ଓଡିଶାକୁ ପୁଣି ଡରାଇଲାଣି ବାତ୍ୟା ଆସାନୀ,ଆସନ୍ତା ୨୨କୁ ବାତ୍ୟା Bangopasagar ରେ ଦାନା ବାନ୍ଧିବ,ଏହି ଦିନାତୁ ହେବ ପ୍ରବଳ ବାତ୍ୟା…ଦେଖନ୍ତୁ Video

Spread the love

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି।ଏହା ସହିତ ଭାରତ ମହାସାଗରର ମଧ୍ୟ ଲଘୁଚାପ ସୃଷ୍ଟି ହେବାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ଏହା ସହିତ ଏହା ପରେ ଏହା ବାତ୍ୟାର ରୂପ ନେଇ ପାରେ ବୋଲି ଅନୁମାନ କରା ଯାଇଛି।ଏହା ସହିତ ଏହାର ନାମ ରଖା ଯାଇଛି ଆସାନୀ।ଏହା ସହିତ ଏହା ୨୦ ତାରିଖ ମଧ୍ୟରେ ବାତ୍ୟାର ରୂପ ନେଇ ପାରେ।ଏହା ସହିତ ଏହା ୨୩ ତାରିଖରେ ଉପକୂଳ ସ୍ପର୍ଶ କରି ପାରେ ବୋଲି କୁହା ଯାଉଛି।

ତେବେ ଘଣ୍ଟା ପ୍ରତି ୭୦-୮୦ କିମି ବେଗରେ ପବନ ବହି ପାରେ ବୋଲି ଅନୁମାନ କରାଯାଉଛି।ଏହା ସହିତ ପ୍ରାୟ ଓଡ଼ିଶାର ଉପକୂଳ ଠାରୁ ୨୦୦ କିମି ଦୂରରେ ରହି ଏହା ବାଂଲାଦେଶ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରା ଯାଇଛି।ଏହା ସହିତ ବାତ୍ୟା ପ୍ରଭାବରେ ବିଶେଷ ଭାବରେ ଓଡ଼ିଶାର ଉପକୂଳ ଜିଲ୍ଲା ମାନଙ୍କରେ ବର୍ଷା ହେବାର ଅନେକ ସମ୍ଭାବନା ରହିଛି

ଯାହା ଫଳରେ ସମସ୍ତଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି।ଏହା ସହିତ ଏହା ଲଘୁଚାପର ରୂପ ନେଇଛି।ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଏହା ସମ୍ପର୍କରେ ବର୍ତ୍ତମାନ ଯାଏ ମଧ୍ୟ ଜଣା ପଡି ନାହିଁ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ମୁଖ୍ୟ।ଏହା ସହିତ ଭାରତ ମହାସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା

ଏହି ଲଘୁଚାପ ବର୍ତ୍ତମାନ ଯାଏ ମଧ୍ୟ ବାତ୍ୟାର ରୂପ ନେଇ ନାହିଁ।ଏହା ସହିତ ଏହା ବାତ୍ୟା ଫଳରେ ବିଶେଷ ଭାବରେ ଓଡ଼ିଶାର ଉପକୂଳ ଅଞ୍ଚଳ ବିଶେଷ ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି।ଏହା ସହିତ ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି କି ଏହା ବିଶେଷ ଭାବରେ ଆଗାମୀ ପାଞ୍ଚ ଦିନ ମଧ୍ୟରେ ମଧ୍ୟ ଓଡ଼ିଶା ଉପରେ କିଛି ବିଶେଷ ପ୍ରଭାବ ପକାଇବାର ସମ୍ଭାବନା ନାହିଁ।

ତେବେ ଏହା ସହିତ ଏହା ବ୍ୟତୀତ ଆଗାମୀ କିଛି ଦିନ ମଧ୍ୟରେ ଏକ କେବଳ ଲଘୁଚାପର ରୂପ ନେବାର ମଧ୍ୟ ସମ୍ଭାବନା ରହିଛି।ଯାହା ଫଳରେ ଏହା ଓଡ଼ିଶାର ଉପକୂଳ ଜିଲ୍ଲା ମାନଙ୍କରେ ବର୍ଷା କରାଇବ।ତେବେ ଏହା ବ୍ୟତୀତ ଏହା ବର୍ତ୍ତମାନ ଯାଏ ବାତ୍ୟାର ରୂପ ନେଇ ନାହିଁ।ତେବେ ଏହା ଆଗାମୀ ସମୟରେ ବାତ୍ୟାର ରୂପ ନେବ କି ନାହିଁ

ଏହା ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ଭାବରେ ଜଣା ପଡି ନାହିଁ।କିନ୍ତୁ ଆଗାମୀ ପାଞ୍ଚ ଦିନ ମଧ୍ୟରେ ବାତ୍ୟାର କୌଣସି ସମ୍ଭାବନା ନାହିଁ ବୋଲି ଜଣା ପଡ଼ିଛି।ଏହା ସହିତ ଏହା ପରେ ମଧ୍ୟ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହିତ ଉପକୂଳ ଅଂଚଳରେ ସତ୍ତର୍କ ହୋଇ ରହିବା ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *