ଦିନେ Superhit ଥିବା ଏହି ଓଡ଼ିଆ ହିରୋଇନ ମାନେ କାହିଁକି ହଟାତ ଓଡ଼ିଆ ଫିଲ୍ମ ଓ ଆଲବମ ଦୁନିଆ ରୁ ଦୁରେଇ ଗଲେ – କଣ ରହିଛି ଏହା ପଛର ଅସଲ ସତ୍ୟତା..

Spread the love

ଆମେ ପ୍ରତିଦିନ ଅନେକ ଅଭିନେତ୍ରୀ ମାନଙ୍କୁ ଟିଭିରେ ଦେଖିଥାଉ ତେବେ ଆମେ। କେବେ ଏହା ଜାଣିବାକୁ ପ୍ରୟାସ କରି ନଥାଉ କି ସେହି ଅଭିନେତ୍ରୀ ମାନେ କାହାକୁ ବିବାହ କରିଛନ୍ତି ଓ ସେମାନଙ୍କ ସ୍ୱାମୀ ପେଶାରେ କଣ କରନ୍ତି ତେବେ ଆମେ ବର୍ତ୍ତମାନ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ଓ ସେମାନଙ୍କ ପତି କଣ କରନ୍ତି ଏହା ମଧ୍ୟ ଜାଣିବା।

ପ୍ରଥମେ ହେଉଛନ୍ତି ଅଭିନେତ୍ରୀ ଲିପ୍ସା ଶତପଥୀ।ତେବେ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।ତେବେ ତାଙ୍କର ପତିଙ୍କ ନାମ ହେଉଛି ସୌମିତ୍ର ଚାନ୍ଦ।ତାଙ୍କର ପତି ହେଉଛନ୍ତି ଜଣେ ଇଞ୍ଜିନିୟର।ବର୍ତ୍ତମାନ ସେମାନେ ବାଙ୍ଗାଲୋର ଠାରେ ରହୁଛନ୍ତି।ଏହା ସହିତ ଅଭିନେତ୍ରୀ ଲିପ୍ସା ମଧ୍ୟ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ଭଲ ପାଇଥାନ୍ତି।

ଏହାପରେ ହେଉଛନ୍ତି ଅଭିନେତ୍ରୀ ମୈନା।ଯିଏକି ବିବାହ କରିଛନ୍ତି ସମ୍ରାଟ ମୁଖାର୍ଜୀଙ୍କୁ।ଏହି ଅଭିନେତ୍ରୀ ଜଣଙ୍କ ଅନେକ ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି।ସେ ଏପରି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଯାହା ସୁପରହିଟ ହୋଇଛି।

ଏହା ସହିତ ସେ ନିଜର ଅଭିନୟ କରିବାର ବିଶେଷ ଶୈଳୀ ପାଇଁ ଦର୍ଶକ ମାନଙ୍କର ଅଧିକ ପ୍ରିୟ ହୋଇ ପାରିଥିଲେ।ଏହା ସହିତ ଏହି ଅଭିନେତ୍ରୀଙ୍କ ପତି ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି।ଏହା ସହିତ ସେ ଅଭିନୟ ମଧ୍ୟ କରନ୍ତି।ସେ ବର୍ତ୍ତମାନ ନିଜର ପରିବାର ସହିତ କଲିକତାରେ ରହୁଛନ୍ତି।

ଏହାପରେ ହେଉଛନ୍ତି ଅଭିନେତ୍ରୀ ଆମେଲି।ସେ ବିବାହ କରିଛନ୍ତି ନିଲ ହୋତାଙ୍କୁ।ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି।ଏହା ସହିତ ସେ ପେଶାରେ ଜଣେ ସରକାରୀ କର୍ମଚାରୀ। ଆମେଲି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକ ମାନଙ୍କର ପ୍ରିୟ ହୋଇ ପାରିଛନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ନିକଟରେ ନିଜକୁ ପରିଚିତ କରି ପାରିଥିଲେ।ତେବେ ସେ ବର୍ତ୍ତମାନ ଅଭିନୟ ଜୀବନରୁ ଦୂରେଇ ରହିଛନ୍ତି ଓ ସେ ବର୍ତ୍ତମାନ ଏକ ଘରୋଇ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି।

ଏହାପରେ ହେଉଛନ୍ତି ଅଭିନେତ୍ରୀ ଶୁଇଟି।ସେ ଚନ୍ଦନ ମହାପାତ୍ରଙ୍କୁ ବିବାହ କରିଛନ୍ତି।ତାଙ୍କର ପତି ବର୍ତ୍ତମାନ ଓଡ଼ିଆ ସିନେମା ଜଗତରେ ଏକ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।ତେବେ ସେମାନେ ବର୍ତ୍ତମାନ ଭୁବନେଶ୍ୱର ଠାରେ ରହୁଛନ୍ତି।ନିକଟରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଛି।

ଏହାପରେ ହେଉଛନ୍ତି ମୋନାଲିସା କାନୁନଗୋ।ସେ ବିବାହ କରିଛନ୍ତି ଦେବାଶିଷଙ୍କୁ।ତେବେ ଆମେ ଅଭିନେତା ଦେବାଶିଷଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତା।ତେବେ ସେ ବର୍ତ୍ତମାନ ଭୁବନେଶ୍ୱରରେ ନିଜର ପରିବାର ସହିତ ରହୁଛନ୍ତି।ସେ ଅନେକ ଆଲବମରେ ଅଭିନୟ କରି ସାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ଅଭିନୟ ଦୁନିଆରୁ ଦୂରେଇ ରଖିଛନ୍ତି।ତେବେ ହୁଏତ ଆଉ ସେ ଅଭିନୟ ଦୁନିଆକୁ ନ ଫେରି ପାରନ୍ତି

Leave a Reply

Your email address will not be published. Required fields are marked *