ମୂଷା ଘରୁ ବାହାର କରିବାର ଉପାୟ,Guarantee ସହିତ ଯେତେ ମୂଷା ଥିଲେ ମଧ୍ୟ ସବୁ ଛାଡିକି ଯିବେ ଭାରି ଏହି ଉପାୟ କରିଲେ..

Spread the love

ସାଧାରଣ ଭାବରେ ଆଜିକାଲି ଅନେକ ଲୋକଙ୍କ ଘରେ ମୂଷା ଦେଖା ଯାଉ ଥାଆନ୍ତି ଏହା ସହିତ ଘରେ ମୂଷା ଦେଖାଯିବା ଫଳରେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ଯେପରିକି ଘରେ ମୂଷା ସାଧାରଣ ଭାବରେ ତାର କାଟି ଦେଇ ଥାଆନ୍ତି।ଏହା ସହିତ ଏହିପରି ଭାବରେ ଖାଦ୍ୟ ପଦାର୍ଥର ମଧ୍ୟ ମୁହଁ ଲଗାଇ ଦେଇ ଥାଆନ୍ତି।ଏପରି ଭାବରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରି ଥାଆନ୍ତି।ତେବେ ମୂଷା ମାନଙ୍କ ଏହିପରି କାର୍ଯ୍ୟ ଅନେକ ଲୋକଙ୍କୁ ଅନେକ ପ୍ରକାରର ଅସୁବିଧାରେ ମଧ୍ୟ ପକାଇ ଥାଏ।

ତେବେ ଲୋକମାନେ ମୂଷା ମାନଙ୍କୁ ଘରୁ ବାହାର କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅନୁସରଣ କରି ଥାଆନ୍ତି।କିନ୍ତୁ ସେମାନେ ମୂଷା ମାନଙ୍କୁ ଘରୁ ବାହାର କରି ପାରନ୍ତି ନାହିଁ।ତେବେ ଆମେ ବର୍ତ୍ତମାନ ଏପରି କିଛି ଉପାୟ ସମ୍ପର୍କରେ ଆଲୋଚନା କରିବା ଯାହାକୁ ଅନୁସରଣ କରି ଆପଣ ମୂଷା ମାନଙ୍କୁ ନିଜର ଘରୁ ବାହାର କରିବାରେ ସଫଳ ହୋଇ ପାରିବେ।

ତେବେ ଆପଣ ଏହି ଘରୋଇ ଉପଚାର ବ୍ୟବହାର କରି ଅତି ସହଜରେ ମୂଷା ମାନଙ୍କୁ ନିଜର ଘରୁ ବାହାର କରି ଦେବେ।ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେଉଥିବା ଉପାଦାନ ହେଉଛି ଟମାଟର,ଲଙ୍କାଗୁଣ୍ଡ ଓ ଚିନି।ପ୍ରଥମେ ଏକ ଟମାଟର ଆଣି ଏହାକୁ ଦୁଇ ଫାଳ କରି ଦିଅନ୍ତୁ।

ଏହା ପରେ ଏଥିରେ ଆପଣ ଲଙ୍କା ଗୁଣ୍ଡ ଭଲ ଭାବରେ ପୁରାଇ ଦିଅନ୍ତୁ।ଏହା ପରେ ଆପଣ ଏହା ଉପରେ କିଛି ଚିନି ଭଲ ଭାବରେ ପକାଇ ଚାପି ଦିଅନ୍ତୁ।ଏହା ପରେ ଆପଣ ଏହାକୁ ନେଇ ନିଜର ଘରର ସେହି ସ୍ଥାନରେ ରଖି ଦିଅନ୍ତୁ ଯେଉଁ ସ୍ଥାନରେ ମୂଷା ମାନଙ୍କ ଉତ୍ପାତ ଅଧିକ ହେଉଥିବା।ତେବେ ଏହା ପରେ ଆପଣ ସେହି ସ୍ଥାନରେ ଏହାକୁ ରଖି ଦିଅନ୍ତୁ।

ତେବେ ଏହାକୁ ମୂଷା ଖାଇବା ପରେ ଆପଣ ଏହା ଦେଖିବେ କି ମୂଷା ବହୁତ ଅଧିକ ଶୋଷିଲା ହୋଇ ଯିବ।ଏହା ସହିତ ଆପଣ ଏହା ମଧ୍ୟ ପ୍ରୟାସ କରନ୍ତୁ ଯେପରି ଆପଣ ନିଜର ଘରେ କୌଣସି ସ୍ଥାନରେ ପାଣି ରଖିବେ ନାହିଁ।ନଚେତ ମୂଷା ଯଦି ପାଣି ପାଇଯିବ ତେବେ ସେ ଆପଣଙ୍କ ଘର ଛାଡ଼ି ଯିବ ନାହିଁ।

ଏହା ସହିତ ଆପଣ ଏହା ପ୍ରୟାସ କରନ୍ତୁ ଯେପରି ଆପଣଙ୍କ ଘରର କୌଣସି ସ୍ଥାନରେ ଆପଣ ପାଣି ରଖିବେ ନାହିଁ।ତେବେ ଏହାକୁ ଖାଇବା ପରେ ମୂଷା ପାଣି ଖୋଜି ଖୋଜି ଆପଣଙ୍କ ଘରୁ ବାହାରକୁ ଚାଲିଯିବ।ଏହା ସହିତ ଏହା କରିବା ମଧ୍ୟ ବହୁତ ସହଜ ଅଟେ।ଏହା ସହିତ ଏହା ବହୁତ ସରଳ ଉପାୟ ଅଟେ।

ଏହା ସହିତ ଏହାକୁ କରିବା ମଧ୍ୟ ଆପଣଙ୍କ ପାଇଁ ବହୁତ ସରଳ ଅଟେ।ଯାହା ଫଳରେ ଏହାକୁ ବ୍ୟବହାର କରି ଆପଣ ନିଜ ଘରୁ ମୂଷା ମାନଙ୍କୁ ସହଜରେ ବାହାର କରି ପାରିବେ ଏହା ସହିତ ଏହାକୁ ବ୍ୟବହାର କରିବା ମଧ୍ୟ ସମ୍ପୂର୍ଣ୍ଣ ନିରାପଦ ଅଟେ।

Leave a Reply

Your email address will not be published. Required fields are marked *