ଖୋଲିଗଲା ରହସ୍ୟ – ଏହି କାରଣ ପାଇଁ Bobby Mishra ଏବଂ ତାଙ୍କ ସ୍ତ୍ରୀ କୋଏଲ ବାନାର୍ଜୀ ହୋଇଯାଇଛନ୍ତି ଅଲଗା – ଘଟଣାର ମୁଖ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଜ କିଛି ବିଶେଷ ଖବର ବିଷୟରେ ଆଲୋଚନା କରିବା।ସାଙ୍ଗମାନେ ଏବେ କିଛିଦିନ ତଳେ ସାମ୍ନାକୁ ଆସିଥିବା କୋଏଲ ବାନାର୍ଜୀଙ୍କ ପୋଷ୍ଟ ଏବେ ଓଡିଶାରେ ଚହଳ ସୃଷ୍ଟି କରିଛି।ଯେଉଁଥିରେ ସେ ବବି ମିଶ୍ର ଏବଂ ତାଙ୍କର ଡିଭୋର୍ସ ବିଷୟରେ ଉଲେଖ କରିଛନ୍ତି।ତେଣୁ ପ୍ରକୃତ କାରଣ କିନ୍ତୁ ସେ ସେଥିରେ ଲେଖି ନାହାନ୍ତି।ତେବେ କଣ ସେହି କାରଣ ଯାହା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ଅନୁଭବ ମହାନ୍ତିଙ୍କ ଭଳି ବବି ଏବଂ କୋଏଲ ଡିଭୋର୍ସ ନେବାର ପରିସ୍ଥିତିକୁ ଆସିଯାଇଛନ୍ତି।

ଆଜିର ଏହି ଆର୍ଟିକିଲରେ ଆମେ ଏହି ବିଷୟରେ ଜାଣିବା ଯେ କେଉଁ ପରିସ୍ଥିତି କାରଣରୁ ବବି ମିଶ୍ର ଏବଂ କୋଏଲ ଡିଭୋର୍ସ ନେବାର ପରିସ୍ଥିତିକୁ ଆସିଯାଇଛନ୍ତି।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ବବି ମିଶ୍ର ଏବଂ କୋଏଲ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି।ସେମାନଙ୍କୁ ମଧ୍ୟ ସୋସିଆଲ ମିଡିଆରେ ସମୟ ବିତାଇବାକୁ ଖୁବ ଭଲ ଲାଗିଥାଏ।ଏବଂ ସେମାନେ ପ୍ରାୟ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥାନ୍ତି।ଦର୍ଶକ ମାନେ ମଧ୍ୟ ଏହି ସବୁ ପୋଷ୍ଟ ଗୁଡିକୁ ଖୁବ ସାରା ଭଲ ପାଇବା ଦେଇଥାନ୍ତି।ତେବେ ବବି ମିଶ୍ରଙ୍କ ଅତୀତର କିଛି ସୋସିଆଲ ପୋଷ୍ଟରୁ ଏହା ଜଣାପଡ଼ିଛି ଯେ ସେ କୋଏଲଙ୍କୁ ଅନେକ ଭଲ ପାଈଥାନ୍ତି।

ଯେତେବେଳେ କୋଏଲଙ୍କ ଗଳାର ଅପରେସନ ହୋଇଥିଲା ସେତେବେଳେ ବବି କୋଏଲଙ୍କ ପାଇଁ ନିଜର ଚିନ୍ତା ବ୍ୟକ୍ତ କରି ଭାଗବାନଙ୍କ ପାଖରେ ପ୍ରଥନା କରିଥିଲେ।ତେବେ ଏଥିରେ ଏତେ ଭଲ ପାଇବା ସତ୍ତ୍ୱେ ମଧ୍ୟ କୋଏଲ କାହିଁକି ଡିଭୋର୍ସ ଦେଲେ ବବିଙ୍କୁ ତାହା ପ୍ରଶ୍ନ ହୋଇ ରହିଛି।ଯାହା କୋଏଲଙ୍କ ପୋଷ୍ଟରୁ ଜଣାପଡ଼ିଛି ସେ ଲେଖିଛନ୍ତି ଯେ ମୁଁ ଆପଣଙ୍କୁ କିଛି ଜଣାଇବାକୁ ଚାହେଁ।ଆମ ବିବାହ ତିଷ୍ଠି ପାରିଲା ନାହିଁ।

ଏବଂ ଆମେ ଆଇନ ତଃ ଅଲଗା ରାହୁଛୁ।ଆମେ ୧୮ ନଭେମ୍ବର ଠାରୁ ପୃଥକ ଭାବରେ ବାସ କରୁଥିଲୁ।କାରଣ ମୁଁ କୋଲକାତାରେ ରହି ସିରିଏଲ କରୁଥିଲି।ଏକ ଘରୋଇ ଚ୍ୟାନେଲରେ ସିରିଏଲ କରୁଥିଲେ ମଧ୍ୟ ଆମେ ଅଲଗା ରହୁଥିଲୁ।ବର୍ତ୍ତମାନ ଆମ ରାସ୍ତା ଅଲଗା।ମୁଁ ଆଶା କରୁଛି ଆଗକୁ ଏକ ଶାନ୍ତିପୂର୍ଣ ଜୀବନ ଯାପନ କରିବି।ତେବେ ସାଙ୍ଗମାନେ ବବି ଏବଂ କୋଏଲଙ୍କ ଭୁଲ ବୁଝାମଣା କାରଣରୁ ଦୁହେଁ ଡିଭୋର୍ସ ନେଇ ସାରିଛନ୍ତି।

ବବି ଏବଂ କୋଏଲଙ୍କ ଯୋଡି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ।କିନ୍ତୁ ସେମାନଙ୍କ ଏହି ଭଳି ଡିଭୋର୍ସ ନେବା ତାଙ୍କ ଫ୍ୟାନଙ୍କ ପାଇଁ ଏକ ଦୁଃଖଦ ଖବର ସାବ୍ୟସ୍ତ ହୋଇଛି।ସେମାନଙ୍କ ସମ୍ପର୍କକୁ ନେକ ତାଙ୍କ ଫ୍ୟାନ ମାନେ ବହୁତ ଖୁସି ଥିଲେ ଏବଂ ନିଜର କୃତଜ୍ଞତା ଜ୍ଞାପନ ମଧ୍ୟ କରିଥିଲେ।କିନ୍ତୁ ଏବେ ଏଭଳି ଖବର ପାଇ ସେମାନଙ୍କୁ ମଧ୍ୟ ଦୁଃଖ ହୋଇଛି।ଏବଂ ସମସ୍ତେ ଚାହୁଁଛନ୍ତି ଯେ ସେମାନେ ଦୁଇ ଜଣ ଆଉ ଥରେ ଏକାଠି ହୋଇଯାଆନ୍ତୁ ବୋଲି।

Leave a Reply

Your email address will not be published. Required fields are marked *