ବାଙ୍ଗାଲୋରରେ ପ୍ରଥମ ଥର ଓଡ଼ିଆ ଯାତ୍ରା,Dhauli ଗଣନାଟ୍ୟ କରୁଛି ବଡ ଧମାଲ…

Spread the love

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବାହାର ରାଜ୍ୟରେ ଏବେ ପ୍ରଦର୍ଶିତ କରା ଯାଇଛି। ଏହା ଏକ ବଡ଼ କଥା।ଆଜି ଆମେ ଜାଣିବା ଏହା ବିଷୟରେ। ଆଜି ବହୁତ ଖୁସି ଲାଗୁଛି ବାଙ୍ଗାଲୋରରେ ଓଡ଼ିଶାର ପ୍ରତିଭା ପ୍ରଦର୍ଶିତ କରିବା ପାଇଁ ଯେଉଁ ଓଡିଆ ଭାଇ ମାନେ ବାଙ୍ଗାଲୋରରେ ଅଛନ୍ତି ପ୍ରଥମ ଥର ପାଇଁ ସୁଯୋଗ ଦେଇଥିଲେ ଧଉଳି ଗଣନାଟ୍ୟକୁ।

ଓଡିଶାର ପରମ୍ପରା, ଓଡିଶାର ଯାତ୍ରାର ପ୍ରଗତି ପାଇଁ ଏହା ଗୋଟିଏ ନୂଆ ରାସ୍ତା ଖୋଲି ଗଲା। ଏବେ ପ୍ରତି ବର୍ଷ ନିଶ୍ଚିତ ଭାବେ ଗୋଟିଏ ଦୁଇଟି ପାର୍ଟି ଆସି ବାଙ୍ଗାଲୋରରେ କଳା ପ୍ରଦର୍ଶନ କରିବେ। ବାଙ୍ଗାଲୋରବାସୀ ଯେଉଁମାନେ ଓଡିଶାରୁ ଆସିଅଛନ୍ତି ସେମାନେ ମନୋରଞ୍ଜନ କରିବେ।ବହୁତ ଖୁସି ଲାଗୁଛି ବହୁତ ଭଲ ଲାଗୁଛି

ଯେ ଏତେ ଭଲ ପାଇବା ଦେଉଛନ୍ତି।ହଜାର ହଜାର ଲୋକ ଆସି ଆଜି ଉପସ୍ଥିତ ହୋଇଛନ୍ତି।ସବୁ ଓଡ଼ିଶାବାସୀ ଓଡିଶାରେ ଯାତ୍ରା କଳାକୁ ଏମିତି ଦେଖୁ ଥାଆନ୍ତୁ। ତେବେ ୪ଟି ନାଟକ ହୋଇଛି। ୪ଟି ନାଟକ ହୋଇଛି ଏବେ। ଏହି ୪ଟି ଯାକ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଧରଣର ନାଟକ ହୋଇଛି।ଆଉ ବାଙ୍ଗାଲୋରରେ

ଓଡିଶାବାସୀ ମାନେ ଭଲ ପ୍ରଶଂସା ମଧ୍ୟ କରୁଛନ୍ତି। ଆଉ ଆପଣଙ୍କ ପ୍ରିୟ କଳାକାର ଗୌର ଦାସ ସମସ୍ତଙ୍କ ପ୍ରିୟ ହୋଇ ପାରିଛି ବାଙ୍ଗାଲୋରରେ। ଲୋକମାନେ ଏତେ ଯାତ୍ରା ଦେଖୁଛନ୍ତି କିନ୍ତୁ ବାଙ୍ଗାଲୋରରେ ଦର୍ଶକ ମାନେ ଏତେ ଉତ୍ସୁକ ଅଛନ୍ତି।ଧଉଳି ଗଣନାଟ୍ୟ ଏବେ ବାଙ୍ଗାଲୋରରେ ଯାତ୍ରା ପରିବେଷଣ କରୁଛି।

ଯାହା ହେଉ ଏହା ଓଡିଶାର ପରମ୍ପରାକୁ ଆଗକୁ ନେବା ପାଇଁ ରାସ୍ତା ଖୋଲି ଗଲା।ତେଣୁ ମୁଁ ଅନୁରୋଧ କରିବି କି ନିଶ୍ଚିତ ଭାବେ ଗୋଟିଏ ହେଉ କି ଦୁଇଟି ପାର୍ଟି ଆସି ବାଙ୍ଗାଲୋରରେ ଯାତ୍ରା ପରିବେଷଣ କରନ୍ତୁ।ଓଡିଶାର ଯାତ୍ରା କଳାକୁ ବାଙ୍ଗାଲୋର ମାଟିରେ ଯେଉଁ ପ୍ରଶଂସା ମିଳୁଛି ଏହା ଆମକୁ ବହୁତ ଆଗକୁ ନେବ।

ଏମିତି କିଛି ଜଣେ କହିଥିଲେ।ଆମେ ପ୍ରଥମରୁ ଏହା ଆରମ୍ଭ କଲୁ।ଆମକୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଅନେକ ଲୋକ ଆମକୁ ସାହାଯ୍ୟ କଲେ। ଆମ ଓଡ଼ିଆ ଲୋକ ମଧ୍ୟ ବହୁତ ସପୋର୍ଟ କଲେ। ଆମ ଓଡ଼ିଆ ଲୋକଙ୍କ ସଂସ୍କୃତି ବଞ୍ଚାଇ ରଖିବା ପାଇଁ ଆମେ ପ୍ରତି ବର୍ଷ ଏହି ଭଳି ଯାତ୍ରା ପରିବେଷଣ ହେବ।

ଆଶା କରୁଛୁ ଏହି ସବୁ ଶାନ୍ତିରେ ହୋଇଯିବ। ଆଉ ସବୁ ଓଡ଼ିଆ ମାନଙ୍କୁ ଅନୁରୋଧ ଶାନ୍ତିର ସହିତ ଆମର କାର୍ଯକ୍ରମର ମଜା ନିଅନ୍ତୁ। ଏମିତି କିଛି ଆଉ ଜଣେ କହିଥିଲେ।

Leave a Reply

Your email address will not be published. Required fields are marked *