ନନ ଷ୍ଟିକ (NonStick) ବାସନ ବିନା ପରିଶ୍ରମରେ କିପରି ସଫା କରିବେ କିପରି,ଏହି ଉପାୟରେ ମାଜିଲେ ସବୁବେଳେ ନୂଆ ଚିକ ଚିକ କରିବା ବାସନ…

Spread the love

ଆମେ ଘରେ ବାସନ ବ୍ୟବହାର କରିଥାଉ ଆମର ଏହା ଧାରଣା ଥାଏ ଯେ ଯଦି ଆମେ ନନ ଷ୍ଟିକ ବାସନ ବ୍ୟବହାର କରିବା ତେବେ ସେଥିରେ କେବେହେଲେ କୌଣସି ଦାଗ ହେବ ନାହିଁ।ଏହା ହୋଇଥାଏ ଯେ ଆମେ ଯେତେବେଳେ ସେହି ବାସନରେ କାମ କରି ଚାଲିଥାଉ ବାରମ୍ବାର ସେଥିରେ ତାର ଚତୁଃପାର୍ଶ୍ବରେ ତେଲ ଜମିବାରେ ଲାଗିଥାଏ।ଯଦି ଆମେ ସେହି ତେଲକୁ ହଟାଇ ନଥାଉ ଏକ ଦିନ ଏପରି ହୋଇଥାଏ ଯେ ସେହି ବାସନକୁ ଆମକୁ ଫୋପାଡିବାକୁ ପଡିପାରେ।

ଏହା ନହେବାପାଇଁ ଆମେ ଆଜି ଆପଣଙ୍କୁ ଏକ ବିଶେଷ ଉପାୟ ବିଷୟରେ ଜଣାଇବୁ।ଆମେ ସାଧାରଣ ବାସନକୁ ଯେଉଁଭଳି ଭାବରେ ହେଲେ ବି ଧୋଇ ଦେଇଥାଉ କିନ୍ତୁ ନନ ଷ୍ଟିକ ବାସନକୁ ଏପରି ଧୋଇବା ଉଚିତ ନୁହଁ।ତେବେ ସେହି ବାସନକୁ ସଫା କିପରି କରିବା?ଖରାପ ତ ନନ ଷ୍ଟିକ ବାସନ ମଧ୍ୟ ହୋଇଯାଇଥାଏ।

ଏହାଦ୍ୱାରା ଆପଣଙ୍କ ଟଙ୍କା ମଧ୍ୟ ଖର୍ଚ୍ଚ ହେବ ନାହିଁ।ଏହି ନନ ଷ୍ଟିକ ବାସନ ଚମିକାବାକୁ ଲାଗିବ।ଏଥିପାଇଁ ଆପଣ ସାର୍ଵ ପ୍ରଥମେ ନେଇ ଯାଆନ୍ତୁ ଅଳ୍ପ ଭିନେଗାର ଏବଂ ଅଳ୍ପ ମିଠା ଷୋଡ଼ା।ଏହାଦ୍ବାରା ଆପଣଙ୍କ ବାସନ ଚମିକାବାକୁ ଲାଗିବ।ଏହାକୁ ନିଶ୍ଚିତ ଭାବରେ ପ୍ରୟୋଗ କରି ଦେଖନ୍ତୁ।ଆପଣ ଏକ ଛୋଟ ପ୍ଲେଟ ନିଅନ୍ତୁ ସେଥିରେ ମିଠା ଷୋଡା ନିଅନ୍ତୁ

ଏବଂ ତାହାକୁ ଯେକୌଣସି ବାସନ ମଜା ସାହାଯ୍ୟରେ ଆପଣଙ୍କ ନନ ଷ୍ଟିକ ବାସନକୁ ଘସନ୍ତୁ।ଏହାପରେ ସେହି ଓଦା ଅଂଶକୁ ଭଲ ଭାବରେ ଘସନ୍ତୁ।କିନ୍ତୁ ଜୋରରେ ଲଗାନ୍ତୁ ନାହିଁ।ହାଲ୍କା ହାତରେ ଆପଣ ଏହାକୁ ଲଗାନ୍ତୁ।ସାଇଡରେ ଯେଉଁ ତେଲ ଲାଗିଥିବ ତାକୁ ଧୀରେ ଧୀରେ ଲଗାନ୍ତୁ ଯାହାଦ୍ୱାରା ଆପଣଙ୍କ ବାସନ ଖରାପ ମଧ୍ୟ ହେବ ନାହିଁ

ଏବଂ ସେଥିରେ ଲାଗିଥିବା ତେଲ ମଧ୍ୟ ସଫା ହୋଇଯିବ।ଏହାକୁ ଆପଣ ଯେତେବେଳେ ନିଜେ କରିବେ ବୁଝି ପାରିବେ ଯେ ଏହା କିପରି ଭାବରେ ସଫା ହୋଇଯିବ।ଏହାପରେ ଆପଣ ସେଥିରେ ଅଳ୍ପ ଗରମ ପାଣି ପକାଇ ଭଲ ଭାବରେ ସଫା କରିଦିଅନ୍ତୁ।ଦେଖିବେ ଅଳ୍ପ ତେଲରେ ଆପଣଙ୍କ କାମ ହୋଇଯିବ।

ସେହି ବାସନରେ ଆପଣ ଯେତେ ଚାହିଁବେ ଫ୍ରାଏ କରିପାରିବେ।ବର୍ତ୍ତମାନ ଆସନ୍ତୁ ଜାଣିବା ତାହାର ପଛ ପାଖ କିପରି ସଫା କରିବେ।ଏଥିପାଇଁ ଆପଣ ପ୍ରଥମେ ନିଅନ୍ତୁ ହାରପିକ।ଆପଣ ଭାବୁଥିବେ ବାସନ ସଫା କରିବାରେ ହାରପିକର କଣ କାମ।ଆପଣ ପ୍ରଥମେ ହାରପିକ ନିଅନ୍ତୁ ସେଥିରେ ଯେଉଁ ହାର୍ଡ କେମିକାଲ ଥାଏ

ସେଥିରେ ତାହାର ଚିକଣ ଅଂଶ ସଫା ହୋଇଯାଇଥର।ତେବେ ଆସନ୍ତୁ ଜାଣିବା ଏହା କିପରି ଭାବରେ ହୋଇଥାଏ।ଆପଣ ତାହାର ପଛ ଭାବରେ ହାରପିକ ପକାନ୍ତୁ ଏବଂ ତାହାକୁ ଘଷିବା ଆରମ୍ଭ କରନ୍ତୁ।ଘଷିବା ସମୟରେ ଧୀରେ ଧୀରେ ଘଷନ୍ତୁ।ଏହାପରେ ଆପଣ ତାହାକୁ ସଫା କରିଦିଅନ୍ତୁ ଆପଣ ଦେଖିବେ ତାହା ମଧ୍ୟ ଚମକିବାକୁ ଆରମ୍ଭ କରିବ।

Leave a Reply

Your email address will not be published. Required fields are marked *