ସୁମିତ କେତେ ଟଙ୍କା ନେଲେ ମୋ ଝିଅକୁ ରଖିବ, ସୁମିତଙ୍କୁ କାଉଣ୍ଟର Offer ଦେଲେ ତପସ୍ୱିନୀଙ୍କ ବାପା,ତାପରେ ଯାହା ହେଲା ଶୁଣିଲେ ମୁଣ୍ଡରେ ହାତଦେବେ..ଦେଖନ୍ତୁ Video

Spread the love

ବର୍ତ୍ତମାନ ସୁମିତ ସାହୁ ଓ ତପସ୍ୱୀନୀଙ୍କ ଯେଉଁ କେସ ରହୁଛି ଯାହା ଓଡିଶାର ସବୁଠାରୁ ଚର୍ଚ୍ଚିତ ଗୋଟିଏ ପାରିବାରିକ କେସ।ସାଙ୍ଗମାନେ ଆପଣ ମାନେ ତା ସୁମିତ ଓ ତପସ୍ଵିନୀଙ୍କ କେସ ବିଷୟରେ ଜାଣିଥିବେ।ଡିମ୍ପଲ ଗୋଟିଏ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ତାଙ୍କର ଭୁଲ ମାନୁଛନ୍ତି।ବ୍ରହ୍ମପୂରରେ ଦମ୍ପତି ବିବାଦ ମାମଲା ଡ଼ାକ୍ତର ସୁମିତ ଓ ତପସ୍ଵିନୀଙ୍କ ମାମଲା

ବ୍ରହ୍ମପୁରର ଜିଲ୍ଲା କୋର୍ଟରେ ଉଭୟ ପକ୍ଷରୁ ହୋଇଥିବା ଆବେଦନ ଶୁଣାଣି କରିଛନ୍ତି କୋର୍ଟ।ଶୁଣାଣି ବେଳେ ଉଭୟ ପକ୍ଷର ଓକିଲ ତାଙ୍କ ମତ ରଖିଥିଲେ।ଜିଲ୍ଲା କୋର୍ଟ ଆସନ୍ତା ୪ ତାରିଖରେ ଚୁଡାନ୍ତ ରାୟ ଶୁଣାଇବାକୁ ଦିନ ଧାର୍ୟ କରିଛନ୍ତି।କ୍ଷମା ପ୍ରାର୍ଥନା କରୁଛନ୍ତି।ଆପଣଙ୍କ ଜ୍ବାଇଁଙ୍କର ଜମା ଇଚ୍ଛା ନାହିଁ ଆପଣଙ୍କ ଝିଅକୁ ରଖିବା ପାଇଁ

।ସେ ଚାହୁଁଛି ଆପଣଙ୍କର କଣ ଦରକାର କୁହନ୍ତୁ ସେ ଏହା ମଧ୍ୟ ଚାହୁଁଛନ୍ତି କି ସବୁ ଡିସମିସ କରିବା ପାଇଁ।ତାକୁ କହି ଦିଅନ୍ତୁ ତାକୁ କେତେ ଟଙ୍କା ଦରକାର।ସେ ଯେତେ ଅଲଗା ପ୍ରକାରର ହେଲେ ମଧ୍ୟ ତାକୁ ଆମର ଛାଡିବାର ନାହିଁ।ସେ ଯେଉଁ କହୁଛନ୍ତି ଝିଅ ବିବାହ କରି ଘର ସଂସାର କରି ଯେଉଁ କହୁଛି ମୁଁ ଛାଡ଼ି ଦେବି ବୋଲି କିନ୍ତୁ ଆମେ ତାକୁ ଛାଡିବାର ନାହିଁ।

ସେ କେତେ ଟଙ୍କା ନେବ କୁହ ଆଉ ସେ ଝିଅକୁ ରଖିବ।ସେ ଆପଣଙ୍କ ଝିଅକୁ ନେଇ ରଖିଥାନ୍ତେ।ହେଲେ ତାଙ୍କ ଘରେ କେହି ତାଙ୍କୁ ସପୋର୍ଟ ହେଉ ନାହାନ୍ତି ଓ ତାଙ୍କ କଥାରେ ରାଜି ହେଉ ନାହାନ୍ତି।ଯେତେବେଳେ ସେ ବାହା ହେଇଥିଲା ସେ ଘରେ ପଚାରି ବାହା ହେଇଥିଲା କି।ଆପଣଙ୍କ ଜ୍ବାଇଁଙ୍କର ମୋର ଟିକିଏ ସଂପର୍କ ଅଛି।ଆପଣଙ୍କ ଝିଅକୁ ଜମା ରଖିବା ପାଇଁ ତାଙ୍କର ଇଚ୍ଛା ନାହିଁ।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ ବିଶେଷ ତଥ୍ୟ ପ୍ରଦାନ କରିଥିବ।

Leave a Reply

Your email address will not be published. Required fields are marked *