅନ୍ତୁ।

ଏହାର ରସକୁ ନେଇ ଆଳୁ ରସ ସହ ମିଶାଇ ଏକ ପ୍ରଲେପ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ କିଛି ସମୟ ଲଗାଇ ରଖନ୍ତୁ ଏବଂ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏଥିରେ ଭିଟାମିନ-ସି ରହିଛି ଯାହା ମୁହଁକୁ ଗ୍ଲୋ ଦେଇଥାଏ। ଏଥିରେ ଆପଣ ନର୍ମାଲ ଗୋଲାପ ଜଳ ମଧ୍ୟ ବ୍ୟବହାର କରିପାରିବେ।

ଏହି ପ୍ରସ୍ତୁତ ପ୍ରଲେପ ଆପଣଙ୍କ ଶରୀରକୁ ନରମ ଏବଂ କୋମଳ ରଖିବା ସହିତ ଗ୍ଲୋ ମଧ୍ୟ କରିବ। କେମିକାଲ କ୍ରିମ ଆମ ଶରୀରକୁ ଖରାପ କରିଥାଏ ମାତ୍ର ଏହି ପ୍ରଲେପ ଶରୀରକୁ ନୂତନ ଚମକ ଦେଇଥାଏ। ଏହାକୁ ଲଗାଇଲେ ଆପଣଙ୍କ ଶରୀରରେ କୌଣସି ଦାଗ ରହିବ ନାହିଁ ଏବଂ ଶରୀରରେ ଚମକ ଧୀରେ ଧୀରେ ବଢିବ।

Leave a Reply

Your email address will not be published. Required fields are marked *