ପଡୋଶୀ Bhauja ଙ୍କ ସହିତ ଫେରାର ହୋଇଗଲେ ଦିଅର,ଆଉ ଘରୁ ଲୁଟି ନେଲେ ଏତେ ସବୁ ସମ୍ପତି…ଦେଖନ୍ତୁ Video

Spread the love

ବିହାର ରାଜ୍ୟର ପାଟନା ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ସମ୍ପର୍କରେ ଆପଣ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ତେବେ ଏହି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବିବାହ ପରେ ଅଚାନକ ଭାବରେ ତାଙ୍କର ଗୁଜୁରାଟ ଠାରେ ଚାକିରି ହୋଇ ଯାଇଥିଲା।ଏହା ସହିତ ସେ ନିଜର ପତ୍ନୀଙ୍କ ସହିତ ବିବାହର କିଛି ଦିନ ଯାଏ ରହିଥିଲା।ଏହା ସହିତ ଏହା ପରେ ସେ ଗୁଜୁରାଟ ଚାଲି ଯାଇଥିଲେ।ଏହା ସହିତ ସେ କେବଳ ମଝିରେ ମଝିରେ ସେ ତାଙ୍କ ପତ୍ନୀଙ୍କୁ ଦେଖା କରିବା ପାଇଁ ଆସି ଥାଆନ୍ତି।

ଏହା ସହିତ ତାଙ୍କର ବିବାହ ପରେ ତାଙ୍କର ଏପରି ଭାବରେ ଗୁଜୁରାଟ ଚାଲି ଯିବା ଫଳରେ ତାଙ୍କର ପତ୍ନୀ ସମ୍ପୂର୍ଣ୍ଣ ଭାବରେ ଏକାକୀ ହୋଇ ଯାଇଥିଲେ।ଏହା ସହିତ ତାଙ୍କର ପତି ତାଙ୍କୁ ଅର୍ଥ ପଠାଇ ଥାଆନ୍ତି ଏହା ସହିତ ଘର ଚଳାଇବା ପାଇଁ ମଧ୍ୟ ଅର୍ଥ ପଠାଇ ଥାଆନ୍ତି।ଏହା ସହିତ ସେମାନେ ବହୁତ ଖୁସିରେ ଥିଲେ।

ତେବେ ଅଚାନକ ଭାବରେ ଜଣେ ପଡୋଶୀଙ୍କ ସହିତ ସେହି ମହିଳାଙ୍କ ସମ୍ପର୍କ ଗଢ଼ି ଉଠି ଥିଲା।ଏହା ସହିତ ସେମାନେ ପରସ୍ପର ସହିତ ଅଧିକ ନିବିଡ଼ ହୋଇ ଯାଇ ଥିଲେ।ଏହା ସହିତ ସେମାନେ ପରସ୍ପରକୁ ଭଲ ମଧ୍ୟ ପାଇ ଯାଇଥିଲେ।ଏହା ସହିତ ତାଙ୍କର ପତି ଏକ ଘର ତିଆରି କରିବା ପାଇଁ ତାଙ୍କର ପତ୍ନୀଙ୍କ ଆକାଉଣ୍ଟରେ ୩୯ ଲକ୍ଷ ଟଙ୍କା ଜମି ବିକ୍ରୀ କରି ରଖି ଥିଲେ।

ଏହା ସହିତ ସେହି ସମସ୍ତ ଟଙ୍କାକୁ ନେଇ ତାଙ୍କର ପତ୍ନୀ ସେହି ପଡୋଶୀଙ୍କ ସହିତ ଫେରାର ହୋଇ ଯାଇଥିଲେ।ତେବେ ସେହି ବ୍ୟକ୍ତି ନିଜର ଘର କାର୍ଯ୍ୟ କରିବା ପାଇଁ ସେହି ଅର୍ଥ ରଖି ଥିବା କଥା କହି ଥିଲେ।ତେବେ ସେ ଗୁଜୁରାଟରୁ ଫେରିବା ବେଳକୁ ତାଙ୍କର ଅର୍ଥ ନେଇ ତାଙ୍କର ପତ୍ନୀ ତାଙ୍କର ଏକ ପଡ଼ୋଶୀ ସହିତ ଫେରାର ହୋଇ ଯାଇଛନ୍ତି

ତେବେ ଏହା ଶୁଣିବା ପରେ ସେ ପ୍ରଥମେ ନିଜକୁ ବିଶ୍ଵାସ କରି ପାରିଲେ ନାହିଁ।ତେବେ ଶେଷରେ ସେ ଏହା ସମ୍ପର୍କରେ ପୋଲିସ ନିକଟରେ ବର୍ତ୍ତମାନ ଏକ ଅଭିଯୋଗ ଦାଖଲ କରିଛନ୍ତି ଏହା ସହିତ ତାଙ୍କୁ ଖୋଜିବା ପାଇଁ ବର୍ତ୍ତମାନ ପୋଲିସ ମଧ୍ୟ ନିଜର ପ୍ରୟାସ ଆରମ୍ଭ କରି ଦେଇଛି।ଏହା ସହିତ ପୋଲିସ ବର୍ତ୍ତମାନ ତାଙ୍କର ପୁଅକୁ ଅନେକ ପ୍ରୟାସ ପରେ ପାଇବାରେ ସଫଳ ହୋଇ ପାରିଛି।

କିନ୍ତୁ ତାଙ୍କର ଝିଅ ଓ ତାଙ୍କର ପତ୍ନୀ ଏବେ ମଧ୍ୟ ନିଖୋଜ ଅଛନ୍ତି ବୋଲି ଜଣା ପଡ଼ିଛି।ଏହା ସହିତ ପୋଲିସ ମଧ୍ୟ ତାଙ୍କର ପତ୍ନୀଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି।ତେବେ ସେ କହିଥିଲେ କି ତାଙ୍କର ପତ୍ନୀ ତାଙ୍କୁ ଏପରି ଭାବରେ ଛାଡ଼ି ଚାଲିଯିବେ ବୋଲି କେବେ ଚିନ୍ତା ମଧ୍ୟ କରି ନଥିଲେ।ତେବେ ଏହି ଘଟଣା ପରେ ଏହି ଘଟଣା ବର୍ତ୍ତମାନ ସମ୍ପୂର୍ଣ୍ଣ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟର ପରିବେଶ ମଧ୍ୟ ସୃଷ୍ଟି କରି ଅଛି।

Leave a Reply

Your email address will not be published. Required fields are marked *