ମୁଁ ଶ୍ରୀୟାକୁ ଭଲ ପାଏ,Miss କରୁଛି,କାହିଁକି ଏଭଳି କଥା ବଦଳେଇଦେଲେ ନିଜେ ହୁମାନ ସାଗର…

Spread the love

ଆଜ୍ଞା ଆପଣ ଯାହା ଦେଖୁଛନ୍ତି ସେଇଟା ସତ ଆପଣ ନିଜ ଆଖିରେ ଯାହା ଦେଖୁଛନ୍ତି ସେଇଟା ନିଶ୍ଚିତ ଭାବରେ ସତ ହେଇଥିବ ଆଉ ଆମେ ସବୁ ଧର୍ମକୁ ସମ୍ମାନ କରୁ।ଆମେ କେବେ କଉ ଠାକୁରଙ୍କୁ ଅବମାନନା କରିନୁ କାହାକୁ ବାଧ୍ୟ କରିକି ଧର୍ମ ପରିବର୍ତ୍ତନ କରିବାଟା ଠିକ କାମ ନୁହଁ ଆଉ ଆମେ କାହାକୁ କାହାର ଜାତି ଧର୍ମ ବଦଳାଇବା ପାଇଁ ବାଧ୍ୟ

କରିବା ଆମର ଏସବୁ ଗୁଣ ନାହିଁ ଆଜ୍ଞା ଆଉ ମୁଁ ମାଆଙ୍କ ସହିତ କଥା ହେଇକି ଆମର ମତ ଆମେ ପୋଲିସଙ୍କୁ ଦେଇଛୁ ଆଉ ମୁଁ ତାଙ୍କୁ କହିଛି ଯେ ଆମେ ସମସ୍ତଙ୍କୁ ମିସ କରୁଛୁ ଶ୍ରୀୟାକୁ ଆମ ଛୁଆକୁ ସମସ୍ତଙ୍କୁ ମିସ କରୁଛୁ ହେଲେ ସେ ଦି ଦିନ ସମୟ ନେଇଛନ୍ତି ଦି ଦିନ ପରେ ସେ ତାଙ୍କର ମତ ଦେବେ ତାପରେ

ଯାହା କିଛି ହେବ ମୁଁ ଆପଣଙ୍କୁ କହିଦେବି।ଆପଣ ମାନେ ସମସ୍ତେ ମୋର ଗୁରୁଜନ ମାନେ ଆଉ ଆପଣ ମାନଙ୍କୁ ମୁଁ କଣ ମିଛ କହିବି,ଆକ୍ଚୁଆଲିରେ ମୁଁ ନିଜେ ଆଶ୍ଚର୍ଯ୍ୟ ହେଇଛି ଏସବୁ ଆଲିଗେସନ ଶୁଣିକି କିନ୍ତୁ ଯାହା ବି ହଉ ଆପଣ ମାନେ ମଧ୍ୟ ଅଛନ୍ତି ତେଣୁ ସବୁ କିଛି ଭଲ ହେବ। ଏମିତି କିଛି ହ୍ୟୁମାନ କହିଥିଲେ।

ସାର ଆପଣ ଶ୍ରିୟାଙ୍କୁ କେତେ ଭଲ ପାଆନ୍ତି?ହ୍ୟୁମାନ ସାଗର କହୁଛନ୍ତି କେତେ ଭଲ ପାଉ ମାନେ ଆମେ ସମସ୍ତେ ଭଲ ପାଉ କେବଳ ମୁଁ ନୁହଁ ମୋର ମା ଆଉ ମୋର ପରିବାର ସମସ୍ତେ ଆମେ ଭଲ ପାଉ ଆଉ କେବଳ ଶ୍ରୀୟାକୁ ଭଲ ପାଉ ସେକଥା ମଧ୍ୟ ନୁହଁ ଆମେ ତାଙ୍କର ପରିବାରର ସମସ୍ତଙ୍କୁ ଭଲ ପାଉ।

ସାର ଏଇ ଜଉ ଆପଣ ଆପଣଙ୍କ ସ୍ତ୍ରୀ ଆଉ ପିଲାଙ୍କୁ କେତେ ମିସ କରୁଥିଲେ? ହ୍ୟୁମାନ ସାଗର କହୁଛନ୍ତି ସେଇଟା ନିଜସ୍ଵ କଥା ଆପଣ ପୁଣି ପଚାରୁଛନ୍ତି, ଛାଡ଼ନ୍ତୁ ସେ ସବୁକୁ। ଆପଣ ଆପଣଙ୍କର ଫ୍ୟାନସ ମାନଙ୍କୁ କଣ ବାର୍ତ୍ତା ଦେବେ?ହ୍ୟୁମାନ ସାଗର କହିଲେ କି, ଦେଖନ୍ତୁ ଏଇଟା ଆମର ନିଜସ୍ୱ କଥା ଆଉ

ଫ୍ୟାନସ ମାନେ ହଉଛନ୍ତି ମୋ ପରିବାର ମୋ ଗୀତକୁ ସେମାନେ ଭଲ ପାଆନ୍ତି ମୋ ଓଡ଼ିଶା ବାସୀ ମୋ ଗୀତକୁ ଭଲ ପାଆନ୍ତି ଆଉ ମୁଁ ତାଙ୍କ ମାନଙ୍କ ପାଇଁ ମ- ରି- ବା ଯାଏ ଗୀତ ଗାଇବି। ବର୍ତ୍ତମାନ ଆପଣ ଆଉ କିଛି କହିବାକୁ ଚାହୁଁଛନ୍ତି କି?ହ୍ୟୁମାନ ସାଗର କହିଲେ ମୁଁ ଆମର କଥା କହି ସାରିଛି ପୋଲିସ ପାଖରେ।

Leave a Reply

Your email address will not be published. Required fields are marked *