ଅଭିନେତ୍ରୀ ମିଠୀଙ୍କ ଗୃହ ପ୍ରବେଶ,Miithi ମା ହେବ ପରେ ଏଭଳି ଭାବେ ଖୁସି ରେ ଘରକୁ ଫେରିଲେ..ଦେଖନ୍ତୁ Video

Spread the love

ଅଭିନେତ୍ରୀ ମିଠୀଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ପସନ୍ଦ ଆସିଥାଏ।ଏହା ସହିତ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସେ ସଫଳ ହୋଇ ପାରିଛନ୍ତି।ତେବେ ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହୋଇ ଯାଇଛନ୍ତି।ତେବେ ତାଙ୍କର ଅଭିନୟ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇସାରିଛନ୍ତି।ଏହା ସହିତ ଏହି ଅଭିନେତ୍ରୀ ବାସ୍ତବରେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।

ଏହା ସହିତ ଏହି ଅଭିନେତ୍ରୀଙ୍କ ଅନେକ ଅନୁଗତ ରହିଛନ୍ତି।ତେବେ ସେ କିଛି ଦିନ ତଳେ ବିବାହ କରିଥିଲେ।ଏହା ସହିତ ତାଙ୍କର ବିବାହ ଫଳରେ ତାଙ୍କର ଅନେକ ପ୍ରଶଂସକ ବହୁତ ଖୁସୀ ମଧ୍ୟ ହୋଇଥିଲେ।ତେବେ ତାଙ୍କର ବିବାହରେ ଅନେକ ଲୋକ ଯୋଗ ଦେଇଥିଲେ।ତେବେ ସେ ନିଜର ବିବାହ ପରେ ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ।

ଏହା ସହିତ ସେ ବର୍ତ୍ତମାନ ବିବାହ ପରେ ନିଜର ଝିଅ ଝିଅ ସହିତ ବର୍ତ୍ତମାନ ନିଜର ନୂତନ ଘରକୁ ପ୍ରବେଶ କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି।ତେବେ ତାଙ୍କର ନୂତନ ଘର ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥିବା ବୋଲି ଜଣାପଡ଼ୁଛି।ଏହା ସହିତ ତାଙ୍କର ପରିବାର ଲୋକ ମଧ୍ୟ ତାଙ୍କର ନୂତନ ଘରେ ଥିବା ଦେଖା ଯାଉଚି।

ଏହା ସହିତ ଏହି ଅଭିନେତ୍ରୀ ନିଜର ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ।ତେବେ କିଛିଦିନ ହେବ ଅଭିନୟ ଜଗତରୁ ଦୂରେଇ ରହିବା ଫଳରେ ଅନେକ ଲୋକ ତାଙ୍କର ଅଭିନୟ ଦେଖିବା ପାଇଁ ଅପେକ୍ଷା କରି ରହି ଥିଲେ ମଧ୍ୟ।ତେବେ ସେ ବର୍ତ୍ତମାନ ଏହି ଭିଡିଓରେ ଦେଖାଯିବା ପରେ

ଅନେକ ଲୋକ ବର୍ତ୍ତମାନ ଏହା ଆଶା କରୁଛନ୍ତି କି ସେ ପୁଣି ଅଭିନୟ ଜଗତକୁ ଫେରି ଆସିବେ ତେବେ ଏହା ସମ୍ପର୍କରେ ସେ କିଛି ମଧ୍ୟ କହି ନାହାନ୍ତି।ଏହା ସହିତ ସେ ନିଜର ପତି ଓ ନିଜର ଝିଅ ସହିତ ନିଜର ଗୃହ ପ୍ରବେଶ କରିଥିଲେ।ତେବେ ତାଙ୍କର ସମସ୍ତ ପ୍ରଶଂସକ ବହୁତ ଖୁସି ଥିବା ଜଣା ପଡ଼ିଛି।

ଏହା ସହିତ ଅନେକ ବର୍ତ୍ତମାନ ତାଙ୍କର ଝିଅକୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।ତେବେ ଏହି ଅଭିନେତ୍ରୀ ଅଭିନୟ ଜଗତରେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।ଏହା ସହିତ ସେ କିଛି ଦିନ ହେବ ଅଭିନୟ ଜଗତରୁ ଦୂରେଇ ରହି ଥିବାରୁ ଅନେକ ପ୍ରଶଂସକ ପୁଣି ତାଙ୍କୁ ପରଦାରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି।

ଏହା ସହିତ ସେ ମଧ୍ୟ ଶୀଘ୍ର ଅଭିନୟ ଜଗତକୁ ଫେରିବେ ବୋଲି କହିଛନ୍ତି।ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହେବାରେ ସଫଳ ଯାଇଛନ୍ତି।ଏହା ସହିତ ଅନେକ।ଲୋକ ତାଙ୍କୁ ନିଜର ପ୍ରିୟ ଅଭିନେତ୍ରୀ ଭାବରେ ଗ୍ରହଣ କରି ଥାଆନ୍ତି।ତେବେ ସେ ବର୍ତ୍ତମାନ ପୁଣି ଅଭିନୟ କରନ୍ତୁ ବୋଲି ଅନେକ ଲୋକ ଇଚ୍ଛା କରିଛନ୍ତି।

Leave a Reply

Your email address will not be published. Required fields are marked *