ଓଡ଼ିଆ ହିରୋ ମାନଙ୍କର ପ୍ରକୃତ ସ୍ତ୍ରୀ କଣ କରନ୍ତି ? କିଏ ଅଟନ୍ତି ବଡ ରାଜନେତା ତ ଆଉ କିଏ ଅଟନ୍ତି ବଡ ଅଫିସର – ଏବେ ଜାଣିରଖନ୍ତୁ

Spread the love

ଆମ ଓଲିଉଡ ଜଗତରେ ଅନେକ ହିରୋ ମାନେ ଅଛନ୍ତି।ଆମେ ସବୁବେଳେ ସୋସିଆଲ ମିଡିଆରେ ସେମାନଙ୍କ ବିଷୟରେ ସବୁବେଳେ ଖବର ପାଉଛେ।କିନ୍ତୁ ଆମେ କେବେବି ସେମାନଙ୍କ ପତ୍ନୀ ମାନଙ୍କ ବିଷୟରେ କେବେ ଜାଣିବାକୁ ଚେଷ୍ଟା କରି ନଥାଉ।ତେବେ ସେମାନଙ୍କ ପତ୍ନୀ କିଏ ଓ ସେମାନେ କଣ କରିଥାନ୍ତି।ଏବେ ସମସ୍ତେ ଭାବିଥାଉ ସେମାନେ ମଧ୍ୟ ତାଙ୍କ ପତି ମାନଙ୍କ ଭଳି ସେମାନେ ମଧ୍ୟ ଅଭିନୟ କରୁଥିବେ।ମାତ୍ର ଏହା ସତ ନା ମିଛ।ସେମାନେ ପ୍ରକୁତରେ କଣ କରିଥାନ୍ତି ଚାଲନ୍ତୁ ସେହି ବିଷୟରେ ଆଲୋଚନା କରିବା।

ଆମ ପ୍ରଥମ ଅଭିନେତା ହେଉଛନ୍ତି ଶବ୍ୟସଚି ମିଶ୍ର।ଯିଏକି ଏହି କିଛି ଦିନ ତଳେ ଅର୍ଚ୍ଚିତାଙ୍କୁ ବିବାହ କରିଥିଲେ।ଯାହାର ଖବର ସମସ୍ତ ଓଡ଼ିଶା ବାସୀଙ୍କ ପାଇଁ ଏକ ବହୁତ ଭଲ ଖବର ଥିଲା।ସମସ୍ତ ଓଡ଼ିଶା ବାସି ତାଙ୍କର ଏହି ଶୁଭ ମୁହୂର୍ତରେ ତାଙ୍କ ନିକଟକୁ ଶୁଭେଚ୍ଛା ମଧ୍ୟ ପଠାଇଥିଲେ।ଏହାପରେ ହେଉଛନ୍ତି ଅରିନ୍ଦମ।ଆମେ ଜାଣୁ ଅରିନ୍ଦମ ହେଉଛନ୍ତି ଜଣେ ଅଭିନେତା ଏହା ସହିତ ସେ ଜଣେ ରାଜନେତା ମଧ୍ୟ।ତାଙ୍କ ପତ୍ନୀଙ୍କ ନାମ ହେଉଛି ଅମିତା।ସେ ଜଣେ ରାଜ ନେତାଙ୍କ ଭଉଣୀ ଅଟନ୍ତି।

ଏହା ପରେ ହେଉଛନ୍ତି ଶ୍ରୀତମ ଦାସ।ତାଙ୍କ ପତ୍ନୀଙ୍କ ନାମ ହେଉଛି ପୁନମ ଦାସ।ସେମାନେ ଅନେକ ଦିନ ତଳୁ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି।ଏହାପରେ ହେଉଛନ୍ତି ଆକାଶ ଦାସ।ଆମେ ସମସ୍ତେ ଜାଣୁ ଆକାଶ ଜଣେ ଫିଲ୍ମ ଅଭିନେତା ସହିତ ସେ ଜଣେ ସାମାଜିକ କର୍ମୀ ମଧ୍ୟ।ସେ ଅଭିନୟ ସହିତ ଅନେକ ପ୍ରକାରର ସମାଜ ସେବା ମଧ୍ୟ କରିଥାନ୍ତି।ସେ ଓ ତାଙ୍କ ପତ୍ନୀ ଉଭୟ ଅନେକ ସମୟରେ ଏକା ସାଙ୍ଗରେ ସମାଜ ସେବା କରିଥାନ୍ତି।ଏହାପରେ ହେଉଛନ୍ତି ହରି।

ହରି ଓ ତାଙ୍କ ପତ୍ନୀ ଅନେକ ଦିନ ତଳୁ ବିବାହ କରି ସାରିଛନ୍ତି।ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛି।ଏହା ପରେ ହେଉଛନ୍ତି ପୁପିନ୍ଦର।ସେ ମଧ୍ୟ ଅନେକ ଦିନ ତଳୁ ବିବାହ କରିସାରିଛନ୍ତି।ତାଙ୍କ ପତ୍ନୀ ଜଣେ ହାଉସ ୱାଇଫ।ଏହା ପରେ ହେଉଛନ୍ତି ଦେବାଶିଷ।ଦେବାଶିଷଙ୍କ ପତ୍ନୀଙ୍କ ନାମ ହେଉଛି ସୋନାଲି।ସେମାନେ ଉଭୟ ଅନେକ ସମୟରେ ସମାଜ ସେବାରେ ନିଜକୁ ନିୟୋଜିତ କରି ଥାଆନ୍ତି।ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି ସେମାନଙ୍କ ମଧ୍ୟରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ।

ଏହାପରେ ହେଉଛନ୍ତି ସିଦ୍ଧାନ୍ତ ମିଶ୍ର।ତାଙ୍କ ପତ୍ନୀଙ୍କ ନାମ ହେଉଛି ମାମା ମିଶ୍ର।ଯିଏକି ଜଣେ ଅଭିନେତ୍ରୀ ମଧ୍ୟ।ଏହାପରେ ହେଉଛନ୍ତି ଅଭିନେତା ଦୀପକ।ତାଙ୍କ ପତ୍ନୀଙ୍କ ନାମ ହେଉଛି ତନୁଜା।ଏହାପରେ ହେଉଛନ୍ତି ସମ୍ବିତ।ତାଙ୍କ ପତ୍ନୀଙ୍କ ନାମ ହେଉଛି ଶୈଳୀ।ଏହାପରେ ହେଉଛନ୍ତି ଅମ୍ଳାନ ଦାସ।ତାଙ୍କ ପତ୍ନୀଙ୍କ ନାମ ହେଉଛି ଭୂମିକା।ଏହାପରେ ହେଉଛନ୍ତି ଅନୁଭବ ମହାନ୍ତି ତାଙ୍କ ପତ୍ନୀଙ୍କ ନାମ ହେଉଛି ବର୍ଷା।ଆମେ ଉଭୟଙ୍କୁ ଅନେକ ସମୟରେ ଫିଲ୍ମରେ ଏକାଠି ମଧ୍ୟ ଦେଖିଛେ।ଏହାପରେ ହେଉଛନ୍ତି ବାବୁ ସାନ।ତାଙ୍କ ପତ୍ନୀଙ୍କ ନାମ ହେଉଛି ତୃପ୍ତି।ଏହା ଥିଲା ଆମ ଓଲିଉଡ ଜଗତର କିଛି କଳାକାରଙ୍କର ପତ୍ନୀଙ୍କ ସମ୍ପର୍କରେ ସୂଚନା।

Leave a Reply

Your email address will not be published. Required fields are marked *